47 ବର୍ଷ ବୟସରେ ପ୍ରେଗନେଣ୍ଟ ଅଛନ୍ତି ଐଶ୍ଵର୍ଜ୍ୟା ? ଜାଣନ୍ତୁ ଏହି ବୟସରେ ନାଚୁରାଲି ପ୍ରେଗନେଣ୍ଟ ହେବା ସମ୍ଭବ କି ?

ନିକଟରେ ସୋ-ସି-ଆ-ଲ ମି-ଡି-ଆ-ରେ ଐଶ୍ଵର୍ଜ୍ୟା ରାୟ ବଚ୍ଚାନଙ୍କ ଏକ ଫଟୋ ଖୁବ ଭା-ଇ-ରା-ଲ ହୋଇଥିଲା । ଯେଉଁଥିରେ ଐଶ୍ଵର୍ଜ୍ୟା ପ୍ରେଗେନେଣ୍ଟ ନଜର ଆସୁଥିଲେ । ସେହି ଫଟୋଗୁଡ଼ିକୁ ଦେଖି ଲାଗୁଥିଲା ଐଶ୍ଵର୍ଜ୍ୟା ଯେମିତି ଦ୍ଵିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି ।

ଐଶ୍ଵର୍ଜ୍ୟାଙ୍କ ସେହି ଫଟୋରେ ଲୋକମାନେ ବହୁତ ପ୍ରକାରର କମେଣ୍ଟ ମଧ୍ୟ କରିବା ସହ ସେ ପ୍ରେଗନେଣ୍ଟ ଅଛନ୍ତି କି ବୋଲି ତାଙ୍କୁ ପଚାରିଥିଲେ । ଐଶ୍ଵର୍ଜ୍ୟାଙ୍କ ଏହି ଭା-ଇ-ରା-ଲ ଫଟୋରେ ସେ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ । ଫଟୋରେ ଐଶ୍ଵର୍ଜ୍ୟାଙ୍କ ପେଟ ବଡ ଲାଗୁଥିଲା ଓ ସେ ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିଲେ । ହେଲେ ଐଶ୍ଵର୍ଜ୍ୟା ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଐଶ୍ଵର୍ଜ୍ୟାଙ୍କ ବୟସରେ ମା ହେବା ସହଜ ନୁହେଁ ।

ତଥାପି ଏପରି ଅନେକ ଉପାୟ ରହିଛି ଯାହା ଦ୍ଵାରା ଐଶ୍ଵର୍ଜ୍ୟା ୪୭ ବର୍ଷ ବୟସରେ ମଧ୍ୟ ମା ହୋଇପାରିବେ । ମହିଳାଙ୍କୁ ୪୫ ବର୍ଷ ହେବା ପରେ କେତେବେଳ ମଧ୍ୟ ମେନୋପୋଜ ଆରମ୍ଭ ହୋଇଯାଏ ଓ ଏପରି ସମୟରେ ମା ହେବା ଅସମ୍ଭବ ହୋଇଥାଏ । କିନ୍ତୁ ସାଇନ୍ସ ସାହାଯ୍ୟରେ ଅଧୁକା ବୟସ ହେବା ପରେ ମଧ୍ୟ ମହିଳାମାନେ ପ୍ରେଗନେଣ୍ଟ ହୋଇପାରିବେ । କିନ୍ତୁ ଏପରି ହେବାର ସମ୍ଭାବନା ବହୁତ କମ ରହିଥାଏ । ଏହି ବୟସରେ ଫର୍ଟିଲିଟି ଟ୍ରିଟମେଣ୍ଟ ସାହାଯ୍ୟରେ ମା ହେଇ ହେବ ।

କିନ୍ତୁ ୪୫ ବର୍ଷ ବୟସ ହେବା ପରେ ପ୍ରେଗନେନ୍ସିରେ କମ୍ପ୍ଲିକେସନ ଆସିବାର ଭୟ ଅଧିକ ରହିଥାଏ । ଅଧିକ ବୟସ ହେଲେ ପ୍ରେଗନେନ୍ସି ସହ ଆହୁରି ଅନେକ ସମସ୍ଯା ମଧ୍ୟ ଆସିଯାଏ । ୪୫ ବର୍ଷ ବା ତା ପରେ କନସିଭ କରିଲେ ଜେଷ୍ଟୋଶନଲ ଡାଇବେଟିସ, ହାଇ ବ୍ଲଡ଼ପ୍ରେସର, ପ୍ଳେସେଣ୍ଟାରେ ସମସ୍ଯା, ସିଜରିୟାନ ଡେଲିଭେରୀ, ଏକ୍ଟୋପିକ ପ୍ରେଗନେନ୍ସି, ମିସକ୍ୟାରେଜ ଓ ଡେଲିଭେରୀ ପରେ ଓଜନ ହ୍ରାସ କରିବାରେ କଷ୍ଟ ହେବା ଆଦି ସମସ୍ଯା ହୋଇଥାଏ ।

ବାରମ୍ବାର ପରିସ୍ରା ଲାଗିବା, ମୁଡ ସ୍ଵିଙ୍ଗ, ମୁଣ୍ଡବ୍ୟଥା, ବ୍ରେଷ୍ଟରେ ପରିବର୍ତ୍ତନ, ପରିସ୍ରା ରୋକି ନ ପାରିବା, ଥକିଯିବା, ପିରିୟଡ ନ ହେବା ଓ ଅଣ୍ଟା ବ୍ୟଥା ହେବା ଆଦି ପ୍ରେଗନେନ୍ସିର ଲକ୍ଷଣ ଅଟେ । ଡାକ୍ତରଙ୍କ ଅନୁଯାୟୀ ୨୫-୩୦ ବର୍ଷ ମା ହେବାର ସବୁଠୁ ଉତ୍ତମ ସମୟ । ଏହି ସମୟରେ କମ୍ପ୍ଲିକେସନ ହେବାର ଭୟ କମ ରହିଥାଏ । ୩୦ ପରେ ପ୍ରେଗନେଣ୍ଟ ହେବାର ସମ୍ଭାବନା କମିଯାଏ । ୪୦ ବର୍ଷରେ ମା ହେବାର ସମ୍ଭାବନା ମାତ୍ର ୫ ପ୍ରତିଶତ ରହିଥାଏ ଓ ୪୫ ବର୍ଷ ପରେ ଏହା ମାତ୍ର ଗୋଟେ ପ୍ରତିଶତ ହୋଇଯାଏ ।

IVF ସାହାଯ୍ୟରେ ୪୫ ବର୍ଷ ପରେ ପ୍ରେଗନେଣ୍ଟ ହେବାର ସମ୍ଭାବନା ୭୦-୭୫ ପ୍ରତିଶତ ବଢିଯାଏ । ସାଇନ୍ସ ସାହାଯ୍ୟରେ ୪୭ ବର୍ଷ ବୟସରେ ମଧ୍ୟ ମା ବନି ହେବ । ଏଥିପାଇଁ କନସିଭ କରିବା ପୂର୍ବରୁ ଖାଦ୍ୟପେୟ ପ୍ରତି ଭଲଭାବେ ଧ୍ୟାନ ଦେବାକୁ ହେବ । ସନ୍ତୁଳିତ ଆହାର ଭୋଜନ କରିବାକୁ ହେବ, ପ୍ରତିଦିନ ବ୍ୟାୟାମ କରିବାକୁ ହେବ ଓ ଓଜନ ନର୍ମାଲ ରଖିବାକୁ ହେବ । ଆହୁରି ମଧ୍ୟ ଷ୍ଟ୍ରେସ ଫ୍ରି ରହିବା ସହ ମଦ ଏବଂ ସିଗାରେଟ ସେବନ ଠୁ ଦୂରରେ ରହିବାକୁ ହେବ ।

ଆପଣଙ୍କୁ ଜଣାଇ ଦେଉଛୁ କି ଅଭିଷେକ ବଚ୍ଚନ ଓ ଐଶ୍ଵର୍ଜ୍ୟା ରାୟ ବଚ୍ଚନଙ୍କ ବିବାହ ୨୦୦୭ ମସିହାରେ ହୋଇଥିଲା ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ତାଙ୍କ ନାମ ଆରାଧ୍ୟା ବଚ୍ଚନ । ଆରାଧ୍ୟା ୨୦୧୧ ରେ ଜନ୍ମ ହୋଇଥିଲେ । ତାଙ୍କୁ ଏବେ ୧୦ ବର୍ଷ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ମଧ୍ୟ ଲାଇକ କରନ୍ତୁ ।