ନିଜର ଏହି 5 ଫିଲ୍ମରେ ଅକ୍ଷୟ କୁମାର କରିଥିଲେ ସବୁ ସୀମା ପାର, ଦେଖିବାକୁବି ଚାହାନ୍ତି ନାହିଁ ପତ୍ନୀ ଟ୍ୱିଂକଲ

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅକ୍ଷୟ କୁମାର ଆଜି ବହୁତ ପପୁଲାର ହୋଇ ଯାଇଛନ୍ତି । କିନ୍ତୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ତିଆରି କରିବା ପାଇଁ ଅକ୍ଷୟ କୁମାର ବହୁତ ଷ୍ଟ୍ରଗଳ ବି କରିଛନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ନଜର ଆସିବା ପୂର୍ବରୁ ଅକ୍ଷୟ କୁମାର କେତେକ ଫିଲ୍ମରେ ସହ କଳାକାର ରୂପରେ ବି ଅଭିନୟ କରିଛନ୍ତି । ଏହା ପରେ ଯେତେବେଳେ ଅକ୍ଷୟ କୁମାରଙ୍କୁ ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରିବା ପାଇଁ ଅଫର ଆସିଲା ତେବେ ସେ କେତେକ ଫିଲ୍ମରେ ବୋଲ୍ଡ ସିନ ଦେବା ପାଇଁ ବି ପଛକୁ ହଟି ନାହାନ୍ତି ।

ଯେଉଁ କାରଣରୁ କେତେକେ ଅଭିନେତ୍ରୀ ସହିତ ତାଙ୍କର ଅଫେୟାର ଖବର ବି ସାମ୍ନାକୁ ଆସିଥିଲା । ଏହା ପରେ ଟ୍ୱିଂକଲ ଖନ୍ନା ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ସେ ଅକ୍ଷୟ କୁମାରଙ୍କ କିଛି ଫିଲ୍ମକୁ କେବେ ବି ଦେଖିବାକୁ ଚାହାନ୍ତି ନାହିଁ । ତେବେ ଚାଲାନ୍ତୁ ଜାଣିବା ଅକ୍ଷୟ କୁମାର ସେହି ଫିଲ୍ମ ବିଷୟରେ ଜାଣିବା ଯାହାକୁ ଟ୍ୱିଂକଲ ଖନ୍ନା ପୁଣି ଥରେ ଦେଖିବାକୁ ଚାହାନ୍ତି ନାହିଁ ।

ଏତେରାଜ

ବଲୀଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଓ ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ସେହି ସମୟରେ ବହୁତ ଚର୍ଚାର ଥିଲା କାରଣ ଏହି ଫିଲ୍ମରେ ଦୁଇ ଜଣ ବହୁତ ବୋଲ୍ଡ ସିନ ଦେଇଥିଲେ । ଦୁଇ ଅଣ ଫିଲ୍ମରେ ଏତେ ଇଣ୍ଟିମେଟ ସିନ ଦେଇଥିଲେ କି ଟ୍ୱିଂକଲ ଖନ୍ନା ଓ ଅକ୍ଷ କୁମାରଙ୍କ ବିବାଦ ହୋଇଯାଇଥିଲା ଓ ଏହି ବିବାଦ ଛାଡପତ୍ରର ପର୍ଯ୍ୟନ୍ତ କଥା ଚାଲିଯାଇଥିଲା । ବିବାହ ପରେ ଅକ୍ଷୟ କୁମାରଙ୍କ ଏହିଭଳି ସିନ ଦେଇଥିବା କାରଣରୁ ଟ୍ୱିଂକଲ ଖନ୍ନା ଅକ୍ଷୟ କୁମାରଙ୍କ ଘର ପର୍ଯ୍ୟନ୍ତ ଛାଡି ଦେଇଥିଲେ । ଏହି କାରଣ ଅଟେ କି ଟ୍ୱିଂକଲ ଖନ୍ନା ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ବିଲକୁଲ ବି ଦେଖିବାକୁ ଚାହାନ୍ତି ନାହିଁ ।

କମବଖ୍ତ ଇଶ୍କ

ଫିଲ୍ମ କମବଖ୍ତ ଇଶ୍କରେ କରିନା କପୁର ଓ ଅକ୍ଷୟ କୁମମାରଙ୍କ ସୁପରହିଟ ଯୋଡି ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଦୁଇ ଜଣ ବୋଲ୍ଡ ସିନ ଦେଇ ସମସ୍ତଙ୍କର ହୃଦୟ ଜିତିଥିଲେ । କିନ୍ତୁ ଏହି ଦୁଇ ଜଣଙ୍କ ଯୋଡିକୁ ଦେଖି ଭିନ୍ନ ଭିନ୍ନ ପ୍ରକାରର କଥା ବି କୁହାଗଲା । କିନ୍ତୁ ଏହି ଫିଲ୍ମରେ ଥିବା ବୋଲ୍ଡସିନ ଯୋଗୁ ଟ୍ୱିଂକଲ ଖନ୍ନା ଏହି ଫିଲ୍ମକୁ ଦେଖି ନାହାନ୍ତି । ନ ଦେଖିବାର ମୁଖ୍ୟ କାରଣ ହେଉଛି କରିନା ଓ ଟ୍ୱିଂକଲ ଖନ୍ନାଙ୍କ ମଧ୍ୟରେ ଥିବା ଶତ୍ରୁତା । ଶତ୍ରୁତାର କାରଣ ହେଉଛି କି ଟ୍ୱିଂକଲ ଖନ୍ନାଙ୍କ ମାନିବା ଅଟେ କି କରିନା ନିଜର କପୁର ପରିବାରର ନାଁର ଲାଭ ଉଠାଇ ତାଙ୍କୁ ତାଙ୍କର ବହୁତ ଫିଲ୍ମରୁ ବାହାର କରି ଦେଇଛନ୍ତି ।

ଦେଶୀ ବୟଜ

ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଚିତ୍ରାଂଗଦା ସିଂହ ନଜର ଆସିଥିଲେ । ଏମିତିରେ ଫିଲ୍ମରେ ଅକ୍ଷୟ କୁମାର ଚିତ୍ରାଂଗଦା ସିଂହଙ୍କ ସହ ବହୁତ ରୋମାଣ୍ଟିକ ସିନ ଦେଇଥିଲେ । ଯାହାକୁ ଟ୍ୱିଂକଲ ଖନ୍ନା ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ବ୍ରଦର୍ସ

ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଜୈକଲୀନ ଫର୍ନାଂଡୀସ ନଜର ଆଇସଥିଲେ । ଏମିତିରେ ଏହି ଫିଲ୍ମରେ ଅକ୍ଷୟ ଓ ଜୈକଲୀନ ଫର୍ନାଂଡୀସnka ଲଭ ମେକିଙ୍ଗ ସିନ ପାଇଁ ବହୁତ ହଙ୍ଗମା ହୋଇଥିଲା । ଏହା ପରେ ଟ୍ୱିଂକଲ ଖନ୍ନା ଏକ ଇଣ୍ଟରଭିୟୁରେ ଜୈକଲୀନ ଫର୍ନାଂଡୀସଙ୍କୁ ଅକ୍ଷୟଙ୍କ ଠାରୁ ଦୂରେଇ ରହିବା ପାଇଁ କହି ଦେଇଥିଲେ ।

ଦେ ଦନା ଦନ

ଏହି ଫିଲ୍ମ ଏକ କମେଡି ଫିଲ୍ମ ଥିଲା । କିନ୍ତୁ ଏହି ଫିଲ୍ମର ଏକ ଗୀତରେ ଅକ୍ଷୟ ଓ କଟରିନାଙ୍କ ବୋଲ୍ଡ ସିନ ଦେଖିବା ପରେ ଟ୍ୱିଂକଲ ଖନ୍ନା ଅକ୍ଷୟ କୁମାରଙ୍କୁ କଟରିନାଙ୍କ ସହିତ କାମ ଆରିବା ପାଇଁ ମନା କରି ଦେଇ ଥିଲେ । ଏହି ଗୀତରେ କଟରିନା ଓ ଅକ୍ଷୟ କୁମାର ବହୁତ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।