Sunny Leoni କିପରି ଓ କେତେ କରନ୍ତି ଇନକମ ? ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବଲୀଉଡରେ ଗୋଡ ରଖିବା ମାତ୍ରେ ହିଁ ସନୀ ଲିୟୋନୀ ପୁରା ଦେଶରେ ଲୋକପ୍ରିୟ ହୋଇଯାଇଥିଲେ । ସନୀ ଲିୟୋନୀ ଲୋକପ୍ରିୟତା ହାସଲ କରିବା ସହିତ ଭଲ ଆୟ ମଧ୍ୟ କରିଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସନୀ ଲିୟୋନୀଙ୍କ ଆୟ ବିଷୟରେ କହିବାକୁ ଯାଉଛୁ । କହିଦେଉଛୁ କି ସନୀ ଲିୟୋନୀଙ୍କ ଅସଲ ନାଁ କରନଜୀତ କୌର ବୋହରା ଅଟେ । ସନୀ ଲିୟୋନୀଙ୍କ ମୋଟ ସମ୍ପତ୍ତି ୭୧ କୋଟି ଟଙ୍କାରୁ ବି ଉର୍ଦ୍ଧ ଅଟେ ।

ସନୀ ଲିୟୋନୀ ଏହି ସମସ୍ତ ଟଙ୍କା ଜଣେ ଅଭିନେତ୍ରୀ ଓ ମଡେଲ ରୂପରେ ଆୟ କରିଛନ୍ତି । ସନୀ ଲିୟୋନୀ ଗୋଟିଏ ଫିଲ୍ମ ପାଇଁ ୨ ରୁ ୪ କୋଟି ଟଙ୍କା ଆୟ କରିଥାନ୍ତି । ଏହା ସହିତ ଗୋଟିଏ ଇଭନେଟ ପାଇଁ ସେ ୨୦ ରୁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି ଓ ଇଭେଣ୍ଟ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ତେବେ ସେହି ହିସାବରେ ସନୀ ଲିୟୋନୀ ଅଧିକ ଟଙ୍କା ନେଇଥାନ୍ତି ।

କହିଦେଉଛୁ କି ସନୀ ଲିୟୋନୀଙ୍କ ଜନ୍ମ ୧୩ ମେ ୧୯୮୧ରେ କାନାଡାରେ ହୋଇଥିଲା । ସନୀ ଲିୟୋନୀଙ୍କ ଜନ୍ମ ଗୋଟିଏ ଶିଖ ପରିବାରରେ ହୋଇଥିଲା । ସନୀ ଲିୟୋନୀ ଜଣେ ଭାରତୀୟ ଓ କ୍ୟାନାଡିୟନ ଅଭିନେତ୍ରୀ ଅଟନ୍ତି । କହିଦେଉଛୁ କି ସନୀ ଲିୟୋନୀଙ୍କ ପାଖରେ ଆମେରିକାର ନାଗରିକତା ବି ଅଛି ।

ସନୀ ଲିୟୋନୀଙ୍କୁ ପିଲାଦିନେ କାନାଡାର ପରିବେଶ ବହୁତ ଭଲ ଲାଗୁଥିଲା । ଯେମିତି କି ସେଠିକାର ଥଣ୍ଡା ପବନ ଓ ବରଫ ଇତ୍ୟାଦି ଭଲ ଲାଗୁଥିଲା । ମନୋରଞ୍ଜନ ଦୁନିଆକୁ ଆସିବା ପୂର୍ବରୁ ସନୀ ଲିୟୋନୀ ଅନ୍ୟ କେତେକ କମ୍ପାନୀରେ ମଧ୍ୟ କାମ କରିଛନ୍ତି । ଏହି ସମୟରେ ହିଁ ସନୀ ଲିୟୋନୀ ନିଜର ଅସଲ ନାଁ କରଞ୍ଜିତ କୌର ଭରାକୁ ବଦଳାଇ ସନୀ ଲିୟୋନୀ କରିଦେଇଥିଲେ । ଏହା ପରେ ସେ ସଫଳତାର ସିଢି ଚଢିବାକୁ ଲାଗିଲେ ।

ଭାରତରେ ସନୀ ଲିୟୋନୀ ସେତେବେଳେ ଲୋକଲୋଚନକୁ ଆସିଲେ ଯେତେବେଳେ ତାଙ୍କୁ ବିଗ ବସରେ ପ୍ରତିଯୋଗୀତା ରୂପରେ ନଜର ଆସିଲେ । ଏହି ଶୋ ମାଧ୍ୟମରେ ସେ ବଲୀଉଡ ଦୁନିଆରେ ବହୁତ ପରିଚିତ ହୋଇଗଲେ । ୨୦୧୧ ଓ ୨୦୧୨ରେ ଭାରତରେ ଆସିବା ପରେ ସେ ରିୟାଲିଟି ଶୋ ବିଗ ବସରେ ନଜର ଆସିଲେ ଓ ଏହି ଠାରୁ ହିଁ ତାଙ୍କୁ ମହେଶ ଭଟ୍ଟଙ୍କ ଫିଲ୍ମ ଜିମ୍ସ ୨ରେ କାମ କରିବାର ସୁଯୋଗ ମିଳିଲା ।

ଏହା ପରେ ସେ ବଲୀଉଡରେ ଅନ୍ୟ କେତେକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । କହିଦେଉଛୁ କି ସନୀ ଲିୟୋନୀଙ୍କ ସ୍ଵାମୀ ଅଭିନେତା ଡେନିଯଲ ୱେବର ଅଟନ୍ତି । ସେ ଓ ତାଙ୍କର ସ୍ଵାମୀ ମୋଟ ୩ ଟି ସନ୍ତାନକୁ ଗୋଦ ନେଇଛନ୍ତି । ଯେଉଁଥିରେ ଗୋଟିଏ ଝିଅ ଓ ଦୁଇଟି ଜୁଡୁୱା ପୁଅ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।