Yami Gautam ପାଣି ଭିତରେ କରୁଥିଲେ ୟୋଗା ଓ ଏକ୍ସରସାଇଜ, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ

ଅଭିନେତ୍ରୀ ୟାମି ଗୌତମ ଏହି ଲକ୍ ଡାଉନ୍ ରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଓ ସେଥିପାଇଁ ସେ ପ୍ରତିଦିନ ଯୋଗ ଓ ବ୍ୟାୟାମ ଅଭ୍ୟାସ କରିବା ସହ ଇନଷ୍ଟାଗ୍ରାମ୍ ରେ ନିଜ ପ୍ରଶଂସକ ମାନଙ୍କୁ ମଧ୍ୟ ଉତ୍ସାହିତ କରି ଉପଦେଶ ଦେଉଛନ୍ତି ।

ସୁସ୍ଥ ଜୀବନ ଶୈଳୀ ପାଇଁ ବଲିଉଡ଼ର ଅନ୍ୟ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା, କରୀନା କପୁର ଖାଁ ଓ ବିପାଶା ବସୁ ଆଦି ଙ୍କ ପରି ୟାମି ମଧ୍ୟ ଯୋଗକୁ ଆପଣାଇଛନ୍ତି । ପ୍ରତିବର୍ଷ ଯୋଗ ଦିବସ ପୃଥିବୀର ବିଭିନ୍ନ ଦେଶରେ ପାଳିତ ହୋଇଥାଏ । ଏହି ଯୋଗ ଦିବସରେ ଅନେକ ସେଲିବ୍ରିଟି ଯୋଗ କରୁଥିବା ବେଳର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ତେବେ ଏଥିରେ ଅଭିନେତ୍ରୀ ୟାମି ଗୌତମ କେମିତି ପଛରେ ରହିଥାନ୍ତେ! ସେ ମଧ୍ୟ ସୁଇମିଂ ପୁଲ ରେ ଯୋଗ କରି କିଛି ହଟ୍ ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥଲେ । ତେବେ ୟାମି ଗୌତମଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଭିଡ଼ିଓରେ ୟାମି ଗୌତମ କଳା ରଙ୍ଗର ଏକ ହଟ୍ ସୁଇମିଂ ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ଭିଡ଼ିଓରେ ୟାମି ଗୌତମ ପାଣି ଭିତରେ ଅନେକ ଯୋଗାସନ କରିଥିଲେ । ପାଣିରେ ମଜା ମସ୍ତି କରି ଯୋଗ କରୁଥିବା ସମୟରେ ମଧ୍ୟ ୟାମି ଗୌତମ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଦିଶୁଥିଲେ । ତେବେ ଭିଡ଼ିଓରେ ସୁଇମିଂ ଫୁଲ୍ ରେ ନିଜ ଟ୍ରେନର୍ ଙ୍କ ସହ ୟାମି ଗୌତମ ଖୁବ୍ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା ।

ୟାମି ଗୌତମ ସବୁବେଳେ ନିଜ ବୋଲ୍ଡ ଲୁକ୍ କୁ ନେଇ ପ୍ରଶଂସା ସାଉଁଟୁ ଥିବା ବେଳେ ଅନେକ ଥର ଅପ୍ରୀତିକର ମୁହୂର୍ତ୍ତର ଶିକାର ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ସେହିପରି ଏହି ଯୋଗ ଭିଡ଼ିଓରେ ମଧ୍ୟ ୟାମିଙ୍କୁ ଅପ୍ରୀତିକର ମୁହୂର୍ତ୍ତର ସାମନା କରିବାକୁ ପଡ଼ିଥିଲା । ଯାହା ଆପଣ ସ୍ପଷ୍ଟ ଭାବେ ଦେଖି ପାରୁଥିବେ ।

ପାଣିରେ ଭିଜି ଯୋଗ କରୁଥିବା ବେଳେ ୟାମିଙ୍କ ଡ୍ରେସ୍ ତାଙ୍କ ଶରୀରରେ ଏକଦମ୍ ଫିଟ୍ ହେଉଥିବାର ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଅଭିନେତ୍ରୀଙ୍କ ଅନ୍ତ ବସ୍ତ୍ର ସମ୍ପୂର୍ଣ୍ଣ ଭାବେ ବାହାରକୁ ଦିଶୁଥିଲା । ଏହା ଛଡ଼ା ୟାମି ନିଜ ଡ୍ରେସ୍ ପାଇଁ ଅନେକ ଥର ଏପରି ଅପ୍ରୀତିକର ପରିସ୍ଥିତିର ସାମନା ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।