ଟିଭି ଅଭିନେତ୍ରୀ ଦେବିନା ବନର୍ଜୀ ଫଟୋ ଶେୟାର କରି ଲଗାଇଲେ ନିଆଁ, ତ ସ୍ଵାମୀ କହିଲେ – ଘରକୁ ଆସ ତୁମେ, ଆଉ ତା ପରେ…

ଟିଭି ଦୁନିଆରେ କାମ କରୁଥିବା ଅଭିନେତ୍ରୀଙ୍କର କ୍ୟାରିୟର ପୂରାପୂରି ସେମାନଙ୍କର ଫିଟନେସ ଉପରେ ନିର୍ଭର କରିଥାଏ । ଫିଟନେସ ଉପରେ ଧ୍ୟାନ ରଖୁଥିବା ଅଭିନେତ୍ରୀଙ୍କର କ୍ୟାରିୟର ବହୁତ ଲମ୍ବା ଚାଲିଥାଏ । ଏତିକି ନୁହେଁ ବେଳେ ବେଳେ କେତେକ ଅଭିନେତ୍ରୀ ନିଜର ଫିଟନେସ ପାଇଁ ବହୁତ ଅଧିକ ୱର୍କଆଉଟ ବି କରୁଥିବାର ନଜର ଆସିଥାନ୍ତି । କେତେକ ଅଭିନେତ୍ରୀ ତ ଏକ ଲମ୍ବା ବ୍ରେକ ପରେ ନିଜର ଲୁକ ବି ଚେଞ୍ଜ କରି ନିଅନ୍ତି, ଯେଉଁଥିରେ ଦେବିନା ବନର୍ଜୀଙ୍କର ନାମ ବି ସାମିଲ ହୋଇ ଯାଇଛି ।

ଟେଲିବିଜନର ଅଭିନେତ୍ରୀ ଦେବିନା ବନର୍ଜୀ ଏକା ଲମ୍ବା ସମୟ ପରେ କମବୈକ କରିଛନ୍ତି । ବ୍ରେକ ସମୟରେ ସେ ନିଜର ଫିଟନେସ ଉପରେ ଧ୍ୟାନ ଦେଇଛନ୍ତି । ଯାହା ଦ୍ଵାରା ତାଙ୍କର ଲୁକ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଓ ସେ ଆହୁରି ସୁନ୍ଦର ବି ଦେଖା ଯାଉଛନ୍ତି । କହିଦେଉଛୁ ଯେ ବର୍ତ୍ତମାନ ସମୟରେ ଦେବିନା ବନର୍ଜୀ ସିରିୟଲ ବିଷକନ୍ୟାରେ ମୁଖ୍ୟ କିରଦାର କରୁଛନ୍ତି । ଯାହାକୁ ତାଙ୍କର ଫ୍ୟାନମାନେ ବି ବହୁତ ପସନ୍ଦ କରୁଛନ୍ତି, କିନ୍ତୁ ଏହା ମଧ୍ୟରେ ସେ ନିଜର ଏକ ଫଟୋ ଶେୟାର କରିଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି ।

ଦେବିନା ବନର୍ଜୀ ନିଆଁ ଲଗାଇ ଦେଲେ

ନୂଆ ଲୁକ ସହିତ ଦେବିନା ବନର୍ଜୀ ଏକ ଫଟୋ ସୋସିୟାଲ ମିଡିୟାରେ ଶେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ ବିକିନୀରେ ନଜର ଆସୁଛନ୍ତି । ବ୍ଲାକ ବିକିନୀରେ ଦେବିନା ବନର୍ଜୀ ପୁରା ନିଆଁ ଲଗାଇ ଦେଉଛନ୍ତି । କହିଦେଉଛୁ ଯେ ମେକଓବର ପରେ ଦେବିନା ବନର୍ଜୀ ପ୍ରାୟତଃ କୌଣସି ନା କୌଣସି ଫଟୋ ଶେୟାର କରିଥାନ୍ତି । ଯେଉଁ କାରଣରୁ ସେ ଟ୍ରୋଲ ବି ହୋଇଥାନ୍ତି । କିନ୍ତୁ ଏଥର କାହାଣୀରେ ଟ୍ୱିସ୍ଟ ଅଛି ।

ଦେବିନା ବନର୍ଜୀଙ୍କର ସ୍ଵାମୀ କରିଲେ କମେନ୍ଟ

ଦେବିନା ବନର୍ଜୀଙ୍କର ଏହି ସୁନ୍ଦର ଫଟୋକୁ ଦେଖି ତାଙ୍କର ସ୍ଵାମୀ ଗୁରମୀତ ଚୌଧରୀ ନିଜକୁ ଅଟକାଇ ପାରିଲେ ନାହିଁ । ସେ ଦେବିନାଙ୍କର ଫଟୋ ଉପରେ କମେନ୍ଟ କରି ଲେଖିଲେ କି ‘ଘରକୁ ଫେରି ଆସ’ । ବର୍ତ୍ତମାନ ଏହି କମେନ୍ଟର ୟୁଜରମାନେ ବିଭିନ୍ନ ଅର୍ଥ ବାହାର କରୁଛନ୍ତି । କହିଦେଉଛୁ ଯେ ବହୁତ ଦିନ ହେବ ଦେବିନା ନିଜ ସ୍ଵାମୀଙ୍କ ଠାରୁ ଦୂରରେ ଅଛନ୍ତି । ଯେଉଁ କାରଣରୁ ଲାଗୁଛି ଗୁରମୀତଙ୍କୁ ଦେବିନାଙ୍କର କଥା ବହୁତ ମନେ ପଡୁଛି ।

ଶୋ ବିଷୟରେ ଦେବିନା ବନର୍ଜୀ କହିଲେ ଏହି କଥା

ସିରିୟଲ ବିଷକନ୍ୟାର କିରଦାର ବିଷୟରେ ଦେବିନା ବନର୍ଜୀ କହିଲେ କି ପ୍ରଥମେ ସେ ବହୁତ ନର୍ଭସ ଥିଲେ, କିନ୍ତୁ ପୁଣି କାହାଣୀକୁ ସ୍ଵୀକାର କରିଲି ଓ ଏହି କିରଦାରକୁ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ଦେବିନା ବନର୍ଜୀ କହିଲେ କି ବର୍ତ୍ତମାନର ସମୟ ବଦଳି ଯାଇଛି । ଏହା ପରେ ସେ ଆଗକୁ କହିଲେ କି ତାଙ୍କୁ ଏହି କିରଦାରକୁ କରିବାରେ ବହୁତ ମଜା ଆସୁଛି, କାରଣ ମୋର ଫ୍ୟାନ ମୋ ସହିତ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।