ମାତ୍ର 5% ଲୋକ ଏହି ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିବେ, ଜାଣିବା ପାଇଁ ଦେଖନ୍ତୁ

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ବହୁତ କମ ଲୋକ ଦେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ କଣ ?

୧.

ସେ କେଉଁ ଜାଗା ଅଟେ, ଯେଉଁଠାକୁ ୧୦ ଜଣ ଯାଆନ୍ତି କିନ୍ତୁ ୧୧ ଜଣ ଆସନ୍ତି ?

ଉତ୍ତର – ବିବାହ

୨.

ସେ କେଉଁ ଜାଗା ଅଟେ, ଯେଉଁଠାକୁ ୧୦ ଜଣ ଯାଆନ୍ତି ଓ ୯ ଜଣ ଫେରନ୍ତି ?

ଉତ୍ତର – ଶ୍ମଶାନ

୩.

ସେ କେଉଁ ଜାଗା ଅଟେ ଯେଉଁଠାରେ, ଉଭୟ ଧନୀ ଓ ଗରିବଙ୍କୁ ପତ୍ରର ଠୋଲା ଧରି ଠିଆ ହେବାକୁ ପଡେ ?

ଉତ୍ତର – ଗୁପ ଚୁପ ଷ୍ଟଲ

୪.

ଏମିତି କେଉଁ ଜିନିଷ ଯାହା ପଢିବା ଓ ଲେଖିବା ପାଇଁ ବ୍ୟବହାର କରାଯାଏ, କିନ୍ତୁ ତାହା pen ଓ କାଗଜ ନୁହେଁ ?

ଉତ୍ତର – ଚଷମା

୫.

ମୋତେ ନ ଡାକିଲେ ବି ମୁଁ ଆସିବି, ଘର ଭଡ଼ା ଦେବି ନାହିଁ, କିନ୍ତୁ ଘରେ ରହିବି ତୁମେ ମୋତେ ଧରି ପାରିବ ନାହିଁ କିନ୍ତୁ ମୋ ବିନା ତୁମେ ରହି ପାରିବ ନାହିଁ ।

ମୁଁ କିଏ ?

ଉତ୍ତର – ପବନ

୬.

ଏମିତି କେଉଁ ଜିନିଷ ଅଛି, ଯାହାକୁ ଝିଅମାନେ ଖାଆନ୍ତି ଓ ପିନ୍ଧନ୍ତି ?

ଉତ୍ତର – ଲଙ୍ଗ

ଲଙ୍ଗ ର ଦୁଇଟି ଅର୍ଥ ଅଛି

୧. ଲବଙ୍ଗ

୨. ପୋଷାକ

ସାଙ୍ଗମାନେ, ପୋଷ୍ଟଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ପୋଷ୍ଟ ପାଇଁ ପେଜକୁ ଲାଇକ କରନ୍ତୁ ।