Jyotish Shastra- ନାମ ଅଗରେ ରାଗ ରଖିଥାନ୍ତି ଏହି 3 ଟି ନାମର ଝିଅ

ଗୋଟିଏ ଝିଅର ରାଗ ଦେଖି ବଡରୁ ବଡ ମଣିଷ ଆଶ୍ଚର୍ଯ୍ୟ ଯାଇଥାନ୍ତି । କିନ୍ତୁ ଏମିତି କିଛି ରାଗ ସ୍ବଭାବର ଝିଅ ମାନେ ଅଛନ୍ତି ଯେଉଁ ମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ରାଗିଯାନ୍ତି ।

ଏମାନେ ଅଧିକ ରାଗ ସ୍ଵଭାବର ହୋଇଥିବରୁ ନିଜର ହିଁ କ୍ଷତି କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମରୁ ଆରମ୍ଭ ହେଉଥିବା ଅକ୍ଷରର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସ୍ଵଭାବ ବହୁତ ରାଗ ହୋଇଥାଏ ବା ସେମାନେ ବହୁତ କ୍ରୋଧୀ ସ୍ଵଭାବର ଅଟନ୍ତି ।

୧- N ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନଙ୍କର ରାଗ ବା କ୍ରୋଧ ବହୁତ ତୀବ୍ର ସ୍ଵଭାବର ହୋଇଥାଏ । ଏମାନେ ହୃଦୟରୁ ବହୁତ କୋମଳ ଓ ନମ୍ର ହୋଇଥାନ୍ତି । ଅନ୍ୟର ଦୁଖ କଷ୍ଟକୁ ଏମାନେ ସହି ପାରନ୍ତି ନାହି କି ଅନ୍ୟକୁ ଦୁଖ ଦେବା କଥା ମଧ୍ୟ ଏମାନଙ୍କ ଠାରେ ଦେଖାଯାଏ ନାହି । କିନ୍ତୁ ଏହି ନାମର ଝିଅ ମାନେ ଯଦି କୌଣସି ଭୁଲ କମ ଦେଖିଥାନ୍ତି ତେବେ ନିଜ ରାଗ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହି । ଏହି କାରଣ ଯୋଗୁ ଏମାନେ ଅନ୍ୟ ଆଗରେ ଖରାପ ହୋଇଥାନ୍ତି ।

୨ – S ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥିଲେ ମଧ୍ୟ ତାଙ୍କର ଏକ ମାତ୍ର ଦୁର୍ବଳତା ହେଉଛି ସେମାନେ ନିଜ ରାଗ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହି । ଛୋଟରୁ ଛୋଟ କଥରେ ଏମାନେ ଅଧିକ ରାଗି ଯାଆନ୍ତି । ରାଗ ସମୟରେ ଏମାନେ ଅନ୍ୟ ଜଣଙ୍କୁ ଯାହା କହିଥାନ୍ତି ରାଗ ଶାନ୍ତ ହେବା ପରେ ଅନୁତାପ ମଧ୍ୟ କରିଥାନ୍ତି । ଏହି ସ୍ବଭାବର ଝିଅ ମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ଆଗରେ ରହିଥାନ୍ତି ।

୩- M ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ଅଧିକ ରାଗ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ମନରେ କିଛି ନା କିଛି ସବୁ ସମୟରେ ଚିନ୍ତା ଲାଗି ରହିଥାଏ । ଯାହା ଫଳରେ ଏମାନେ ମାନସିକ ଚିନ୍ତାରେ ସର୍ବଦା ରହିଥାନ୍ତି । ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନଙ୍କୁ ଛୋଟରୁ ଛୋଟ କଥା ଉପରେ ରାଗ ଆସିଥାଏ ।

ଏମାନେ ନିଜ ରାଗକୁ ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥାନ୍ତି । ଏହି କାରଣରୁ ଏହି ସ୍ଵଭାବର ଝିଅ ମାନେ ନିଜ ଜୀବନ ସାଥିଙ୍କ ସହ ଅଧିକାଂଶ ସମୟ କଳହ ବା ବିବାଦ କରିଥାନ୍ତି । ଯାହାର ସିଧାସଳଖ ପ୍ରଭାବ ଏହି ସ୍ଵଭାବର ଝିଅ ମାନଙ୍କର ଦାଂପତ୍ଯ ଜୀବନରେ ପଡିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ