ବିବାହ ପୁର୍ବରୁ ଏହି ବଲୀଉଡ ହିରୋଙ୍କର ଥିଲା ୮ ଟି ଝିଅମାନଙ୍କ ସହିତ ଅଫେୟାର, ଲିସ୍ଟରେ ସାମିଲ ଅଛନ୍ତି ଫେମସ ଟେନିସ ଷ୍ଟାର

ଶାହିଦ କପୁର ଇଣ୍ଡଷ୍ଟ୍ରି ଏକ ଏମିତି କଳାକାର ଅଟନ୍ତି ଯିଏକି ନିଜର ଭଲ ଅଭିନୟ ଓ ଡାନ୍ସ ପାଇଁ ଜଣା ଯାଆନ୍ତି । କହିବାକୁ ଗଲେ ଶାହିଦ କପୁରଙ୍କର ବର୍ତ୍ତମାନ ହିଁ ରିଲିଜ ହୋଇଥିବା ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ ଉପରେ ଭଲ ଆୟ କରିଛି । ଆପଣଙ୍କୁ କହିଦେଉଛୁ ଯେ ଶାହିଦ କପୁର ବର୍ଷ ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ । ମୀରାଙ୍କ ସହିତ ବିବାହ କରିବା ପୁର୍ବରୁ ଶାହିଦଙ୍କର ନାମ ବହୁତ ଅଭିନେତ୍ରୀଙ୍କ ସହିତ ଯୋଡା ହୋଇ ସାରିଛି ।

ଏମିତିରେ ଆଜି ଆମେ ଏହି ପୋସ୍ଟରେ ଆପଣଙ୍କୁ ଶାହିଦ କପୁରଙ୍କର କିଛି ପାସ୍ଟ ଅଫେୟାର ବିଷୟରେ କହିବୁ ।

ହୃଷିତା ଭଟ୍ଟ

ହୃଷିତା ଭଟ୍ଟ ଏକ ଜଣା ଶୁଣା ବଲୀଉଡ ଅଭିନେତ୍ରୀ ଅଟନ୍ତି । ଯିଏକି ବଲୀଉଡରେ କେତେକ ଫିଲ୍ମରେ କାମ କରିଛନ୍ତି । ଶାହିଦ କପୁର ଫିଲ୍ମରେ ଆସିବା ପୁର୍ବରୁ ହୃଷିତା ଭଟ୍ଟଙ୍କୁ ଡେଟ କରିସାରିଛନ୍ତି । କିନ୍ତୁ ଡେବ୍ୟୁ ପୁର୍ବରୁ ତାଙ୍କର ବ୍ରେକଅପ ହୋଇଯାଇଥିଲା ।

କରୀନା କପୁର

କରୀନା ଓ ଶାହିଦଙ୍କର ଅଫେୟାର ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଆଫେୟାର ମଧ୍ୟରୁ ଗୋଟେ । ଦୁଇ ଜଣ ବହୁତ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଲେ । ଫ୍ୟାନମାନେ ତ ସେମାନଙ୍କର ବିବାହର ଅପେକ୍ଷା ବି କରୁଥିଲେ । କିନ୍ତୁ ସେମାନଙ୍କର ବି ବ୍ରେକଅପ ହୋଇଗଲା ।

ଅମୃତା ରାୱ

ଅମୃତା ରାୱ ଶାହିଦ କପୁରଙ୍କର ପ୍ରଥମ ଫିଲ୍ମ ‘ଇଶ୍କ ବିଶ୍କ’ର ଅଭିନେତ୍ରୀ ଥିଲେ । ସେ ତାଙ୍କ ସହିତ ଫିଲ୍ମ ‘ବିବାହ’ରେ ବି ନଜର ଆସିଥିଲେ । ‘ବିବାହ’ ଫିଲ୍ମର ଶୁଟିଙ୍ଗ ସମୟରେ ଦୁଇ ଜଣଙ୍କର ଅଫେୟାର ଖବର ବହୁତ ଉଡି ଥିଲା ।

ସାନିୟା ମିର୍ଜା

କହିବାକୁ ଗଲେ ଶାହିଦ କପୁରଙ୍କର ନାମ ଟେନିସ ଷ୍ଟାର ସାନିୟା ମିର୍ଜାଙ୍କ ସହିତ ବି ଯୋଡ ହୋଇ ସାରିଛି । କିନ୍ତୁ ତାଙ୍କର ବି ବ୍ରେକଅପ ହୋଇଗଲା ଓ ସାନିୟା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିନେଲେ ।

ଅନୁଷ୍କା ଶର୍ମା

ଶାହିଦ ଓ ଅନୁଷ୍କା ଫିଲ୍ମ ‘ବଦମାଶ କଂପନୀ’ ଏକ ସହିତ କାମ କରିଥିଲେ । ଏହି ସମୟରେ ଦୁଇ ଜଣ ପରସ୍ପରର ବହୁତ ପାଖାପାଖି ବି ହୋଇ ଯାଇଥିଲେ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ।

ପ୍ରିୟଙ୍କା ଚୋପଡା

ଫିଲ୍ମ ‘କମିନେ’ର ଶୁଟିଙ୍ଗ ସମୟରେ ଖବର ଆସିଥିଲା କି ଶାହିଦ ଓ ପ୍ରିୟଙ୍କା ପରସ୍ପରକୁ ଡେଟ କରୁଛନ୍ତି । ସେହି ସମୟରେ ଦୁଇ ଜଣ କେତେ ଥର ଏକା ସହିତ ସ୍ପଟ ବି ହୋଇଥିଲେ । କିନ୍ତୁ ପରେ କୌଣସି କାରଣରୁ ଏମାନଙ୍କର ବି ବ୍ରେକଅପ ହୋଇଗଲା ।

ବିଦ୍ୟା ବାଳନ

ଶାହିଦ କପୁରଙ୍କର ନାମ ବିଦ୍ୟା ବାଲନ ସହିତ ବି ଯୋଡି ହୋଇ ସାରିଛି । ଫିଲ୍ମ ‘କିସ୍ମତ କନେକ୍ଶନ’ ର ଶୁଟିଙ୍ଗ ସମୟରେ ଦୁଇ ଜଣଙ୍କର ଅଫେୟାର ଖବର ବହୁତ ଜୋରୋ-ଶୋରରେ ଚାଲିଥିଲା ।

ସୋନାକ୍ଷୀ ସିନ୍ହା

ବର୍ଷ ୨୦୧୩ରେ ଫିଲ୍ମ ‘ଆର ରାଜୁମାର’ ରେ ସୋନାକ୍ଷୀ ସିନ୍ହା ଓ ଶାହିଦ କପୁର ଏକା ସହିତ କାମ କରିଥିଲେ । ଏହି ସମୟରେ ଏହା ଶୁଣିବାକୁ ମିଳିଥିଲା କି ସୋନାକ୍ଷୀ ଓ ଶାହିଦ ପରସ୍ପରକୁ ଡେଟ କରୁଛନ୍ତି । କିନ୍ତୁ ବର୍ଷ ୨୦୧୫ରେ ମୀରା ରାଜପୁତଙ୍କ ସହ ବିବାହ କରି ଶାହିଦ ସମସ୍ତ ଉଡନ୍ତା ଖବରକୁ ମିଥ୍ୟା ବୋଲି ପ୍ରମାଣିତ କରିଦେଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।