ଫିଲ୍ମ ବଦଳରେ ଏହି ହିରୋଇନମାନଙ୍କୁ ମିଳିଥିଲା ଡାୟରେକ୍ଟର – ପ୍ରଡ୍ୟୁସର ସହିତ ଶୋଇବା ପାଇଁ ଅଫର, ଜାଣନ୍ତୁ କିଏ କହିଲା ହଁ

ଫିଲ୍ମ ଇଣ୍ଡଷ୍ଟ୍ରି ଗ୍ଲାମର ରେ ଭରପୁର ଅଟେ । ଏହାର ବାହାରର ଚମକ ଦେଖି ସମସ୍ତେ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଆପଣ କେବଳ ବଲୀଉଡର ବାହାର ଦୁନିଆ ବିଷୟରେ ଜାଣିଛନ୍ତି । ଏହାର ଏକ ଡାର୍କ ସାଇଡ ବି ଅଛି । ଏଠି ଫିଲ୍ମରେ କାମ ମିଳିବା ଏତେ ବି ସହଜ ନୁହେଁ । ସମସ୍ତେ ଜାଣିଛନ୍ତି କି ବଲୀଉଡରେ କାସ୍ଟିଂଗ କାଉଚ ବହୁତ ଚାଲିଥାଏ । ଏହି ଜିନିଷକୁ ଅଭିନେତ୍ରୀମାନଙ୍କୁ ବହୁତ ଅଧିକ ଦେଖିବାକୁ ମିଳିଥାଏ ।

ବଲୀଉଡରେ ବିଭିନ୍ନ ପ୍ରକାରର କାସ୍ଟିଂଗ କାଉଚର ମାମଲା ସାମ୍ନାକୁ ଆସି ସାରିଛି । ବହୁତ ଅଭିନେତ୍ରୀମାନଙ୍କର କହିବା ଅଟେ କି ତାଙ୍କୁ ଫିଲ୍ମରେ ରୋଲ ବଦଳରେ ଡାୟରେକ୍ଟର କିମ୍ବା ପ୍ରଡ୍ୟୁସର ସହିତ ଶୋଇବାର ଅଫର ମିଳିଥିଲା । କିଛି ଏହାକୁ ସ୍ୱୀକାର ବି କରିଛନ୍ତି ଯେତେବେଳେ କି କିଛି ଏହାକୁ ମନା କରି ଦେଇଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ମମତା କୁଲକର୍ଣ୍ଣୀ

୯୦ ଦଶକର ହଟ ଓ ବୋଲ୍ଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ସେହି ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଥିଲେ ଯେତେବେଳେ ସେ ଫେମସ ଡାୟରେକ୍ଟର ରାଜକୁମାର ସନ୍ତୋଷୀଙ୍କ ଉପରେ କାସ୍ଟିଂଗ କାଉଚର ଆରୋପ ଲଗାଇଥିଲେ । ମମତାଙ୍କର କହିବା ଅଟେ କି ଯେତେବେଳେ ବଡ ଫିଲ୍ମରେ ରୋଲ ମାଗିବା ପାଇଁ ସେ ଡାୟରେକ୍ଟରଙ୍କ ପାଖକୁ ଯାଇଥିଲେ ତେବେ ସେ ସମ୍ବନ୍ଧ କରିବା ପାଇଁ ଅଫର ଦେଇଥିଲେ ।

କଲ୍କି କୋଚୀନ

ବଲୀଉଡ ଅଭିନେତ୍ରୀ କଲ୍କି କୋଚୀନ ବି କହିଥିଲେ କି ମୁଁ ବି ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି । ଯେତେବେଳେ ମୋତେ ଫିଲ୍ମ ବଦଳରେ ସମ୍ବନ୍ଧ କରିବା ପାଇଁ ଅଫର ମିଳିଲା ଏମିତିରେ ସେ ଏହି ଅଫରର ଲାଭ ଉଠାଇଥିଲେ । ଏମିତିରେ ତାଙ୍କର କହିବା ଅଟେ କି ଯେତେବେଳେ ଥରେ ସେ ସଫଳ ଅଭିନେତ୍ରୀ ହୋଇଯିବେ ତେବେ ଏହିଭଳି ଅଫରକୁ ମନା କରିଦେବେ ।

କଂଗନା ରନୌତ

କଂଗନା ରନୌତଙ୍କର ବିଚାରଧାର ସବୁବେଳେ ବୋଲ୍ଡ ହୋଇଥାଏ । ସେ କହିଥିଲେ କି ବଡ ରୋଲ ପାଇଁ ତାଙ୍କୁ ବି କାସ୍ଟିଂଗ କାଉଚର ଶିକାର ହେବାକୁ ପଡିଛି ।

ସର୍ଲିନ ଚୋପ୍ରା

ସର୍ଲିନ ଚୋପ୍ରା ନିଜେ ଏହି କଥାର ସ୍ଵୀକାର କରିଛନ୍ତି କି ସେ ପଇସା ବଦଳରେ ପ୍ରଡ୍ୟୁସର ସହିତ ସୋଇ ସାରିଛନ୍ତି । କହିରଖୁଛୁ କି ସେ ଗୋଟେ ଥର ବେଶ୍ୟାବୃତି ସ୍କାଣ୍ଡାଲରେ ବି ଧରା ବି ପଡିଛନ୍ତି ।

ସୁରବୀନ ଚାୱଲା

ହେଟ ସ୍ଟୋରୀ ୨ ରୁ ଫେମସ ହୋଇଥିବା ଅଭିନେତ୍ରୀ କହିଥିଲେ କି ତାଙ୍କୁ ପ୍ରାୟତଃ ଏହିଭଳି ଅଫର ମିଳିଥିଲା । କିନ୍ତୁ ସେ କାହାକୁ ସ୍ୱୀକାର କରି ନାହାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।