ଆପଣ ବାଥରୁମର କବାଟ ଖୋଲିବେ ଓ ଭିତରେ ଦେଖିବେ ଏହି ଜୀବ, ଭାବନ୍ତୁ ଓ ଦେଖନ୍ତୁ ଏହି ଭିଡିଓ

କିଛି କଥା ପ୍ରାୟତଃ ଚିନ୍ତା କରିବାକୁ ବାଧ୍ୟ କରିଦିଏ କି କଣ ଏହିଭଳି ବି ହୋଇପାରେ ବର୍ତ୍ତମାନର ଦୁନିଆରେ । ବର୍ତ୍ତମାନର ଖବର ସବୁ ଏହିଭଳି ହିଁ ହୋଇଥାଏ । ଯାହା ଉପରେ ବିଶ୍ଵାସ କରିବା କଷ୍ଟକର ହୋଇଥାଏ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା କ୍ୟାଲିଫର୍ନିଆ ରୁ ସାମ୍ନାକୁ ଆସୁଛି । ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ଫେସବୁକ ଆକାଉଣ୍ଟରେ ଭାଇରାଲ ହୋଇଥିବା ଭିଡିଓରେ ବାଥରୁମ ଭିତରେ ପାହାଡୀ ସିଂହ ବସିଥିଲା । ଏହି ସିଂହଟି ଘର ଭିତର ଦେଇ ବାଥରୁମରେ ପହଞ୍ଚିଥିଲା ଓ ପୁଣି ଟୟଲେଟ ପାଖରେ ଯାଇ ବସିଗଲା ।

ଏହାପରେ ସେଠିକାର ଲୋକମାନେ ସିଂହକୁ ବାହାର କରିବା ପାଇଁ ବନ ବିଭାଗର ଅଧିକାରୀଙ୍କୁ ଡାକିବାକୁ ପଡିଲା । ବହୁତ କଷ୍ଟ କରିବା ପରେ ଘରୁ ସେ ବାହରକୁ ବାହାରିଲା । କହିବାକୁ ଗଲେ ସିଂହ କାହାକୁ ବି କ୍ଷତି ପହଞ୍ଚାଇ ନାହିଁ, କିନ୍ତୁ ଘରର ସଦସ୍ୟ ସିଂହକୁ ଦେଖି ଡରି ଯାଇଥିଲେ ।

https://www.facebook.com/tuolumnecountysheriff/videos/555261458349009/

ମିଡିଆ ରିପୋର୍ଟ ଅନୁସାରେ ଏହି ପାହାଡୀ ସିଂହକୁ ବାହାରକୁ ବାହାର କରିବା ପାଇଁ ବାଥରୁମର ଝରକାକୁ ଭଙ୍ଗାଗଲା । ଭିଡିଓରେ ଆପଣମାନେ ଦେଖି ପାରିବେ କି କେଉଁଭଳି ଭାବରେ ଝରକା ଭଙ୍ଗା ଅଛି ଓ ସିଂହଟି ନିଜେ ହିଁ ବାହାରକୁ ଚାଲି ଯାଇଛି । ଏହି ଭିଡିଓକୁ ଫେସବୁକ ପେଜରେ ଏକ ଲକ୍ଷରୁ ବି ଅଧିକ ଲୋକମାନେ ଦେଖିସାରିଛନ୍ତି ।

ଆମେ ଆପଣଙ୍କୁ କହିଦେଉଛୁ କି ପାହାଡୀ ସିଂହଙ୍କର ବ୍ୟବହାର ଆକ୍ରାମକ ହୋଇ ନ ଥାଏ । ପାହାଡୀ ସିଂହ ପ୍ରାୟତଃ ଶାନ୍ତ ହୋଇଥାନ୍ତି । ସେଥିପାଇଁ ସେମାନେ ମନୁଷ୍ୟଙ୍କୁ ସଙ୍ଗେ ସଙ୍ଗେ ଆକ୍ରମଣ କରି ନ ଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।