ବଲୀଉଡରୁ ସବୁଠୁ ହଟ ଷ୍ଟାର କିଡ ଅଟନ୍ତି ଭାଗ୍ୟଶ୍ରୀଙ୍କର ଝିଅ ଅବନ୍ତିକା, BF ସହିତ ଫସି ସାରିଛନ୍ତି ବିବାଦରେ, ଦେଖନ୍ତୁ

‘ମେନେ ପ୍ୟାର କିୟା’ ଫିଲ୍ମରୁ ଦର୍ଶକମାନଙ୍କର ହୃଦୟରେ ରାଜ କରିସାରିଥିବା ଭାଗ୍ୟଶ୍ରୀ ୯୦ ଦଶକର ସବୁଠୁ ଫେମସ ଅଭିନେତ୍ରୀ ଥିଲେ । ଭାଗ୍ୟଶ୍ରୀ ବହୁତ କମ ଫିଲ୍ମ କରିଛନ୍ତି କିନ୍ତୁ ଏହା ସତ୍ତ୍ୱେ ବି ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଆଜି ଆମେ ଭାଗ୍ୟଶ୍ରୀଙ୍କ ବିଷୟରେ ନୁହେଁ ତାଙ୍କର ଝିଅ ଅବନ୍ତିକା ଦସାନୀଙ୍କ ବିଷୟରେ କହିବାକୁ ଯାଉଛୁ ।

Image courtesy: Google

ଭାଗ୍ୟଶ୍ରୀ ବର୍ଷ ୧୯୯୦ରେ ତେଲୁଗୁ ଅଭିନେତା ହିମାଲୟ ଦସାନୀଙ୍କ ସହ ବିବାହ କରିଥିଲେ । ଏହା ପରେ ତାଙ୍କର ଦୁଇଟି ସନ୍ତାନ ହେଲା । ତାଙ୍କ ଝିଅର ନାମ ଅବନ୍ତିକା ଓ ପୁଅର ନାମ ଅଭିମନ୍ୟୁ ଅଟେ । ଅବନ୍ତିକା ନିଜ ମା ଭାଗ୍ୟଶ୍ରୀଙ୍କ ଭଳି ବହୁତ ସୁନ୍ଦର ଓ ଫିଟ ଅଟନ୍ତି । ସୂତ୍ର ଅନୁସାରେ ଆସନ୍ତା ସମୟରେ ସେ ଜଲ୍ଦି ବଲିଉଡରେ ଡେବ୍ୟୁ କରି ପାରନ୍ତି ।

କିଛି ଏମିତି ଅଟନ୍ତି ଭାଗ୍ୟଶ୍ରୀଙ୍କର ଝିଅ

Image courtesy: Google

ଅବନ୍ତିକାଙ୍କର ଜନ୍ମ ଜାନୁୟାରୀ ୧୯୯୫ରେ ହୋଇଥିଲା । ବର୍ତ୍ତମାନ ସେ ୨୪ ବର୍ଷର ଅଟନ୍ତି । ତାଙ୍କୁ ଡ୍ୟାନ୍ସ କରିବା ଓ ବୁଲିବାକୁ ବହୁତ ଭଲ ଲାଗେ । ଏଜୁକେସନର କଥା କହିଲେ ସେ ଲଣ୍ଡନର Cass Business Schoolରୁ ମାର୍କେଟିଙ୍ଗ ଓ ବିଜନେସ ଡିଗ୍ରୀ ହାସଲ କରି ଛନ୍ତି । ଏହା ଲଣ୍ଡନର ସବୁଠୁ ଟପ ବିଜନେସ ସ୍କୁଲ ବୋଲି କୁହାଯାଏ । ସୂତ୍ର ଅନୁସାରେ ସେ ଅନୁ ମଲିକଙ୍କର ପୁଅ ଅରମାନ ମଲିକଙ୍କୁ ଡେଟ କରୁଛନ୍ତି ।

ଏହି ଫଟୋରେ ଫସି ଥିଲେ ବିବାଦରେ

Image courtesy: Google

ବର୍ଷ ୨୦୧୬ରେ ଅବନ୍ତିକାଙ୍କର ଏକ ଫଟୋରେ ବହୁତ ବିବାଦ ଉଠିଥିଲା । କହିବାକୁ ଗଲେ ଏହି ଫଟୋରେ ଅବନ୍ତିକା, ଅନୁ ମଲିକଙ୍କ ପୁତୁରା ଅରମାନ ମଲିକଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଥିଲେ । ହଙ୍ଗାମା ପରେ ଅବନ୍ତିକା ବି ଏହାକୁ ସ୍ଵୀକାର କରିଥିଲେ କି ସେ ଅରମାନ ମଲିକଙ୍କୁ ଡେଟ କରୁଛନ୍ତି । କିନ୍ତୁ ପରେ ତାଙ୍କର ମା ଭାଗ୍ୟଶ୍ରୀ ଆସି ମାମଲାକୁ ଥଣ୍ଡା କରିବା ପାଇଁ ଚେଷ୍ଟା କରିଥିଲେ ।

Image courtesy: Google

ସେ କହିଥିଲେ କି ସେ ବର୍ତ୍ତମାନ ୟଙ୍ଗ ଝିଅ ଅଟନ୍ତି ଓ ନିଜ ବନ୍ଧୁମାନଙ୍କ ସହ କେବଳ ଏନ୍ଜୟ କରୁଥିଲେ । କିନ୍ତୁ ଅବନ୍ତିକାଙ୍କର ପିତା ଏହି ସବୁ ଫଟୋ ଭାଇରାଲ ହେବା ପରେ ବହୁତ ରାଗିଥିଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।