ସ୍କୁଲରେ କେତେ ଦୁଷ୍ଟ ଥିଲେ ଦୀପିକା, ରିପୋର୍ଟକାର୍ଡ ଖୋଲି ଦେଲା ସବୁ ରହସ୍ୟ, ଦେଖନ୍ତୁ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଦୀପିକା ପାଦୁକୋନ ବଲୀଉଡର ନମ୍ବର ୧ ଅଭିନେତ୍ରୀ ଅଟନ୍ତି । ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରନ୍ତି । କହିବାକୁ ଗଲେ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହିଥାନ୍ତି । ସେ ନିଜର ସବୁ ଅପଡେଟ ସୋସିଆଲ ମିଡିଆରେ ଶେୟାର ବି କରିଥାନ୍ତି । ବହୁତ ଶାନ୍ତ ସ୍ଵଭାବର ଦେଖାଯାଉଥିବା ଦୀପିକା, ପିଲାବେଳୁ ହିଁ ବହୁତ ଦୁଷ୍ଟ ଥିଲେ । ଏହି କଥାର ସୂଚନା ନିଜେ ଦୀପିକା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ।

ବର୍ତ୍ତମାନ ହିଁ ଦୀପିକା ନିଜର ରିପୋର୍ଟ କାର୍ଡର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଯାହା ଉପରେ ତାଙ୍କର ଟିଚରଙ୍କ ରୀମାର୍କ ଲେଖା ହୋଇଥିବାର ନଜର ଆସୁଛି । ରଣବୀର ସିଂହ ବି ଦୀପିକାଙ୍କର ଏହି ରିପୋର୍ଟ କାର୍ଡ ଉପରେ ମସ୍ତୀଭରା କମେନ୍ଟ କରିଛନ୍ତି ।

ଦୀପିକା ସୋସିଆଲ ମିଡିଆରେ ନିଜର ରିମାର୍କ କାର୍ଡର ୩ଟି ଫଟୋ ଶେୟାର କରିଛନ୍ତି । ରିପୋର୍ଟ କାର୍ଡରେ ଲେଖା ହୋଇଥିବା ରିମାର୍କକୁ ଦେଖି ଆପଣ ଅନ୍ଦାଜ ଲଗାଇ ପାରିବେ କି ସେ କେତେ ଦୁଷ୍ଟ ଥିଲେ । ରିମାର୍କ୍ସରେ ଲେଖା ଅଛି – ଦୀପିକା କ୍ଳାସରେ ବହୁତ କଥା କୁହନ୍ତି, ଦୀପିକାକୁ ନିର୍ଦେଶଗୁଡିକୁ ପାଳନ କରିବା ଶିଖିବା ଉଚିତ ଓ ଦୀପିକା ଦିନରେ ସ୍ଵପ୍ନ ଦେଖନ୍ତି ।

ଦୀପିକାଙ୍କର ଏହି ରିମାର୍କକୁ ଦେଖି ରଣବୀର କ’ଣ ଚୁପ ରହିବାର ଥିଲେ । ସେ ବି ଏହା ଉପରେ କମେନ୍ଟ କରିଲେ । ରଣବୀର ଲେଖିଲେ କି, ‘ହଁ ଟିଚର ଦୀପିକାକୁ ନିର୍ଦେଶ ଫଲୋ କରିବା ଶିଖିବା ଉଚିତ ।‘ ଅନ୍ୟ ପଟେ ସ୍ଵପ୍ନ ବାଲା ରିମାର୍କ ଉପରେ ରଣବୀର ଲେଖିଲେ, ‘ମନ ବାଦଲରେ ହିଁ ଅଛି ।‘

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।