୪୬ ବର୍ଷ ବୟସରେ ଦ୍ଵିତୀୟ ପତ୍ନୀଙ୍କ ସହ ମନେଇବାକୁ ଗଲେ ହନିମୁନ, ଘରେ ଅଛି ୧୮ ବର୍ଷର ପୁଅ, ଦେଖନ୍ତୁ ଫଟୋସବୁ !

ଆଜି ଆମେ ଆପଣଙ୍କୁ ଏପରି ଏକ ଅଭିନେତାଙ୍କ ବିଷୟରେ କହିବୁ ଯାହାଙ୍କର ୧୮ ବର୍ଷର ପୁଅ ଥିବା ସତ୍ତ୍ୱେ ସେ ତାଙ୍କର ଦ୍ଵିତୀୟ ପତ୍ନୀ ସହ ହନିମୁନରେ ଯାଉଛନ୍ତି । ବଲିଉଡରେ ଥିବା ଷ୍ଟାରମାନଙ୍କ କଥା କହିଲେ ସେମାନେ ଗୋଟିଏ ନୁହେଁ କି ଦୁଇଟା ନୁହେଁ ଚାରି ଚାରି ଥର ବିବାହ କରୁଛନ୍ତି । ଏହା ହେଉଛି ବଲିଉଡରେ ଏକ ସାମାନ୍ୟ କଥା । ବଲିଉଡରେ ଅଭିନୟ କରୁଥିବା ଉଭୟ ଅଭିନେତା ଓ ଅଭିନେତ୍ରୀ କମ ସେ କମ ତିନି ଚାରି ଥର ବିବାହ କରୁଛନ୍ତି । କିନ୍ତୁ ସେମାନଙ୍କର ବ୍ୟକ୍ତିଗତ ଜୀବନରେ କୌଣସି ଫରକ ପଡୁନାହିଁ ।

Image courtesy: Google

ଆଜି ଆମେ ଆପଣଙ୍କୁ ଏପରି ଏକ ଅଭିନେତାଙ୍କ ବିଷୟରେ କହିବୁ ଯାହାଙ୍କର ୧୮ ବର୍ଷର ପୁଅ ଥିବା ସତ୍ତ୍ୱେ ମଧ୍ୟ ସେ ତାଙ୍କର ଦ୍ଵିତୀୟ ପତ୍ନୀ ସହ ହନିମୁନରେ ଯାଉଛନ୍ତି । ସେ ହେଉଛନ୍ତି ଭାରତର ଫେମସ ଅଭିନେତା ଓ ଗାୟକ ହିମେଶ ରେଶମିୟା । ଯିଏ ୪୬ ବର୍ଷର ହୋଇଗଲେଣି, ତଥାପି ନିଜର ଲଭ ଲାଇଫକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ସେ ଇଣ୍ଡିଆନ ଆଇଡଲରେ ଜଜ ଭାବରେ ନଯାର ଆସୁଛନ୍ତି । ସେ ତାଙ୍କ କାମରେ ବ୍ରେକ ନେଇ ତାଙ୍କର ଦ୍ଵିତୀୟ ପତ୍ନୀଙ୍କ ସହ ହନିମୁନରେ ଯାଉଥିବା ସମୟରେ ଏଆରପୋର୍ଟରେ ନଜର ଆସିଥିଲେ ।

Image courtesy: Google

ହିମେଶ ରେଶମିୟା ଆବୁ ଧାବି ଯାଉଛନ୍ତି ହନିମୁନ ପାଇଁ । ତାଙ୍କୁ ମୁମ୍ବାଇ ଏଆରପୋର୍ଟରେ ସ୍ପଟ୍ କରାଯାଇଛି । ହିମେଶ ରେଶମିୟାଙ୍କର ୧୮ ବର୍ଷର ଏକ ପୁଅ ମଧ୍ୟ ଅଛି , କିନ୍ତୁ ସେ ସୋସିଆଲ ମିଡିଆରୁ ଦୂରରେ ରୁହେ । ୧୯୯୫ ମସିହାରେ ସେ କୋମଳ ନାମକ ଏକ ମହିଳା ସହ ବିବାହ କରିଥିଲେ ଓ ତାଙ୍କର ଏକ ପୁଅ ହୋଇଥିଲା । ତାହାର ନାମ ହେଉଛି ସ୍ଵୟମ ରେଶମିୟା ।

Image courtesy: Google

ସେ ତାଙ୍କ ପୁଅ ପାଇଁ ଟାଇମ ବାହାର କରି ଦେଖା କରିବା ପାଇଁ ଆସନ୍ତି । ୨୦୧୮ରେ ସେ ସୋନିୟା ନାମକ ମହିଳାଙ୍କ ସହ ବିବାହ କରିଥିଲେ, ବର୍ତ୍ତମାନ ସେ ତାଙ୍କର ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି । ୨୦୧୭ରେ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ତାଙ୍କର ଡିଭୋର୍ସ ହୋଇ ଯାଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।