TV ଇଣ୍ଡଷ୍ଟ୍ରି ରେ କାମ କରି ଫେମସ ହୋଇଥିବା ଏହି Actor ମାନେ ରିଅଲ ଲାଇଫ ରେ ନିଜର ଅନସ୍କ୍ରିନ ଭଉଣୀ ଙ୍କୁ କରିଛନ୍ତି ବିବାହ, ନମ୍ବର 1 ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଆମ ଦେଶରେ ଭାଇ ଓ ଭଉଣୀର ସମ୍ପର୍କ ଏକ ନିଆରା ସମ୍ପର୍କ ଅଟେ । ଟିଭି ଇଣ୍ଡଷ୍ଟ୍ରିରେ ଭାଇ ଓ ଭଉଣୀର ଭୂମିକାରେ ଅଭିନୟ କରି କଳାକାର ମାନେ ଏହାର ଜ୍ଵଳନ୍ତ ଉଦାହରଣ ଦେଇଛନ୍ତି । ଟିଭି ଷ୍ଟାର ମାନେ ଭାଇ ଓ ଭଉଣୀର ଭୂମିକାକୁ ବହୁତ ଭଲ ଭାବେ ନିଭାଇବାର ନଜର ଆସନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ରିୟଲ ଲାଇଫରେ ନିଜର ଭାଇ ଓ ଭଉଣୀ ସହ ମାରେଜ କରିଛନ୍ତି ତ କେତେକ ରିଲେସନସିପରେ ଅଛନ୍ତି । “ଅମନ ବର୍ମା ଓ ବନ୍ଦନା ଲାଲବଣୀ” : ଏହି ଲିସ୍ଟରେ ପ୍ରଥମ ସ୍ଥାନରେ ଏହି ଦୁଇ କଳାକାରଙ୍କର ନାଁ ରହିଛି ଯିଏ “ଶପଥ ସିରିଏଲରେ” ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ ।

ଦୁହେଁ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରି ପ୍ରେମରେ ପଡିଥିଲେ । ଅନେକ ଦିନ ଧରି ଦୁହେଁ ପରସ୍ପରକୁ ଡେଟ କରିଥିଲେ । ଏହା ପରେ ୨୦୧୬ରେ ଦୁହେଁ ପରସ୍ପର ସହ ମାରେଜ କରି ବହୁତ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

“ଦୀପିକ୍କା କକ୍କଡ ଓ ଶୋହିବ ଇବ୍ରାହିମ” : କଲର୍ସ ଚ୍ୟାନେଲରେ ପ୍ରସାରିତ ପପୁଲାର ସୋ “ଶଶୁରାଲ ସୀମର କା” ସିରିଏଲରେ ଦୁହେଁ କାମ କରିବା ସମୟରେ ପ୍ରେମ କରି ବସିଥିଲେ । ଏହା ପରେ ଦୁହେଁ ଡେଟିଙ୍ଗ କରିବା ଆରମ୍ଭ କରି ଦେଇଥିଲେ । ୨୦୧୭ରେ “କୋଇ ଲଟ କେ ଆୟା” ସିରିଏଲରେ ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲରେ ଶୋହିବ କ୍ଯାପଟେନ ଅଭିମନ୍ୟୁ ଭୂମିକାରେ ଓ ଦୀପିକା ତାଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । ଏହା ପରେ ୨୦୧୮ରେ ଦୁହେଁ ପରସ୍ପର ସହ ମାରେଜ କରି ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

“କାଞ୍ଚି ସିଂ ଓ ରୋହନ ମେହେରା” : “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲେରେ ଲକ୍ଷ ଓ ଗାୟତ୍ରୀ ଭୂମିକାରେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିବାର ଏହି ଦୁଇ କଳାକାର ନଜର ଆସିଥିଲେ । ଏହା ପରେ ଦୁହେଁ ପରସ୍ପରକୁ ଭଲ ପାଇଁ ବସିଥିଲେ ଯାହା ଫଳରେ ସିରିଏଲର ପ୍ରଡ୍ୟୁସର ତାଙ୍କୁ ଏହି ସିରିଏଲ ଛାଡିବା ପାଇଁ କହିଥିଲେ । ଦୁହିଙ୍କ ରିଲେସନକୁ ଗତ ୪ ବର୍ଷ ହୋଇ ଗଲାଣି । ବର୍ତ୍ତମାନ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି ଓ ବହୁତ ଜଲ୍ଦି ମାରେଜ କରିବା ପାଇଁ ଯାଉଛନ୍ତି ।

“କିରଣ କର୍ମାକର ଓ ରିଙ୍କୁ କର୍ମାକର” : ସିରିଏଲ “କାହାନି ଘର ଘର କି” ରେ କିରଣ କର୍ମାକର ଓ ରିଙ୍କୁ କର୍ମାକର ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲରେ କାମ କରିବା ସମୟରେ ଦୁହେଁ ପରସ୍ପରକୁ ଭଲ ପାଇଁ ଅନେକ ଦିନ ଧରି ଡେଟ ମଧ୍ୟ କରିଥିଲେ । ଏହା ପରେ ୨୦୦୧ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ