ଏହି ଅଭିନେତ୍ରୀ ମାନଙ୍କର ହସରେ ଆଜି ମଧ୍ୟ ପାଗଳ ହୋଇଯାନ୍ତି ଲକ୍ଷ ଲକ୍ଷ ଫ୍ୟାନ୍, ଦେଖନ୍ତୁ ଫୋଟୋସବୁ

ବଲୀଉଡ ରେ ବହୁତ ସୁନ୍ଦର ଅଭିନେତ୍ରି ଅଛନ୍ତି, କିନ୍ତୁ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁ ମାନଙ୍କ ହସ ର ଲକ୍ଷ ଲକ୍ଷ ଦିବନା ଅଛନ୍ତି। ଏମାନେ ନିଜ ହସ ପାଇଁ ଲୋକ ମାନଙ୍କ ହୃଦୟରେ ରାଜ କରୁଛନ୍ତି।

୧. ପ୍ରିୟା ପ୍ରକାଶ

ସାଉଥ ଇଣ୍ଡଷ୍ଟ୍ରି ର ଏହି ଅଭିନେତ୍ରୀ କିଛି ଦିନରେ ଏମିତି ଲୋକପ୍ରିୟତା ହାସିଲ କରିବ ବୋଲି କେହି ଭାବି ବି ନଥିଲେ । ତାଙ୍କର ଭାଇରାଲ ହୋଇଥିବା ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କର ଦିଵାନା ବଣାଇ ଦେଲା । ତାଙ୍କର ହୁର୍ଦୟ ଭରା ହସ ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ ।

୨. ପ୍ରୀତି ଜିଂଟା

ବଲୀଉଡ ର ସୁନ୍ଦର ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି ପ୍ରୀତି ଜିଂଟା । ତାଙ୍କର ଡିମ୍ପଲ ଚିହ୍ନ ତାଙ୍କର ସୁନ୍ଦରତାକୁ ବଢାଇ ଦେଇଥାଏ ।

୩. ଦୀପିକା ପାଦୁକୋଣ

ବଲୀଉଡ ର ଟପ ଅଭିନେତ୍ରୀ ମଧ୍ୟରୁ ଦୀପିକା ଫେମସ ଅଭିନେତ୍ରୀ ଅଟନ୍ତି । ଦୀପିକାଙ୍କ ଗାଳରେ ପଡୁଥିବା ଡିମ୍ପଲ ଏବଂ ତାଙ୍କର ହସ ରେ ଲକ୍ଷ ଲକ୍ଷ ଲୋକମାନେ ମରିଯାନ୍ତି ।

୪. ତମନ୍ନା ଭାଟିୟା

ତମନ୍ନା ଭାରତର ସବୁଠୁ ଗ୍ଲେମରସ ଏବଂ ମଡର୍ନ ଅଭ୍ହିନେତ୍ରୀ ମଧ୍ୟରୁ ଜଣେ ବୋଲି କୁହାଯାଏ । ନିଜର ଦମଦାର ଅଭିନୟ ପାଇଁ ସେ ଲୋକପ୍ରିୟ ଅଟନ୍ତି ଏବଂ ତାଙ୍କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି ।

୫. ରାକୁଲ ପ୍ରୀତ ସିଂହ

ରାକୁଲ ଏକ ସୁନ୍ଦର ଏବଂ ଟେଲେଂଟେଡ ନୂଆ ଅଭିନେତ୍ରୀ ମଧ୍ୟରୁ ଜେଣ । ସେ ବହୁତ କମ ସମୟ ମଧ୍ୟରେ ଭଲ ନାମ କରିନେଲେ । ସେ ବଲୀଉଡ ଏବଂ ସାଉଥ ଦୁଇଟି ଫିଲ୍ମରେ ଦେଖାଯାଇଛନ୍ତି । ତାଙ୍କର ହସ ତାଙ୍କୁ ଆହୁରି ସୁନ୍ଦର ବନାଇ ଥାଏ ।

୬. ଆଲିୟା ଭଟ୍ଟ

ମହେଶ ଭଟ୍ଟଙ୍କର ଝିଅ ଆଳିୟା ଭଟ୍ଟ ପ୍ରଥମ ଫିଲ୍ମ ଭଲ ଅହିତ ଦେଇଥିଲେ । ଆଳିୟାଙ୍କ ବହୁତ କମ ସମୟ ମଧ୍ୟରେ କୋଟି କୋଟି ଫ୍ୟାନ ହୋଇଗଲେ । ତାଙ୍କର ହସ ସମସ୍ତଙ୍କୁ ମଡାହୋସ କରିଦିଏ ।

୭. ଜୁହୀ ଚାବଲା

ଜୁହୀ ୯୦ ଦଶକର ସବୁଠୁ ଲୋକପ୍ରିୟ ଏବଂ ଚୂଳବୁଲି ଅଭିନେତ୍ରୀ ହେଉଥିଲେ । ତାଙ୍କର ହସ ବହୁତ ସୁନ୍ଦର ଥିଲା ।

୮. ମାଧୁରୀ ଦୀକ୍ଷିତ

ମାଧୁରୀ ଦୀକ୍ଷିତଙ୍କ ସ୍ମାଇଲ ବଲୀଉଡ ର ସବୁଠୁ ଭଲ ଅଟେ । କଉହାନ୍ତି କି ଡାୟରେକ୍ଟର କେବଳ ତାଙ୍କର ହସ ଦେଖି ତାଙ୍କୁ ଫିଲ୍ମ ଅଫର କରି ଦେଇଥିଲେ ।

୯. ଜେନେଲିୟା ଡିସୂଜା

ଜେନେଲିୟା ଡିସୂଜା ବଲୀଉଡ ର ସବୁଠୁ କିଉଟ ଅଭିନେତ୍ରୀ ଅଟନ୍ତି । ତାଙ୍କର ସ୍ମାଇଲ ଆଜି ବି ଲୋକମାନଙ୍କ ହୁର୍ଦୟ ରେ ବସିଛି ।