ଏହି ଅଭିନେତ୍ରୀ ମାନଙ୍କର ହସରେ ଆଜି ମଧ୍ୟ ପାଗଳ ହୋଇଯାନ୍ତି ଲକ୍ଷ ଲକ୍ଷ ଫ୍ୟାନ୍, ଦେଖନ୍ତୁ ଫୋଟୋସବୁ

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

ବଲୀଉଡ ରେ ବହୁତ ସୁନ୍ଦର ଅଭିନେତ୍ରି ଅଛନ୍ତି, କିନ୍ତୁ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁ ମାନଙ୍କ ହସ ର ଲକ୍ଷ ଲକ୍ଷ ଦିବନା ଅଛନ୍ତି। ଏମାନେ ନିଜ ହସ ପାଇଁ ଲୋକ ମାନଙ୍କ ହୃଦୟରେ ରାଜ କରୁଛନ୍ତି।

Loading...

୧. ପ୍ରିୟା ପ୍ରକାଶ

ସାଉଥ ଇଣ୍ଡଷ୍ଟ୍ରି ର ଏହି ଅଭିନେତ୍ରୀ କିଛି ଦିନରେ ଏମିତି ଲୋକପ୍ରିୟତା ହାସିଲ କରିବ ବୋଲି କେହି ଭାବି ବି ନଥିଲେ । ତାଙ୍କର ଭାଇରାଲ ହୋଇଥିବା ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କର ଦିଵାନା ବଣାଇ ଦେଲା । ତାଙ୍କର ହୁର୍ଦୟ ଭରା ହସ ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ ।

Loading...

୨. ପ୍ରୀତି ଜିଂଟା

ବଲୀଉଡ ର ସୁନ୍ଦର ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି ପ୍ରୀତି ଜିଂଟା । ତାଙ୍କର ଡିମ୍ପଲ ଚିହ୍ନ ତାଙ୍କର ସୁନ୍ଦରତାକୁ ବଢାଇ ଦେଇଥାଏ ।

Loading...

୩. ଦୀପିକା ପାଦୁକୋଣ

ବଲୀଉଡ ର ଟପ ଅଭିନେତ୍ରୀ ମଧ୍ୟରୁ ଦୀପିକା ଫେମସ ଅଭିନେତ୍ରୀ ଅଟନ୍ତି । ଦୀପିକାଙ୍କ ଗାଳରେ ପଡୁଥିବା ଡିମ୍ପଲ ଏବଂ ତାଙ୍କର ହସ ରେ ଲକ୍ଷ ଲକ୍ଷ ଲୋକମାନେ ମରିଯାନ୍ତି ।

୪. ତମନ୍ନା ଭାଟିୟା

ତମନ୍ନା ଭାରତର ସବୁଠୁ ଗ୍ଲେମରସ ଏବଂ ମଡର୍ନ ଅଭ୍ହିନେତ୍ରୀ ମଧ୍ୟରୁ ଜଣେ ବୋଲି କୁହାଯାଏ । ନିଜର ଦମଦାର ଅଭିନୟ ପାଇଁ ସେ ଲୋକପ୍ରିୟ ଅଟନ୍ତି ଏବଂ ତାଙ୍କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି ।

୫. ରାକୁଲ ପ୍ରୀତ ସିଂହ

ରାକୁଲ ଏକ ସୁନ୍ଦର ଏବଂ ଟେଲେଂଟେଡ ନୂଆ ଅଭିନେତ୍ରୀ ମଧ୍ୟରୁ ଜେଣ । ସେ ବହୁତ କମ ସମୟ ମଧ୍ୟରେ ଭଲ ନାମ କରିନେଲେ । ସେ ବଲୀଉଡ ଏବଂ ସାଉଥ ଦୁଇଟି ଫିଲ୍ମରେ ଦେଖାଯାଇଛନ୍ତି । ତାଙ୍କର ହସ ତାଙ୍କୁ ଆହୁରି ସୁନ୍ଦର ବନାଇ ଥାଏ ।

୬. ଆଲିୟା ଭଟ୍ଟ

ମହେଶ ଭଟ୍ଟଙ୍କର ଝିଅ ଆଳିୟା ଭଟ୍ଟ ପ୍ରଥମ ଫିଲ୍ମ ଭଲ ଅହିତ ଦେଇଥିଲେ । ଆଳିୟାଙ୍କ ବହୁତ କମ ସମୟ ମଧ୍ୟରେ କୋଟି କୋଟି ଫ୍ୟାନ ହୋଇଗଲେ । ତାଙ୍କର ହସ ସମସ୍ତଙ୍କୁ ମଡାହୋସ କରିଦିଏ ।

୭. ଜୁହୀ ଚାବଲା

ଜୁହୀ ୯୦ ଦଶକର ସବୁଠୁ ଲୋକପ୍ରିୟ ଏବଂ ଚୂଳବୁଲି ଅଭିନେତ୍ରୀ ହେଉଥିଲେ । ତାଙ୍କର ହସ ବହୁତ ସୁନ୍ଦର ଥିଲା ।

୮. ମାଧୁରୀ ଦୀକ୍ଷିତ

ମାଧୁରୀ ଦୀକ୍ଷିତଙ୍କ ସ୍ମାଇଲ ବଲୀଉଡ ର ସବୁଠୁ ଭଲ ଅଟେ । କଉହାନ୍ତି କି ଡାୟରେକ୍ଟର କେବଳ ତାଙ୍କର ହସ ଦେଖି ତାଙ୍କୁ ଫିଲ୍ମ ଅଫର କରି ଦେଇଥିଲେ ।

୯. ଜେନେଲିୟା ଡିସୂଜା

ଜେନେଲିୟା ଡିସୂଜା ବଲୀଉଡ ର ସବୁଠୁ କିଉଟ ଅଭିନେତ୍ରୀ ଅଟନ୍ତି । ତାଙ୍କର ସ୍ମାଇଲ ଆଜି ବି ଲୋକମାନଙ୍କ ହୁର୍ଦୟ ରେ ବସିଛି ।

Loading...

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

Reply