TVର ଏଇ ହିରୋଇନଙ୍କ ଦିୱାନା ବଲିଉଡର ଏହି 3 ବଡ ସୁପରଷ୍ଟାର

କେବେ ସପ୍ନେ ସୁହାନେ ଲଡକପନ ରେ ନିରୀହ ରଚନା ହୋଇ ତ କେବେ ଶୁଭ ଆରମ୍ଭ ରେ ଚାଲାକ ଅଭନା ହୋଇ ସମସ୍ତଙ୍କ ଚେହେରାରେ ଖୁସି ଦେଇଥିବା ଅଭିନେତ୍ରୀ ମହିମା ମକ୍ଵାନା ଆଜି ଟିଭି ଜଗତରେ ଏତେ ସଫଳତା ହାସଲ କରିଛନ୍ତି କି ତାଙ୍କ ହସ ଏବଂ ଅଭିନୟ ପାଇଁ ଲୋକ ତାଙ୍କର ଦିୱାନା ଅଟନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ମହିମା ଙ୍କ ଅଭିନୟ ପାଇଁ ଏବେ ବଲିଉଡ ଅଭିନେତା ମାନେ ମଧ୍ୟ ତାଙ୍କର ଦିୱାନା ହେଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବଲିଉଡ ଅଭିନେତା ଙ୍କ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ଇମ୍ରାନ ଖାନ:- ମେରେ ବ୍ରଦର କେ ଦୁଲହନୀୟା ରୁ ଲୋକ ମାନଙ୍କ ହୃଦୟରେ ଘର କରିଥିବା ଅଭିନେତା ଇମରାନ ଖାନ ମହିମା ଙ୍କ ଅଭିନୟ ପାଇଁ ତାଙ୍କର ଫ୍ୟାନ ହୋଇସାରିଛନ୍ତି । ସେ ଏବେ ତାଙ୍କ ସିରିଏଲ ମଧ୍ୟ ଦେଖୁଛନ୍ତି । ସେ ତାଙ୍କର ଗୋଟେ ଇନ୍ତରଭ୍ୟୁ ରେ ମଧ୍ୟ କହିଥିଲେ କି ସେ ମହିମା ଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି ।

ଅଭିଷେକ ବଚ୍ଚନ:- ବହୁତ କମ ଲୋକ ଜାଣିଥିବେ କି ଅଭିଷେକ ବଚ୍ଚନ ଙ୍କୁ ଟିଭି ଦେଖିବାର ବହୁତ ଶୋକ ରହିଛି । ସେହି ଭିତରେ ମହିମା ଙ୍କ ଅଭିନୟ ଦେଖି ଅଭିଷେକ ତାଙ୍କର ଫ୍ୟାନ ହୋଇଯାଇଥିଲେ । ଏବଂ ମହିମା ଙ୍କର ତାରିଫ ମଧ୍ୟ କରିଥିଲେ ।

ଇସାନ ଖଟ୍ଟର:- ଧଡକ ଫିଲ୍ମ ଦ୍ଵାରା ଲୋକମାନଙ୍କ ହୃଦୟରେ ରାଜ କରୁଥିବା ଇଶାନ ମଧ୍ୟ ମହିମା ଙ୍କ ଅଭିନୟ ପାଇଁ ତାଙ୍କର ଦିୱାନା ହୋଇଯାଇଛନ୍ତି । ସେ କହିଥିଲେ କି ମହିମା ଭଲ ଅଭିନେତ୍ରୀ ସହିତ ଭଲ ହୃଦୟର ଅଟନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।