ସଲମାନ ଖାନଙ୍କ ଭାଣିଜୀ ଦେଖିବାକୁ ବହୁତ ସୁନ୍ଦର ଓ ହଟ, ଆଗରୁ ବୋଧେ କେବେ ତାଙ୍କୁ ଦକ୍ଷ ନଥିବେ

ବଲୀଉଡର ଦବଙ୍ଗ ଖାନ ସଲମାନ ଖାନ ବର୍ତ୍ତମାନ ସମୟରେ ବଲୀଉଡର ସୁପରଷ୍ଟାର ଅଟନ୍ତି । ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ ତାଙ୍କର ଜନ୍ମ ୨୭ ଡିସେମ୍ବର ୧୯୬୫ରେ ହୋଇଥିଲା । ତାଙ୍କର ପୁରା ନାମ ଅବଦୁଲ ରସିଦ ସାଲିମ ଖାନ ସଲମାନ ଖାନ ଅଟେ । ସେ ନିଜର କ୍ୟାରିୟରରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର କୋଟି କୋଟି ଫ୍ୟାନ ଫୋଲଇଙ୍ଗ ଅଛି । ସେ ବଲୀଉଡ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ହାସଲ ମଧ୍ୟ କରିଛନ୍ତି ।

ଏହା ସହିତ ସେ ବଲୀଉଡର ସୁପରଷ୍ଟାର ଅଭିନେତାମାନଙ୍କ ମଧ୍ୟରେ ନିଜ ନାଁ ସାମିଲ କରିବାରେ ବି ସଫଳ ହୋଇଛନ୍ତି । ସଲମାନ ଖାନ ନିଜର ଅଭିନୟ କ୍ୟାରିୟରର ଆରମ୍ଭ ସହାୟକ ଅଭିନେତା ରୂପରେ ଫିଲ୍ମ ‘ବିବି ହୋ ତୋ ଏସି’ ରୁ କରିଥିଲେ ।

ମୁଖ୍ୟ ଅଭିନେତା ରୂପରେ ତାଙ୍କର ପ୍ରଥମ ଫିଲ୍ମ ‘ମେନେ ପ୍ୟାର କିୟା’ ଥିଲା । ଯାହାକି ସୁପର ହିଟ ହୋଇଥିଲା । ତାଙ୍କର ଫିଲ୍ମ ‘ହମ ଆପକେ ହେ କୌନ’ ବି ସମସ୍ତଙ୍କର ହୃଦୟ ଜିତିଛି । ଅନ୍ୟ ପଟେ ଫିଲ୍ମ ‘ତେରେ ନାମ’ରେ ବି ତାଙ୍କର ବହୁତ ପ୍ରଶଂସା ହୋଇଥିଲା ଓ ଏହି ଫିଲ୍ମରେ ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଭାବୁକ କରି ଦେଇଥିଲେ ।

ଏହି ଫିଲ୍ମରେ ସଲାମାନ ଖାନଙ୍କ ପ୍ରତି ତାଙ୍କର ଫ୍ୟାନମାନଙ୍କର ଦିବାନା କିଛି ଏମିତି ଥିଲା କି ସେମାନେ ସଲମାନ ଖାନଙ୍କ ଭଳି ନିଜର ହେୟାର ଷ୍ଟାଇଲ ରଖିଥିଲେ ଓ ଏହି ହେୟାର ଷ୍ଟାଇଲ ତେରେ ନାମରୁ ବହୁତ ପ୍ରସିଦ୍ଧ ହୋଇଯାଇଥିଲା । ଏହା ପରେ ସେ ବହୁତ ଫିଲ୍ମର କାମ କରିଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ତାଙ୍କର ଫ୍ୟାନ ଫୋଲଇଙ୍ଗ ଆହୁରି ବି ଅଧିକ ବଢି ଯାଇଛି । କହିବାକୁ ଗାଲ ଦର୍ଶକମାନେ ତାଙ୍କୁ ଏକସନ ଫିଲ୍ମରେ ଦେଖିବାକୁ ଅଧିକ ପସନ୍ଦ କରନ୍ତି ।

ଫିଲ୍ମ ୱାନନ୍ଟେଡ ପରେ ସେ ଲଗାତାର ହିଟ ଫିଲ୍ମ ଦେଇଚାଲିଛନ୍ତି । ତାଙ୍କର ୨୫ ବର୍ଷର କ୍ୟାରିୟର ମଧ୍ୟରେ ତାଙ୍କୁ ବହୁତ ପୁରଷ୍କାର ବି ମିଳିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ଭାଣିଜୀଙ୍କ ବିଷୟରେ କହିବାକୁ ଯାଉଛୁ । ସଲମାନଙ୍କ ଭାଣିଜୀର ନାମ ଅଲୀଜା ଅଗ୍ନିହୋତ୍ରୀ । ଅଲୀଜା ଅଗ୍ନିହୋତ୍ରୀ ସଲମାନ ଖାନଙ୍କ ଭଉଣୀ ଅଳବିରା ଖାନ ଅଗ୍ନିହୋତ୍ରୀ ଓ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ ଅଟନ୍ତି । ଅଲୀଜା ଅଗ୍ନିହୋତ୍ରୀଙ୍କୁ ଜଲ୍ଦି ହିଁ ସଲମାନ ଖାନ ଲଞ୍ଚ କରିବାକୁ ଯାଉଛନ୍ତି ।

ଅନ୍ୟ ପଟେ ଅଲୀଜା ଅଗ୍ନିହୋତ୍ରୀ ବି ଏହାର ପ୍ରସ୍ତୁତିରେ ଲାଗିଯାଇଛନ୍ତି । ସେ ଏକ ମଡେଲିଙ୍ଗ ଶୋରେ ଅଂସ ଗ୍ରହଣ କରିବା ପରେ ଲାଇମ ଲାଇଟରେ ଆସିଥିଲେ । ସୂଚନା ଅନୁସାରେ ଅଲୀଜା ଅଗ୍ନିହୋତ୍ରୀଙ୍କ ପାଇଁ ସଲମାନ ଖାନ ଗୋଟିଏ ଭଲ ସ୍କ୍ରିପ୍ଟ ବି ଖୋଜିବାରେ ଲାଗିଛନ୍ତି । ଅଲୀଜା ଅଗ୍ନିହୋତ୍ରୀ କୋରିୟୋଗ୍ରାଫର ସରୋଜ ଖାନଙ୍କ ଠାରୁ ଭାରତୀୟ ନୃତ୍ୟକଳା ବି ଶିଖିବା ଆରମ୍ଭ କରି ଦେଇଛନ୍ତି । ବର୍ତ୍ତମାନ ଦେଖିବାର ଅଛି କି ସଲମାନ ଖାନ ଅଲୀଜା ଅଗ୍ନିହୋତ୍ରୀଙ୍କୁ କେଉଁ ଫିଲ୍ମରୁ ବଲୀଉଡକୁ ଲଞ୍ଚ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।