ସିରିଏଲ ‘ୟେ ରିସ୍ତା କ୍ଯା କେହେଲାତା ହୈ’ ର ଛୋଟ ମିଷ୍ଟି ଆଜି ଦେଖା ଯାଉଛି କିଛି ଏମିତି…

ଆପଣ ମାନେ ସମସ୍ତ ଜାଣିଥିବେକି ଆଜି କାଲି ଘରେ ବହୁତ ଲୋକ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ସିରିଏଲ କାହାଣୀ ଓ ସଂଳାପକୁ ଲୋକମାନଙ୍କ ଦ୍ବାରା ବହୁତ ଆଦୃତ ହେଉଛି । ଏହି ସବୁ ସିରିଏଲ୍ର ବହୁତ କୁନି କୁନି କଳାକାର ସେମାନଙ୍କର ଅଭିନୟର ପ୍ରତିଭାର ରେ ଘରେ ଘରେ ନିଜର ଏକ ନିୟରା ପରିଚୟ ସୃତି କରିପାରିଛନ୍ତି ।

ଏହି ଛୋଟ ଛୋଟ କଳାକାର ମାନେ ସିରିଏଲ ଅଳ୍ପ ଦିନ ଅଭିନୟ କରିଥିଲେ ବି ଲୋକମାନଙ୍କ ମନରେ ଯେଉଁ ସ୍ନେହ ସୃତି କରିପାରିଛନ୍ତି ସେମାନଙ୍କୁ ଲୋକମାନେ ଆଉଥରେ ଏହି ସିରିଏଲ ଦେଖିବାକୁ ମନସ୍ତ କରିଥାନ୍ତି ।

ପରି ଏକ ଛୋଟ କଳାକାର କହିବାକୁ ଗଲେ ଛୋଟ ଅଭିନେତ୍ରୀ ଯାହାକୁ କି ଲୋକମାନେ ବା ଦର୍ଶକ ମାନେ ଆଜି ବି ଟିଭି ସିରିଏଲ୍ ଖୋଜିଛନ୍ତି । ସେ ହେଉଛନ୍ତି ଛୋଟ କଳାକାର ୟହ ରିସ୍ତା କ୍ୟା କେହେଲାତା ସିରିଏଲ୍ର ମିଷ୍ଟି ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରି ।ଏବେ ଆସନ୍ତୁ ଜାଣିବା ଏହି ମିଷ୍ଟି ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ସେ ଏବେ କିପରି ଦେଖାଯାଉଛନ୍ତି ଓ କଣ କରୁଛନ୍ତି ।

ୟହ ରିସ୍ତା କ୍ୟା କେହେଲାଟା ସିରିଏଲ୍ ମିଷ୍ଟି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଏବେ ପାଖା ପାଖି ୨ ବର୍ଷ ହେବ ଏହି ସିରିଏଲ୍ର ଆଉ ଅଭିନୟ କରୁନାହାନ୍ତି । କଣ ଆପଣ ଜାଣନ୍ତିକି ତାଙ୍କର ଅସଲି ନାମ କଣ ଅଟେ । ତାଙ୍କର ଅସଲ ଜୀବନରେ ନାମ ହେଉଛି ଅରଣା ଶର୍ମା । ତାଙ୍କର ଜନ୍ମ ରାଜସ୍ଥାନରେ ୧୩ ଫେବୃଆରୀ ୨୦୦୯ ରେ ହୋଇଥିଲା । ସେ ତାଙ୍କର ଶିକ୍ଷାଆଃ ଏହି ରାଜସ୍ଥାନରୁ ଶେଷ କରିଛନ୍ତି । ସେ ୨୦୧୬ ରେ ଅଭିନୟ ଜଗତରେ ପାଦ ଥାପିଥିଲେ ।

ସେ ତାଙ୍କର ପ୍ରଥମ ଅଭିନୟ ସିରିଏଲ ଏକ ବୁନ୍ଦ ଇସ୍କ ରୁ ଆରମ୍ଭ କରିଥିଲେ । ଏହି ସିରିଏଲ୍ର ଅଭିନୟକରି ବହୁତ ଲୋକପ୍ରିୟତା ସୃଷ୍ଟି କରିଥିଲେ । ତାଙ୍କର ଏହି ସିରିଏଲ ଦମଦାର ଅଭିନୟକୁ ଦେଖି ତାଙ୍କୁ ଅନେକ ସିରିଏଲ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ତାଙ୍କ ୟେ ରିସ୍ତା ହେ ପ୍ୟାରକେ ଓ ୟହ ରିସ୍ତା କ୍ୟା କେହେଲାତା ହେ ଭଳି ଶୁପର୍ ହିଟ ସିରିଏଲରେ ଅଭିନୟ କରିଛନ୍ତି ।

କିନ୍ତୁ ଅରଣା ଶର୍ମାଙ୍କୁ ଯହ ରିସ୍ତା କ୍ୟା କେହେଲାଟା ହେ ସିରିଏଲରେ ମିଷ୍ଟି ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ପ୍ରାୟ ୨ ବର୍ଷ ହେବ ଆଉ ଏହି ସିରିଏଲ୍ ଅଭିନୟ କରୁନାହାନ୍ତି । ବର୍ତମାନ ତାଙ୍କୁ ୧୨ ବର୍ଷ ବୟସ  ହୋଇଗଲାଣି । ଏବେ ସେ ଅଧିକାଂଶ ସମୟ ପାଶ୍ଚାତ୍ୟ ସଭ୍ୟତାର ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି । ଯେଉଁଥିରେକି ସେ ବହୁତ ଶୁନ୍ଦର ଦେଖାଯାଉଛନ୍ତି । କିନ୍ତୁ ସିରିଏଲ ଫ୍ରକ ପିନ୍ଧି ଅଭିନୟ କରିବାବେଳେ ବହୁତ ଶୁନ୍ଦର ଦେଖାଯାଉଥିଲେ ।

ସେ ଏବେବି ତାଙ୍କର ଅଭିନୟ ଜାରି ରଖିଛନ୍ତି । ଶେଷଥର ପାଇଁ ତାଙ୍କୁ ୟହ ରିସ୍ତା ହେ ପ୍ୟାରକେ ସିରିଏଲରେ ଅଭିନୟ କରିଥିବ ସେ ଏବେବି ତାଙ୍କର ଅଭିନୟ ଜାରି ରଖିଛନ୍ତି । ଶେଷଥର ପାଇଁ ତାଙ୍କୁ ୟହ ରିସ୍ତା ହେ ପ୍ୟାରକେ ସିରିଏଲରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ୧୨ ବର୍ଷ ହୋଇଯାଇଛି ଓ ଏବେ ସେ ତାଙ୍କର ପାଠ ପଢା ପ୍ରତି ଧ୍ୟାନ ଦେଉଛନ୍ତି । ଏବଂ ସେ ତାଙ୍କର ମାତା ପିତାଙ୍କ ସହ ରହି ଖୁସିରେ ଜୀବନ ବିତାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।