ଏମାନେ ହେଉଛନ୍ତି Bollywood ର ୪ ଜଣ ଅପାଠୁଆ ହିରୋଇନ, ଯିଏ ଫିଲ୍ମ ରେ ସିନା Hit କିନ୍ତୁ ପାଠ ପଢାରେ ବିଲକୁଲ ବି ନୁହଁନ୍ତି Fit

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ପ୍ରଦର୍ଶନ ରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ନିଜର ସୁନ୍ଦରତା ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି। ତେବେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରସିଦ୍ଧି ହାସଲ କରିଛନ୍ତି ସତ ଏବଂ ତାଙ୍କ ବ୍ୟକ୍ତିତ୍ବ ବହୁତ ଖାସ ମଧ୍ୟ ହୋଇଥାଏ।

କିନ୍ତୁ ଏହି ଅଭିନେତ୍ରୀ ପାଠପଢ଼ା ମାମଲାରେ ରହି ଯାଇଛନ୍ତି ପଛୁଆ ଏବଂ କିଛି ଅଭିନେତ୍ରୀ ଅଭିନୟ କ୍ଷେତ୍ରକୁ ଆସିବା ପରେ ଏହି ଅଭିନେତ୍ରୀ ନିଜର ପାଠପଢ଼ା କୁ ଅଧାରେ ଛାଡ଼ି ଦେଇଛନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. କରିସ୍ମା କପୁର- ବନ୍ଧୁଗଣ କପୁର ପରିବାର ର ସଦସ୍ୟ କରିସ୍ମା କପୁର ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ନାମିଦାମୀ ଅଭିନେତ୍ରୀ ଅଟନ୍ତି। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ ଏହି ଅଭିନେତ୍ରୀ ମାତ୍ର ସାଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଅଭିନୟ କ୍ଷେତ୍ରରେ ନିଜର କ୍ୟାରିଅର ବନାଇବା ପାଇଁ ଏହି ଅଭିନେତ୍ରୀ ଆଗକୁ ପଢ଼ି ନଥିଲେ।

୨. ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ବଲିଉଡ ରୁ ନେଇ ହଲିଉଡ଼ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଥିବା ଏହି ଅଭିନେତ୍ରୀ ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏହି ଅଭିନେତ୍ରୀ ମିସ୍ ୱାର୍ରଲ୍ଡ ହେବା ପରେ ଏବଂ ମଡେଲିଙ୍ଗ କ୍ଷେତ୍ରରେ ପାଦ ଦେବା ପରେ ନିଜର ପାଠପଢ଼ା କୁ ଅଧାରୁ ଛାଡ଼ି ଦେଇଥିଲେ। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଜଣେ କ୍ରିମିନାଲ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିଲେ କିନ୍ତୁ ଅଭିନୟ କ୍ଷେତ୍ରରେ ଆସିବା ପର ଠାରୁ ତାଙ୍କୁ ନିଜର ପାଠପଢା କୁ ଅଧାରୁ ଛାଡିବାକୁ ପଡ଼ିଥିଲା।

୩. ଦୀପିକା ପାଦୁକୋନ- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଫିଲ୍ମ ଓଁ ଶାନ୍ତି ଓଂ ରୁ ନିଜ କ୍ୟାରିଅର ର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ମଧ୍ୟ ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।ଏହି ଅଭିନେତ୍ରୀ ଆଗକୁ ପଢ଼ିବା ପାଇଁ ବାଙ୍ଗାଲୁରୁ କଲେଜ ରେ ଆଡ୍ମିସନ ମଧ୍ୟ ନେଇଥିଲେ କିନ୍ତୁ ମଡେଲିଙ୍ଗ କ୍ଷେତ୍ରରେ ଆସିବା ପର ଠାରୁ ସେ ନିଜର ପାଠପଢ଼ା କୁ ଅଧାରେ ଛାଡି ଦେଇଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଅଧିକ ଚାର୍ଜ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି।

୪. କରିନା କପୁର- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ କରିନା କପୁର ମଧ୍ୟ ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏହି ଅଭିନେତ୍ରୀ ଲ ର ପାଠପଢ଼ା କରିବାକୁ ଚାହୁଁଥିଲେ କିନ୍ତୁ ଅଭିନୟ କ୍ଷେତ୍ରକୁ ଆସିବା ପର ଠାରୁ ଏହି ଅଭିନେତ୍ରୀ ନିଜର ପାଠପଢ଼ା କୁ ଅଧାରୁ ହିଁ ଛାଡ଼ି ଦେଇଥିଲେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।