ଦେଖନ୍ତୁ Khesari Lal Yadav ଙ୍କ ଝିଅଙ୍କୁ, ଯାହାଙ୍କ ଆଗରେ ବଡ ବଡ Bollywood ହିରୋଇନ ବି ଫେଲ ମାରିବେ

ଖେସାରୀ ଲାଲ ଯାଦବ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ଆଜି ଆମେ ଆପଣଙ୍କୁ ଖେସାରୀ ଲାଲଙ୍କ ଝିଅ କୀର୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ପୂର୍ବରୁ ଖେସାରୀଙ୍କ ଝିଅଙ୍କୁ ଦେଖିଥିବେ । କିନ୍ତୁ ଏବେ ଖେସାରୀଙ୍କ ଝିଅ ଦେଖିବାକୁ ଖୁବ ବଦଳି ଯାଇଛନ୍ତି । ଆଜି ଆମେ ଆପଣଙ୍କୁ କୀର୍ତି ଏବେ କେମିତି ଦିଶୁଛନ୍ତି ତାହା ଦେଖାଇବାକୁ ଯାଉଛୁ । ଯାହାଙ୍କୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ବର୍ତ୍ତମାନ କୀର୍ତି ଏତେ ସୁନ୍ଦର ଦେଖା ଯାଉଛନ୍ତି ତାଙ୍କ ଆଗରେ କାଜଲ ରାଘବାନୀ ମଧ୍ୟ ଫେଲ ହୋଇଯିବେ ।

ଆପଣ ସମସ୍ତେ ଖେସାରୀଙ୍କ ଝିଅ କୀର୍ତିଙ୍କୁ ନିଶ୍ଚୟ ଦେଖିଥିବେ । କୀର୍ତି ଦେଖିବାକୁ ବହୁତ ସୁନ୍ଦର । ଖେସାରୀ ତାଙ୍କ ଝିଅ କୀର୍ତିଙ୍କୁ ‘ଜାନ୍’ ବୋଲି କୁହନ୍ତି । ଏହା ପଛରେ ଏକ କାରଣ ଅଛି । ଖେସାରୀଙ୍କ କହିବା ଅନୁଯାୟୀ କୀର୍ତି ଜନ୍ମ ହେବା ପରେ ଖେସାରୀଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ସଠିକ ପରିଚୟ ମିଳିଥିଲା ଓ ଖେସାରୀ ଯେଉଁଠି ପହଞ୍ଚିବାର ସ୍ଵପ୍ନ ଦେଖୁଥିଲେ ସେଇଠି ପହଞ୍ଚି ପାରିଥିଲେ । ସେ ଅନେକ ଲୋକପ୍ରିୟ ଫିଲ୍ମ କରି ଦର୍ଶକଙ୍କ ଖୁବ ମନୋରଞ୍ଜନ କରେଇଛନ୍ତି ।

ସେଥିପାଇଁ ଖେସାରୀ କୁହନ୍ତି ଝିଅ କୀର୍ତି ତାଙ୍କ ପାଇଁ ଭଗବାନ ସ୍ୱରୂପ ଅଟେ । ସେ ଆସିବା ପରେ ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଆଉ ସେବେ ଠୁ ଖେସାରୀ ଝିଅ କୀର୍ତିର ସବୁ ଇଚ୍ଛା ପୂରଣ କରନ୍ତି । ଖେସାରୀ କୁହନ୍ତି, ‘କୀର୍ତି ମୋର ଜାନ୍ ଅଟେ, ଯେବେ ସେ ମୋତେ ଛାଡି କୁଆଡେ ଯିବ ମୁଁ କେମିତି ରହିବି ତା ବିନା ।’ କୀର୍ତି ଏକ ଫିଲ୍ମ ମଧ୍ୟ କରି ସାରିଛନ୍ତି । ଦର୍ଶକ ତାଙ୍କ ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ ହିରୋଇନ ହେବାକୁ କୀର୍ତିଙ୍କ ଇଚ୍ଛା ନାହିଁ । ସେ ଡାକ୍ତର କିମ୍ବା ଆଇପିଏସ ହେବାକୁ ଚାହାନ୍ତି । ଏହା ବାପା ଖେସାରୀଙ୍କ ମଧ୍ୟ ସ୍ଵପ୍ନ ଅଟେ ।

ପୂର୍ବରୁ କୀର୍ତିଙ୍କୁ ସବୁବେଳେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିକାଲି ତାଙ୍କୁ ଆଉ ଏତେ ଦେଖିବାକୁ ମିଳୁନାହିଁ । ଆଉ ଏବେ ସେ ଖୁବ ବଡ ହେବା ସହ ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି । ଆପଣ ଦେଖି ଜାଣି ପାରୁଥିବେ କୀର୍ତି କେତେ ସୁନ୍ଦର ଲାଗୁଛନ୍ତି । ଆପଣଙ୍କୁ କୀର୍ତି କେମିତି ଲାଗୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।