ସବୁଠୁ ମହଙ୍ଗା Bollywoodର 5 ଡିଭୋର୍ସ, 3ନଂ ଦେଇଥିବା ମୂଲ୍ୟ ଶୁଣି ଆପଣଙ୍କୁ ବିଶ୍ୱାସ ହେବ ନାହିଁ

ବଲିଉଡ ଷ୍ଟାର ମାନଙ୍କ ଲାଇଫଷ୍ଟାଇଲ ତାଙ୍କର ପସନ୍ଦ ନାପସନ୍ଦ ଏବଂ ଶୋକ ବିଷୟରେ ଆପଣମାନେ ସୁଣିଥିବେ । ବଲିଉଡ ଷ୍ଟାର ମାନଙ୍କ ବିବାହ ଏବଂ ପାର୍ଟି ମଧ୍ୟ ବହୁତ ଚର୍ଚ୍ଚାରେ ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ପ୍ରକାରରେ ଷ୍ଟାର ମାନେ ନିଜ ବିବାହ ପାଇଁ ପାଣି ଭଳିଆ ପଇସା ଖର୍ଚ୍ଚ କରିଥିଲେ ଠିକ ସେହି ଭଳି ଏହି ଷ୍ଟାର ମାନଙ୍କ ଦିଭୋର୍ସ ମଧ୍ୟ ବହୁତ ମହଙ୍ଗା ହୋଇଥାଏ ।

ବଲିଉଡ ର କିଛି ଷ୍ଟାର ମାନଙ୍କ ଦିଭୋର୍ସ ଖର୍ଚ୍ଚ ଏତେ ରହିଛି କି ସେହି ପଇସାରେ ଗୋଟେ ସାଧାରଣ ଲୋକ ର ଜୀବନ ବିତିଯିବ । ଆଜି ଆମେ ଆପଣଙ୍କୁ ବଲିଉଡ ର ଏମିତି ୫ ଟି ଦିଭୋର୍ସ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ମହଙ୍ଗା ରହିଛି । ତେବେ ଚାଲନ୍ତୁ ଜାଣିବା ।

କରିସ୍ମା କପୁର:- ୯୦ ମସିହାର ଫେମସ ଅଭିନେତ୍ରୀ କରିସ୍ମା କପୁର ମାତ୍ରା ୧୧ ବର୍ଷ ବୟସରେ ବିବାହ କରିଥିଲେ । ପରସ୍ପର ଙ୍କ ଭିତରେ ମତଭେଦ ହେବା କାରଣରୁ ଦୁହିଁଙ୍କର ୨୦୧୬ ରେ ଦିଭୋର୍ସ ହୋଇଥିଲା । କରିସ୍ମା ଏବଂ ତାଙ୍କ ସ୍ଵାମୀ ସଂଜୟ ଙ୍କ ଭିତରେ ୧୬ କୋଟି ଟଙ୍କାର ଏଗ୍ରିମେଣ୍ଟ ହୋଇଥିଲା । ଯେଉଁ କାରଣରୁ ବିଜନେସ ମ୍ୟାନ ସଂଜୟ ପ୍ରତି ମାସ କରିସ୍ମା ଙ୍କ ଆକାଉଣ୍ଟ ରେ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରୁଛନ୍ତି ।

ଫରହାନ ଅକ୍ତର ଏବଂ ଅଧୁନା:- ଏହି ଯୋଡ଼ି ଙ୍କ ଦିଭୋର୍ସ ବହୁତ ଚର୍ଚ୍ଚାରେ ରହିଥିଲା । କାରଣ ବିବାହ ର ୧୬ ବର୍ଷ ପରେ ଦୁହେଁ ଦିଭୋର୍ସ ନେବାକୁ ଚାହିଁଥିଲେ । ଅଧୁନା ମୁମ୍ବାଇରେ ଥିବା ୧୦୦୦ ସ୍କୋୟାର ଫିଟ ରେ ଥିବା ବଙ୍ଗଳା ପାଇଁ ଦାବି କରିଥିଲେ ଏବଂ ପ୍ରତି ମାସରେ ୧୨ ଲକ୍ଷ ଟଙ୍କା ମଧ୍ୟ ନେଉଛନ୍ତି ଅଧୁନା ।

ରିତିକ ରୋଷନ ଏବଂ ସୁଜେନ ଖାନ:- ଏହି ଦୁହିଁଙ୍କ ଦିଭୋର୍ସ କୁ ଦୁନିଆର ସବୁଠାରୁ ମହଙ୍ଗା ଦିଭୋର୍ସ ଭିତରୁ ଗୋଟେ ବୋଲି ଗଣା ଯାଇଥାଏ । ଦୁହିଁଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା । ରିତିକ ରୋସନ ସୁଜେନ ଙ୍କୁ ୪୦୦ କୋଟି ଟଙ୍କା ଦେଇଥିଲେ ।

ସେଫ ଅଲି ଖାନ ଏବଂ ଅମ୍ରିତା ସିଂ:- ଏହି ଯୋଡ଼ି ଙ୍କ ଦିଭୋର୍ସ ବହୁତ ଚର୍ଚ୍ଚାରେ ରହିଥିଲା । ଅମିତଙ୍କୁ ବିବାହର ୧୩ ବର୍ଷ ପରେ ସେଫ ଦିଭୋର୍ସ ନେଇଥିଲେ । ଗୋଟେ ଇଣ୍ଟର୍ଭିୟୁ ରେ ସେଫ କହିଥିଲେ କି ଦିଭୋର୍ସ ସମୟରେ ସେଫ ଅମ୍ରିତା ଙ୍କୁ ୭ କୋଟି ଟଙ୍କା ଦେଇଥିଲେ । ଏବଂ ବର୍ତମାନ ମଧ୍ୟ ସେ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ଦେଉଛନ୍ତି ପିଲା ମାନଙ୍କ ଦେଖା ଶୁଣା ପାଇଁ ।

ସଞ୍ଜୟ ଦତ୍ତ ଏବଂ ରିଆ ପିଲେଇ:- ରିଆ ସଞ୍ଜୟ ଙ୍କର ଦୂତୀଅ ପତ୍ନୀ ଅଟନ୍ତି । କୁହାଯାଏ କି ସଞ୍ଜୟ ରିଆଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ଦୁହିଙ୍କ ଭିତରେ ମତାନ୍ତର ହେବା କାରଣରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଦିଭୋର୍ସ ସମୟରେ ସଞ୍ଜୟ ରିଆ ଙ୍କୁ ୫ କୋଟି ଟଙ୍କା ଦେଇଥିଲେ । ଏବଂ ଦିଭୋର୍ସ ପରେ ମଧ୍ୟ ସଞ୍ଜୟ ଦତ୍ତ ରିଆ ଙ୍କ ସବୁ ଖର୍ଚ୍ଚ କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।