ପିତାଙ୍କ ମୃତ୍ୟୁ ପରେ ରଣବିର ରହିବାକୁ ଚାହୁଁନାହାଁନ୍ତି ମାଆଙ୍କ ସହିତ, ଏହି କାରଣ ପାଇଁ ଅଲଗା ରହିବାର ନେଲେ ନିଷ୍ପତ୍ତି

ବଲିଉଡର ଅଭିନେତା ଋଷି କପୁର ଏମିତି ହଠାତ ଚାଲିଯିବା କାହାର ବି ବିଶ୍ଵାସ ହେଉନି । ଋଷି କପୁରଙ୍କ ଦେହାନ୍ତ ପରେ ତାଙ୍କର ଲୋକ ମାନେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଋଷି କପୁରଙ୍କୁ ବଲିଉଡ ଜଗତର ରୋମାନ୍ସ କିଙ୍ଗ ବୋଲି କୁହାଯାଉ ଥିଲା । ତାଙ୍କୁ ଆଜି ସାରା ଦୁନିଆ ମନେ ପକାଉଛି । ପିତାଙ୍କ ମୃତ୍ୟୁ ପରେ ରଣବିର ତାଙ୍କ ମାଆ ଙ୍କ ସହିତ ରହିବା ପାଇଁ ଚାହୁଁ ନାହାଁନ୍ତି, ଏହି କାରଣ ପାଇଁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁସାରେ ରଣବିର କପୁରଙ୍କୁ ତାଙ୍କ ପିତାଙ୍କ ମୃତ୍ୟୁ ଅଧିକ କିଛି ଫରକ ପକାଇ ନାହିଁ । ଏଥିପାଇଁ ସେ ବର୍ତ୍ତମାନ ମାଆ ନୀତୁ କପୁରଙ୍କୁ ଛାଡି ଆଲିୟା ଭଟ୍ଟଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି । ଆପଣ ସମସ୍ତେ ଜାଣିଥିବେ କି ବହୁତ ଦିନ ହେଲାଣି ରଣବିର କପୁର ଏବଂ ଆଲିୟା ଭଟ୍ଟ ବହୁତ ମିଳାମିଶା କରୁଛନ୍ତି ଏବଂ ଶୀଘ୍ର ବିବାହ ମଧ୍ୟ କରିଥାନ୍ତେ । ଋଷି କପୁରଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ରଣବିର ଘର ଠାରୁ ଅଲଗା ରହୁଥିଲେ ଏବଂ ବର୍ତ୍ତମାନ ମଧ୍ୟ ସେ ମାଆଙ୍କୁ ଛାଡି ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ପିତାଙ୍କ ମୃତ୍ୟୁ ପରେ ଏହି ଦୁଖଃ ସମୟରେ ରଣବିର ତାଙ୍କ ମାଆଙ୍କ ପାଖରେ ରହିବା କଥା କିନ୍ତୁ ସେ ତାଙ୍କ ଠାରୁ ଅଲଗା ରହିବା ପାଇଁ ଚାହୁଁଛନ୍ତି ଯାହା ଲୋକ ମାନଙ୍କୁ ପସନ୍ଦ ହେଉ ନାହିଁ । ରଣବିର କପୁର ତାଙ୍କ ମାଆଙ୍କୁ ଏପରି ପରିସ୍ଥିତିରେ ଛାଡି ଯିବା ଜମା ବି ଠିକ ହେଉ ନାହିଁ । କାରଣ ଏହି ସମୟରେ ତାଙ୍କ ମାଆଙ୍କୁ ତାଙ୍କର ସମ୍ପୂର୍ଣ ସହଯୋଗ ଦରକାର ଅଛି । ଋଷି କପୁର ଙ୍କ ମୃତ୍ୟୁ ପରେ ନିତୁ କପୁର ସମ୍ପୂର୍ଣ ଭାବରେ ଭାଙ୍ଗି ପଡିଛନ୍ତି ଏହି ସମୟରେ ରଣବିର ତାଙ୍କ ସାହାରା ଦେବା ନିହାତି ଦରକାର ଅଟେ ।

ଯେମିତି ଏହି ଖବର ସୋସିଆଲ ମିଡିଆକୁ ଆସିଛି ଲୋକମାନେ ଏହାକୁ ବହୁତ ମାତ୍ରାରେ ପଢିବାକୁ ଲାଗିଛନ୍ତି । କିନ୍ତୁ ରଣବିର କପୁର ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥାରେ କୌଣସି ମତ ଦେଇ ନାହାଁନ୍ତି । ବର୍ତ୍ତମାନ ଏହା ଦେଖିବା ବାକି ଅଛି କି ସେ ଏ ବିଷୟରେ କିଛି କହୁଛନ୍ତି ନା ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।