କଣ ତରାକ ମେହତା ସିରିୟଲର ଜେଠାଲାଲଙ୍କ ପୁଅ ଓ ଝିଅଙ୍କୁ ଦେଖିଛନ୍ତି

ସବ ଟିଭିରେ ପ୍ରସାରିତ ହେଉଥିବା ସିରିୟଲ ‘ତାରକ ମେହତା କା ଉଲଟା ଚଷମା’ ବିଷୟରେ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଏହି ସିରିୟଲକୁ ପ୍ରାୟତଃ ସମସ୍ତଙ୍କ ଘରେ ଦେଖାଯାଏ । ଏହା ଏକ ପାରିବାରିକ ଶୋ ଅଟେ । ଯେଉଁଥିରେ ଭରପୁର କମେଡି ହୋଇଥାଏ । ଏହାକୁ ଆପଣ ନିଜର ପରିବାରର ସମସ୍ତ ସଦସ୍ୟଙ୍କ ସହ ମିଶି ଦେଖି ପାରିବେ ।

‘ତାରକ ମେହତା କା ଉଲଟା ଚଷମା’ ସିରିୟଲର କିରଦାର ବିଷୟରେ କଥାବାର୍ତ୍ତା କରିବେ ତେବେ ଏଥିରେ ସମସ୍ତ କିରଦାର ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି । ଏହା ସହିତ ଏହି ଶୋର ସବୁ କଳାକାର ବହୁତ ପପୁଲାର ବି ଅଟନ୍ତି । ଏହି ଶୋ ର ସବୁ କଳାକାର ଭାରତର ସମସ୍ତଙ୍କ ଘରେ ଘରେ ପରିଚିତ ଅଟନ୍ତି । ଏହି ସିରିୟଲକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିୟଲରେ ଦୟା ଓ ଜେଠାଲାଲଙ୍କ କିରଦାରକୁ ଦର୍ଶକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଏହି କ୍ରମରେ ଆଜି ଆମେ ଜେଠାଲାଲଙ୍କ ଅସଲ ଜୀବନ ବିଷୟରେ କଥାବାର୍ତ୍ତା କରିବୁ । ‘ତାରକ ମେହତା କା ଉଲଟା ଚଷମା’ର ଜେଠାଲାଲଙ୍କ ଅସଲ ନାମ ଦିଲୀପ ଜୋଶୀ ଅଟେ । ଦିଲୀପ ଜୋଶୀଙ୍କ ଜନ୍ମ ୨୬ ମେ ୧୯୬୮ ପୋରବନ୍ଦର ଗୁଜୁରାଟରେ ହୋଇଥିଲା । ଦିଲୀପ ଜୋଶୀ ସିରିୟଲରେ ଜେଠାଲାଲଙ୍କ କିରଦାର କରିଛନ୍ତି । ଜେଠାଲାଲ ଅର୍ଥାତ ଦିଲୀପ ଜୋଶୀ ସିରିୟଲ ଛଡା ବଲୀଉଡର ବହୁତ ଫିଲ୍ମରେ ବି କାମ କରିସାରିଛନ୍ତି ।

କହିଦେଉଛୁ କି ଦିଲୀପ ଜୋଶୀଙ୍କ ସୁନ୍ଦର ପତ୍ନୀଙ୍କ ନାମ ଜୟମାଲା ଜୋଶୀ ଅଟେ । ଜୟ ମାଲା ଜୋଶୀ ସୋସିଆଲ ମିଡିଆରେ ବହୁତ କମ ନଜର ଆସନ୍ତି । ଦିଲୀପ ଜୋଶୀ ଓ ଜୟମାଲା ଜୋଶୀଙ୍କ ଦୁଇଟି ସନ୍ତାନ ବି ଅଛନ୍ତି । ଯାହାଙ୍କ ଝିଅଙ୍କ ନାମ ନିୟତି ଜୋଶୀ ଅଟେ ଓ ପୁଅର ନାମ ଋତ୍ଵିକ ଜୋଶୀ ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।