ପ୍ରେମ ଆଗରେ ହାର ମାନିଲା ଜାତି ଧର୍ମ, ଦୁନିଆକୁ ଖାତିର ନକରି ଅଲଗା ଧର୍ମରେ ବିବାହ କରିନେଲେ ଟୀମ India ର ଏହି 7 ଜଣ ଖେଳାଳୀ, 3 ନଂ ଖେଳାଳୀ ସମସ୍ତଙ୍କ Favourite

ଭାରତୀୟ ଟିମର କେତେକ ଖେଳାଳି ଅଲଗା ଧର୍ମ ଥିବା ଝିଅଙ୍କ ସହ ମ୍ୟାରେଜ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୭ ଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଧର୍ମ ଉପରେ ପ୍ରେମକୁ ଉପରେ ରଖି ଅଲଗା ଧର୍ମ ଥିବା ଝିଅ ସହ ବିବାହ କରିଛନ୍ତି ।

“ଜାହିର ଖାନ ଓ ସାଗରିକା ଧାଟଗେ” : ଭାରତର ପୂର୍ବ ତେଜ ଗେନ୍ଦବାଜ ଜାହିର ଖାନ ୨୦୧୭ରେ ସାଗରିକା ଧାଟଗେଙ୍କ ସହ ମ୍ୟାରେଜ କରିଛନ୍ତି । ବଲିଉଡରେ ସାଗରିକା “ଚକ ଦେ ଇଣ୍ଡିଆ” ଫିଲ୍ମରେ ଅଭିନେତ୍ରୀ ଭାବେ ନଜର ଆସିଥିଲେ । ସାଗରିକା ହିନ୍ଦୁ ହୋଇଥିଲେ ଜାହିର ଖାନ ମୁସଲିମ ଅଟନ୍ତି ।

“ଅଜିତ ଅଗରକର ଓ ଫାତିମା” : ଭାରତୀୟ ଟିମର ପୂର୍ବ ତେଜ ଗେନ୍ଦବାଜ ଅଜିତ ଅଗରକର ମରାଠୀ ପରିବାର ଅଟନ୍ତି । ତାଙ୍କ ସ୍ତ୍ରୀ ଫାତିମା ମୁସଲିମ ପରିବାର ଅଟନ୍ତି । ଦୁହେଁ ୨୦୦୭ରେ ପରସ୍ପରକୁ ମ୍ୟାରେଜ କରିଛନ୍ତି । କୁହାଯାଏ ଯେ ଫାତିମା ଅଜିତଙ୍କ ସାଙ୍ଗଙ୍କର ଭଉଣୀ ଅଟନ୍ତି ।

“ୟୁବରାଜ ସିଂ ଓ ହେଜଲ କୀଚ” : ୟୁବରାଜ ଓ ହେଜଲଙ୍କର ମ୍ୟାରେଜ କିଛି ବର୍ଷ ପୂର୍ବେ ହୋଇଥିଲା । ପ୍ରଥମ ଦେଖରେ ୟୁବରାଜ ହେଜଲଙ୍କୁ ପ୍ରେମ କରି ବସିଥିଲେ । ଅନେକ ବର୍ଷ ଯାଏଁ ଦୁହେଁ ପରସ୍ପରକୁ ଡେଟ କରିବା ପରେ ବିବାହ ପାଇଁ ପ୍ଳାନ କରିଥିଲେ । ୟୁବରାଜ ଶିଖ ଧର୍ମର ହୋଇଥିଲେ ମଧ୍ୟ ଇସାଇ ଧର୍ମର ଝିଅ ଶେଜଲଙ୍କ ସହ ବିବାହ କରିଥିଲେ । ଶେଜଲ ଇଂଲଣ୍ଡରେ ରୁହନ୍ତି । ସେ “ବିଗ ବସ” ସୋରେ ନଜର ଆସିଛନ୍ତି ।

“ମନସୁର ଅଲ୍ଲୀ ଖାନ ପଟୋଦି ଓ ଶର୍ମୀଲା ଟେଗୋର” : ଭାରତୀୟ କ୍ରିକେଟ ଟିମର ପୂର୍ବ କପ୍ତାନ ମନସୁର ଅଲ୍ଲୀ ଖାନ ପଟୋଦି ବଲିଉଡ ଅଭିନେତ୍ରୀ ଶର୍ମୀଲା ଟେଗୋରଙ୍କୁ ବିବାହ ଅକରିଛନ୍ତି । ଶର୍ମୀଲା ହିନ୍ଦୁ-ବଙ୍ଗାଳୀ ଧର୍ମର ଝିଅ ହୋଇଥିଲେ ମଧ୍ୟ ଦୁହିଙ୍କର ବିବାହ ମୁସଲିମ ଧ୍ରମ ଅନୁଯାୟୀ ହୋଇଥିଲା । ଶର୍ମୀଲା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ।

“ଦିନେଶ କାର୍ତ୍ତିକ ଓ ଦୀପିକା ପଲ୍ଲୀକଲ” : ଭାରତୀୟ କ୍ରିକେଟ ଟିମର ୱିକେଟକିପର ବଲେବାଜ ଦିନେଶ କାର୍ତ୍ତିକ ଈସାଇ ଧର୍ମ ହୋଇଥିଲେ ମଧ୍ୟ ସ୍ଵାକ୍ସ ଖିଲାଡ଼ି ଦୀପିକା ପଲ୍ଲୀକଲଙ୍କୁ ମ୍ୟାରେଜ କରିଛନ୍ତି । ପ୍ରଥମ ବିବାହ ଅସଫଳ ହେବା ପରେ ଦିନେଶ ୨୦୧୫ରେ ଦୀପିକା ସହ ମ୍ୟାରେଜ କରିଥିଲେ ।

“ମୋହମଦ ଅଜହରୁଦିନ ଓ ସଂଗୀତା ବିଜଲାନି” : ମୋହମଦ ସଂଗୀତାଙ୍କ ସହ ଦିତୀୟ ବିବାହ କରିଛନ୍ତି । ଦୁହେଁ ବ୍ୟବହାର କିଛି ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ସଂଗୀତାଙ୍କ ସହ ବିବାହ କରିବା ପାଇଁ ମୋହମଦ ୧୯୯୬ରେ ତାଙ୍କର ପ୍ରଥମ ସ୍ତ୍ରୀ ନୋରିନଙ୍କ ଠାରୁ ଅଲଗା ହୋଇଥିଲେ ।

“ମୋହମଦ କେଫ ଓ ପୂଜା ଯାଦବ” : ମୋହମଦ କେଫ ୨୦୧୧ରେ ପୂଜା ଯାଦବଙ୍କ ସହ ମ୍ୟାରେଜ ଅକରିଥିଲେ । ପୂଜା ହିନ୍ଦୁ ହୋଇଥିବାରୁ ତାଙ୍କର ବିବାହ ହିନ୍ଦୁ ରୀତି ଅନୁସାରେ ହୋଇଥିଲା । ଇଂଲଣ୍ଡରେ ଭାରତକୁ ୨୦୦୨ରେ ନେଟବେଷ୍ଟ ଟ୍ରଫି ହାସଲ କରି ଦେଇଥିଲା ମୋହମଦ କେଫ ପୂଜାଙ୍କ ସହ ମ୍ୟାରେଜ କରିବା ପୂର୍ବରୁ କିଛି ବର୍ଷ ଡେଟ କରୁଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।