ତୈମୁର ଭଳି ଦେଖାଯାଉଛି ସନୀ ଲିୟୋନିଙ୍କ ପୁଅ, ଲୋକେ କହିଲେ ‘ଇଏ କେମିତି ସମ୍ଭବ ! ଏଥିରେ ସୈଫଙ୍କର ହାତ ତ…’

ଆଜିକାଲି ସୋସିୟାଲ ମିଡିୟାରେ ଷ୍ଟାର କିଡ୍ସଙ୍କୁ ନେଇ ବହୁତ କ୍ରେଜ ଦେଖିବାକୁ ମିଳିଥାଏ । ଫେସବୁକରୁ ନେଇ ଟ୍ୱିଟର ଓ ଇନ୍ସ୍ଟାଗ୍ରାମ ପର୍ଯ୍ୟନ୍ତ ଏମାନଙ୍କର ଫଟୋ ଛାଇ ରହିଥାଏ । ବଲୀଉଡରେ ବହୁତ ଷ୍ଟାର କିଡ୍ସ ଅଛନ୍ତି କିନ୍ତୁ ତୈମୁର ଅଲୀ ଖାନଙ୍କ ଭଳି ପପୁଲୈରିଟୀ କାହା ପାଖରେ ନାହିଁ । କେଉଁଠିକୁ ଯାଇଥାଏ, କଣ କରିଥାଏ, କଣ ଖାଇ ଥାଏ ଏହି ସମସ୍ତ କଥାକୁ ଜାଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ରହିଥାଏ ।

କହିବାକୁ ଗଲେ ବଲୀଉଡର ସବୁଠୁ ହଟ ଅଭିନେତ୍ରୀ ସନୀ ଲିୟନଙ୍କର ପୁଅ ବି ବର୍ତ୍ତମାନ ସମୟରେ ବହୁତ ଚର୍ଚାରେ ରହିଛି । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ସନୀଙ୍କର ପୁଅର ଚେହରା ପୂରାପୂରି ତୈମୁର ସହ ମିଶୁଚି । ଆପଣମାନେ ବି ସନୀଙ୍କର ପୁଅର ଲେଟେସ୍ଟ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ କହିଦେଛୁ ଯେ ସନୀଙ୍କୁ ଜୁଡୁୱା ପୁଅ ହୋଇଛି । ଯାହାର ନାମ ଅଶର ଓ ନୋହା ଅଟେ ।

ଏହି ଫଟୋକୁ ଦେଖିଲେ ଆପଣଙ୍କୁ ବି ଅଳ୍ପ ଅଳ୍ପ ଲାଗିବ କି ଏହା ମଧ୍ୟରୁ ଜଣେ ତୈମୁର ଅଟନ୍ତି । ଏହା ମଧ୍ୟରେ ଲୋକମାନେ ଏହି କଥାକୁ ନେଇ ବିଭିନ୍ନ ପ୍ରକାରର କମେନ୍ଟ କରି ଏନଜୟ କରୁଛନ୍ତି ।

ଜଣେ ୟୁଜର କମେନ୍ଟ କରି କହିଲା କି “ଏହାର ଚେହେରା ପୂରାପୂରି ତୈମୁର ଭଳି ଅଟେ । ଏହା କଣ ଅଟେ ?” ଏହା ପରେ ଜଣେ ଅଳ୍ପ ଥଟ୍ଟା କରି କହି କହିଲା କି “ସନୀ ଏଥିରେ କେଉଁଠି ସୈଫର ହାତ ନାହିଁ ତ ?” ଏହିଭଳି ବହୁତ କମେନ୍ଟ ସୋସିୟାଲ ମିଡିୟାରେ ଦେଖିବାକୁ ମିଳୁଛି ।

କେତେକ ଲୋକମାନେ ସନୀଙ୍କର ପୁଅର ପ୍ରଶଂସା ବି କରୁଛନ୍ତି । ଆପଣଙ୍କୁ କହିଦେଛୁ ଯେ ସନୀ ଏହି ଦୁଇ ପିଲାମାନଙ୍କର ଜନ୍ମ ସରୋଗେସୀ (ଭଡାରେ ଗର୍ବ) ମାଧ୍ୟମରେ କରିଛନ୍ତି । ସନୀ ପ୍ରାୟତଃ ସୋସିୟାଲ ମିଡିୟାରେ ନିଜର ପିଲାମାନଙ୍କର ଫଟୋ ଶେୟାର କରିଥାନ୍ତି । ଏହା ସହିତ ତାଙ୍କର ଏକ ଝିଅ ବି ଅଛି । ଯାହାର ନାମ ନିଶା ଅଟେ । ନିଶାଙ୍କୁ ସନୀ ଗୋଦ ନେଇଛନ୍ତି । ସେ ନିଜର ତିନି ଜଣ ପିଲାଙ୍କୁ ବହୁତ ଭଲ ପାଆନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।