ଦେଖନ୍ତୁ Video: ବିଚ ରାସ୍ତାରେ ଶାଶୁଙ୍କୁ ଗୋ-ଡେ-ଇ ଗୋ-ଡେ-ଇ ପି-ଟି-ଲା ବୋହୁ, ଭିଡିଓ ଦେଖିଲେ ଆପଣ ବି ଆହା ! କହି କାନ୍ଦି ପକେଇବେ

ବନ୍ଧୁଗଣ, ନାରୀ ର ଅନେକ ରୂପ ଥାଏ । କେତେବେଳେ ସେ ସ୍ନେହମୟୀ ମା ତ ଆଉ କେତେବେଳେ ଦେବୀ ଦୂର୍ଗା ପାଲଟି ଯାଇ ପା-ପୀ ମାନଙ୍କ ସଂ-ହା-ର କରିବାକୁ ପଛାଏ ନାହିଁ ।

ମାତ୍ର ଆଜି ଆମ୍ଭେ ଯେଉଁ ପ୍ରସଙ୍ଗ ଟି ଆପଣ ମାନଙ୍କ ନିକଟରେ ଉପସ୍ଥିତ କରିବାକୁ ଯାଉଅଛୁ, ତାହା ଏକ ଏଭଳି ନାରୀ ର ଯେ କି ନିଜ ମମତାମୟୀ ଶାଶୁ ଉପରେ ଅ-ତ୍ୟା-ଚା-ର କରିବାରେ ଲାଗିଛି । ଆସନ୍ତୁ ଜାଣିବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ଶାଶୁ ଙ୍କୁ ବୋହୂ ର ଅ-କ-ଥ-ନୀ-ୟ ନି-ର୍ଯା-ତ-ନା । ରାସ୍ତାରେ ଗୋ-ଡା-ଇ ଗୋ-ଡା-ଇ ଶା-ଶୁ ଙ୍କୁ ମା-ଡ ମା-ରି-ଛ-ନ୍ତି ତାଙ୍କର ଏକମାତ୍ର ବୋହୂ । ହାତରେ ମା-ଡ ମା-ରି-ବା ସହିତ ଚ-ପଲ ରେ ମଧ୍ୟ ମା-ଡ ମା-ରି ଚା-ଲି-ଛି ଘରର ବଡ ବୋହୂ ।

ବଲାଙ୍ଗୀରି ସହରର ବରପାଲିପଡା ଅଞ୍ଚଳର ଏହି ଦୃଶ୍ୟ ଲୋକ ନଜରକୁ ଆସିଅଛି । ଶାଶୁ ଜଣକ ଙ୍କ ନାମ “ସାବିତ୍ରୀ ରାଉତ” । ବହୁ ଜଣକ “ମଞ୍ଜୁଲତା ରାଉତ” ଅଟନ୍ତି । ସୂଚନା ଅନୁଯାୟୀ ଗତକିଛି ଦିନ ପୂର୍ବେ ବୋହୂ, ତାଙ୍କ ମା’ ଏବଂ ବୋହୂ ର ଜଣେ ସାଙ୍ଗ “ସାବିତ୍ରୀ” ଙ୍କୁ ଘରୁ ବାହାରକୁ ଘୋ-ଷା-ଡ଼ି ଘୋ-ଷା-ଡ଼ି ଆଣି ମା-ଡ ମା-ରି-ଛ-ନ୍ତି । ସାବିତ୍ରୀ ଙ୍କ ବୋହୂ ଚପଲ ରେ ତାଙ୍କୁ ମା-ଡ ମା-ରି-ଥି-ବା ଭି-ଡି-ଓ ରୁ ଜଣା ପଡିଅଛି । ଏହି ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାକୁ ଲାଗିଛି ।

ସୂଚନା ଅନୁଯାୟୀ ସାବିତ୍ରୀ ଙ୍କର ବଡ ପୁଅ ଦେଢ ବର୍ଷ ହେବ ଦେ-ହ-ତ୍ୟା-ଗ କରିଛନ୍ତି । ପୁଅର ଦେ-ହା-ନ୍ତ ପରେ ବୋହୂ ପାଖରେ ସାବିତ୍ରୀ ରୁହନ୍ତି । ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ କ-ଳି-ଝ-ଗ-ଡା ମଧ୍ୟ ଲାଗିଥାଏ । ଏହା ପୂର୍ବରୁ ମଧ୍ୟ ଅନେକ ଥର ମା-ଡ ମା-ରି-ଛ-ନ୍ତି ବୋଲି ସାବିତ୍ରୀ କହିଛନ୍ତି । ନିଜ ବୋହୂ ଙ୍କ ବି-ରୁ-ଦ୍ଧ-ରେ ଥା-ନା ରେ ଲିଖିତ ଅ-ଭି-ଯୋ-ଗ କରିଥିଲେ ମଧ୍ୟ ପୋ-ଲି-ସ ଥା-ନା ରୁ କୌଣସି ପ୍ରକାରର ପ-ଦ-କ୍ଷ-ପ ଗ୍ରହଣ କରାଯାଇ ନଥିଲା ।

ମାତ୍ର ଅ-ତ୍ୟା-ଚା-ର ବହୁତ ବଢି ଯିବାରୁ ସେ ଏସ-ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି । ପୋ-ଲି-ସ ତାଙ୍କୁ ଟା-ଉ-ନ ଥା-ନା କୁ ଆଣି ପଚ-ରା ଉ-ଚରା କରିବା ସହିତ ବୁଝା ସୁଝା ମଧ୍ୟ କରିଥିଲା । ସାବିତ୍ରୀ ନିଜ ବୋହୂ ଉପରେ ଦୃ-ଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ମି-ଡି-ଆ ଭାଇ ମାନଙ୍କ ସମୁଖରେ ଶାଶୁ ସାବିତ୍ରୀ ଅତି ପୀ-ଡା-ରେ ଜ-ର୍ଜ-ରି-ତ ହୋଇ କହିଥିଲେ ଯେ, “ମୋ ବୋହୂ ମଞ୍ଜୁଲତା ମତେ ବହୁତ ମା-ର-ପି-ଟ କରୁଅଛି । ଦେଢବର୍ଷ ହେଲା ମୋର ପୁଅ ଆରପରିକୁ ଗଲା । ମାତ୍ର ବୋହୂ ତା ମା ଙ୍କୁ ଆଣି ମୋତେ ମା-ଡ ମା-ରୁ-ଅ-ଛି” । ଏହି ଦୃଶ୍ୟ ଦେଖିଲା ପରେ ନାରୀ ଯାହାକୁ ମମତାମାୟୀ ମା ର ଦରଜା ଦିଆ ଯାଇଅଛି ସେ ଆଜି ନି-ଷ୍ଠୁ-ର ପା-ଲ-ଟି ଯାଇଛି ।

ଏହା ଅତ୍ୟନ୍ତ ଦୁଖର ବିଷୟ ପାଲଟି ଯାଇଛି । ସମାଜ କୁ ଗୋଟିଏ ପ୍ରଶ୍ନ ଆମ୍ଭର ଆଉ କେତେ ଦିନ ଏମିତି ଅ-ସ-ହା-ୟ ବାପା ମା’ ବୃଦ୍ଧ ଅବସ୍ଥାରେ ଏମିତି ଯ-ନ୍ତ୍ର-ଣା ପାଇବେ ? ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।