ଏହି ବଲୀଉଡ ହିରୋଙ୍କ ଉପରେ ଫିଦା ଥିଲେ ସାନିୟା ମିର୍ଜା ବିବାହ ପୁର୍ବରୁ ନା ଜାଣିଲେ ବିଶ୍ଵାସ କରି ପାରିବେନି ଆପଣ

ସମସ୍ତେ ଜାଣିଛନ୍ତି କି ସାନିୟା ମିର୍ଜା ଏକ ଭଲ ଫେମସ ଟେନିସ ଖେଳାଳି ଅଟନ୍ତି ଓ ସେ ସବୁବେଳେ ନିଜ ଖେଳ ଦ୍ଵାରା ଭାରତର ନାଁ କରିଛନ୍ତି । ଆପଣଙ୍କୁ କହି ଦେଉଛୁ କି ସାନିୟା ମିର୍ଜାଙ୍କର ବିବାହ ପାକିସ୍ତାନୀ କ୍ରିକେଟର ଶୋଏବ ମାଲିକ ସହ ହୋଇଛି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ସାନିୟା ମିର୍ଜାଙ୍କ ବିଷୟରେ ଏମିତି ଏକ କଥା କହିବାକୁ ୟାଉଛୁ, ୟାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ ।

ଆପଣମାନଙ୍କୁ କହିଦେଉଛୁ କି ସାନିୟା ଓ ଶୋଏବ ପ୍ରେମ ବିବାହ କରିଛନ୍ତି । କହିବାକୁ ଗଲେ ସାନିୟା ଓ ଶୋଏବଙ୍କର ଏହି ବିବାହ ଉପରେ ସମସ୍ତେ ରାଗିଥିଲେ । ସାନିୟା ଓ ଶୋଏବ ବାହାଘର ପୁର୍ବରୁ ପରସ୍ପରକୁ ଡେଟ ବି କରୁଥିଲେ ।

Image courtesy: Google

କିନ୍ତୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଶୋଏବ ସାନିୟାଙ୍କର ପ୍ରଥମ ପସନ୍ଦ ନ ଥିଲେ ।

Image courtesy: Google

ଖବର ଅନୁସାରେ ଶୋଏବ ଙ୍କ ପୁର୍ବରୁ ସାନିୟା ମିର୍ଜା ଏକ ବଲୀଉଡ ଅଭିନେତାକୁ ପସନ୍ଦ କରୁଥିଲେ । ଏହି କଥା ବିଷୟରେ ସେ ନିଜେ ‘କଫୀ ୱିଦ କରଣ’ଙ୍କ ଶୋ ରେ କହିଥିଲେ । ସାନିୟା ମିର୍ଜାଙ୍କୁ ବଲୀଉଡରେ ବି ବହୁତ ରୁଚି ଅଛି ଓ ଏହି କାରଣ ଅଟେ କି ସେ ବଲୀଉଡର ସବୁଠୁ ହ୍ୟାଣ୍ଡସମ ଅଭିନେତା ରଣବୀର କପୁରଙ୍କୁ ପସନ୍ଦ କରୁଥିଲେ ।

କହିବାକୁ ଗଲେ ସାନିୟା ମିର୍ଜାଙ୍କୁ ପ୍ରଶ୍ନ କରାଗଲା କି ଯଦି ତାଙ୍କର ବିବାହ ଶୋଏବ ମାଲିକ ସହ ନ ହୋଇଥାନ୍ତା, ତେବେ ଆପଣ କାହା ସହିତ କରିବାକୁ ପସନ୍ଦ କରିଥାନ୍ତେ । ଏହାର ଉତ୍ତରରେ ସାନିୟା ମିର୍ଜା ରଣବୀର କପୁରଙ୍କର ନାମ ନେଲେ ।

Image courtesy: Google

ଏହା ପରେ ସାନିୟା କହିଲେ କି ରଣବୀର କପୁରଙ୍କ ଉପରେ ସତରେ ତାଙ୍କର କ୍ରଶ ଥିଲା । ସେଥିପାଇଁ ସାନିୟା କହିଥିଲେ କି ଯଦି ତାଙ୍କୁ ରଣବୀର କପୁରଙ୍କ ସହ ବିବାହ କରିବାର ଚାନ୍ସ ମିଳିଥାନ୍ତା, ତେବେ ସେ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରିଥାନ୍ତେ । କିନ୍ତୁ ବର୍ତ୍ତମାନ ସାନିୟା ମିର୍ଜାଙ୍କର ବିବାହ ଶୋଏବ ମାଲିକଙ୍କ ସହ ହୋଇ ସାରିଛି । ସେ ନିଜ ସ୍ଵାମୀଙ୍କ ସହିତ ବହୁତ ଖୁସି ଅଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।