ସଲମାନ ଖାନଙ୍କ ସହିତ ଶତ୍ରୁତା ପ୍ରିୟଙ୍କା ଚୋପଡାଙ୍କୁ ପଡିଲା ମହଙ୍ଗା, ମିଳୁ ନାହିଁ କୌଣସି ବି ଫିଲ୍ମ, ଏବେ କରିବାକୁ ଯାଉଛନ୍ତି…

ବଲୀଉଡ ଓ ହଲିଉଡରେ ନିଜର ଅଭିନୟ ଦ୍ଵାରା ନିଜର ପରିଚୟ କରି ସାରିଥିବା ପ୍ରିୟଙ୍କା ଚୋପଡା ବର୍ତ୍ତମାନ ପ୍ରୋଡକ୍ଶନ ଦୁନିଆରେ ବି ନିଜର ନାମ କରି ସାରିଛନ୍ତି । କହିଦେଉଛୁ କି ପ୍ରିୟଙ୍କା କେତେକ ଭୋଜପୁରୀ ଓ ମରାଠି ଫିଲ୍ମକୁ ପ୍ରୋଡ୍ୟୁସ କରି ସାରିଛନ୍ତି । କହିଦେଉଛୁ କି ବର୍ତ୍ତମାନ ପ୍ରିୟଙ୍କା ବହୁତ ଜଲ୍ଦି ହିନ୍ଦୀ ଫିଲ୍ମ ବି ପ୍ରୋଡ୍ୟୁସ କରିବାକୁ ଯାଉଛନ୍ତି ।

ଖବର ଆନୁସାରେ ପ୍ରିୟଙ୍କା ଜଲ୍ଦି ହିଁ ନିଜ ପାଇଁ ଏକ ହିନ୍ଦୀ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । କହିବାକୁ ଗଲେ ପ୍ରିୟଙ୍କା ଫିଲ୍ମ ଭାରତକୁ ମନା କରିବା ପରେ ତାଙ୍କୁ ଅନ୍ୟ କିଛି ଫିଲ୍ମ ମିଳୁନାହିଁ ।

କହିବାକୁ ଗଲେ ପ୍ରିୟଙ୍କା ପ୍ରାୟତଃ ଖବରରେ ରହିଥାନ୍ତି । କିନ୍ତୁ ଖବର ଆସୁଛି କି ହିନ୍ଦୀ ଫିଲ୍ମରେ କାମ ନ ମିଳିବା କାରଣରୁ ସେ ବହୁତ ଚିନ୍ତାରେ ଅଛନ୍ତି । ସୂତ୍ର ଅନୁସାରେ ଖବର ଆସୁଛି କି ଯେତେବେଳେ ବି ପ୍ରିୟଙ୍କା ମୁମ୍ବାଇ ଆସନ୍ତି, ତେବେ ସେ କୌଣସି ନା କୌଣସି ପ୍ରୋଡ୍ୟୁସର ସହ ନିଶ୍ଚିତ ମିଟିଙ୍ଗ କରିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ ବି କୌଣସି କଥା ଠିକ ହୋଇ ପାରୁ ନାହିଁ । କହିଦେଉଛୁ କି ପ୍ରିୟଙ୍କା ଫିଲ୍ମ ସ୍କାଈ ଇଜ ପିଂକ ଶୁଟିଙ୍ଗ ଶେଷ କରି ସାରିଛନ୍ତି ।

କହିବାକୁ ଗଲେ ସଞ୍ଜୟ ଲୀଳା ବଂଶାଲୀଙ୍କର ଫିଲ୍ମ ହୀରାମଣ୍ଡରେ ପ୍ରିୟଙ୍କାଙ୍କୁ ଲିଡ ରୋଲ ମିଳିବାର ଖବର ଆସୁଥିଲା କିନ୍ତୁ ବର୍ତ୍ତମାନ ସଞ୍ଜୟ ଲୀଳା ବଂଶାଲୀ କିଛି ଦିନ ପାଇଁ ଏହି ଫିଲ୍ମକୁ ଟାଳି ଦେଇଛନ୍ତି । ସେ ବର୍ତ୍ତମାନ ଫିଲ୍ମ ‘ଇଂଶାଅଲ୍ଲାହ’ର ପ୍ରସ୍ତୁତି କରୁଛନ୍ତି ।

କୌଣସି ବି ହିନ୍ଦୀ ଫିଲ୍ମରେ କାମ ନ ମିଳିବା କାରଣରୁ ବର୍ତ୍ତମାନ ପ୍ରିୟଙ୍କା କିଛି କାହାଣୀ ଉପରେ ବିଚାର କରିବା ଆରମ୍ଭ କରି ଦେଇଛନ୍ତି । ଖବର ଅନୁସାରେ ପ୍ରିୟଙ୍କାଙ୍କ ପ୍ରୋଡକ୍ଶନ ଟୀମ ବର୍ତ୍ତମାନ ସମୟରେ ଫିଲ୍ମ ପାଇଁ ନିର୍ଦେଶକ ଖୋଜୁଛନ୍ତି । କିନ୍ତୁ ଜଲ୍ଦି ହିଁ ଫିଲ୍ମ ପାଇଁ ଯଦି କୌଣସି ନିର୍ଦେଶକ ନ ମିଳିଲା ତେବେ ପ୍ରିୟଙ୍କା ନିଜର ପ୍ରୋଡକ୍ସନ ହାଉସରେ ଫିଲ୍ମ ଆରମ୍ଭ କରିଦେବେ ।

ସମସ୍ତେ ଜାଣିଛନ୍ତି କି ଏହି ଇଣ୍ଡଷ୍ଟ୍ରିରେ ସଲମାନଙ୍କ ସହିତ ପଙ୍ଗା ନେବା ପରେ ନିଜର କ୍ୟାରିୟର ଆରମ୍ଭ କରିବା ବହୁତ କଷ୍ଟଭରା କାମ ଅଟେ । ଏମିତି ହିଁ କିଛି ହେଉଛି ପ୍ରିୟଙ୍କାଙ୍କ ସହିତ । ଫିଲ୍ମ ଭାରତକୁ ମନା କରିବା ପରେ ପ୍ରିୟଙ୍କାଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରିରେ ପାଦ ରଖିବା ବହୁତ କଷ୍ଟ ହୋଇପାରେ । ବର୍ତ୍ତମାନ ଦେଖିବାର ଅଛି କି ପ୍ରିୟଙ୍କା ନିଜ ଫିଲ୍ମ ପାଇଁ କଣ କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।