ବୁଢୀ ବୟସରେ ବି କୁଆଁରୀ ଅଛନ୍ତି Bollywood ର ଏହି 5 ଜଣ ହିରୋଇନ, 3 ନମ୍ବର ହିରୋଇନ ଦିନେ Bollywood ରେ କରୁଥିଲେ ରାଜ

ବଲିଉଡର ସୁପରଷ୍ଟାର ସଲମାନ ଖାନ କେବେ ମ୍ୟାରେଜ କରିବେ ତାହା ନେଇ ସବୁ ଦର୍ଶକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ୪୦ବର୍ଷର ହୋଇଥିଲେ ମଧ୍ୟ ଆଜି ଯାଏଁ ମ୍ୟାରେଜ କରି ନାହାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ ବୟସର ହୋଇଥିଲେ ମଧ୍ୟ ଏ ପର୍ଯ୍ଯନ୍ତ ମ୍ୟାରେଜ କରି ନାହାନ୍ତି । ବିବାହ ବୟସ ହୋଇଥିଲେ ମଧ୍ୟ ଏ ଯାଏଁ ବଲିଉଡର ଏହି ଅଭିନେତ୍ରୀ ମାନେ ଏକା ଅଛନ୍ତି : ବଲିଉଡର ଅଭିନେତ୍ରୀ ମାନେ ନିଜ ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏମାନେ ସଫଳତା ହାସଲ କରିଥିଲେ ମଧ୍ୟ ଏ ଯାଏଁ ମ୍ୟାରେଜ କରି ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ଅଟନ୍ତି ।

“ଅମିଷା ପଟେଲ” : ଫିଲ୍ମ “କହୋ ନା ପ୍ୟାର ହେ” ରୁ ଫ୍ୟମସ ହୋଇଥିବା ଅଭିନେତ୍ରୀ ଅମିଷା ପଟେଲ ଏ ଯାଏଁ ମ୍ୟାରେଜ କରି ନାହାନ୍ତି । ରୀତିକ ରୋଶନଙ୍କ ସହ ନିଜ କ୍ଯାରିୟର ଆରମ୍ଭ କରିଥିବା ଅମିଷା ପଟେଲ ଆଜି ବି ଦେଖିବାକୁ ସୁନ୍ଦର ଓ ବୋଲ୍ଡ ଲାଗନ୍ତି । ସେ ଅନେକ ସମୟ ହେବ ଫିଲ୍ମ ଜଗତରୁ ଦୂରରେ ଥିଲେ ମଧ୍ୟ ଏ ଯାଏଁ ମ୍ୟାରେଜ କରି ନାହାନ୍ତି ।

“ରାଇମା ସେନ” : ରାଇମା ସେନ ଜଣେ ବଙ୍ଗାଳୀ ଅଭିନେତ୍ରୀ ଅଟନ୍ତି । ସେ ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ବଲିଉଡରେ ସଫଳ ହୋଇପାରି ନ ଥିଲେ । ତାଙ୍କର ଅନେକଙ୍କ ସହ ସମ୍ପର୍କ ଥିଲେ ବା ତାଙ୍କର ବଏଫ୍ରେଣ୍ଡ ଥିଲେ ମଧ୍ୟ ସେ ଆଜି ଯାଏଁ ଏକା ଲାଇଫ ସ୍ପେନ୍ଡ କରୁଛନ୍ତି । ତାଙ୍କର ବିବାହ ବୟସ ହୋଇଥିଲେ ମଧ୍ୟ ସେ ଆଜି ଯାଏଁ ମ୍ୟାରେଜ କରି ନାହାନ୍ତି ।

“ତବୁ” : ବଲିଉଡର ସବୁଠାରୁ ବେହତରିନ ଅଭିନେତ୍ରୀ ଭାବେ ତାବୁ ପରିଚିତ ଅଟନ୍ତି । ସେ ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରି ସାରିଛନ୍ତି । ସେ “ଗୋଳମାଲ” ଫିଲମରେ ନଜର ଆସିଥିଲେ । ଏହା ପରେ ତାଙ୍କର ଆଉ ଗୋଟେ ଫିଲ୍ମ ରିଲିଜ ହୋଇଛି । ସେ ଦେଖିବାକୁ ଭଉତ ଗରଜେସ ହୋଇଥିଲେ ମଧ୍ୟ ଆଜି ଯାଏଁ ବିବାହ କରି ନାହାନ୍ତି । ବର୍ତ୍ତମାନ ତାଙ୍କର ବୟସ ୪୩ ବର୍ଷ ହୋଇଥିଲେ ତାଙ୍କୁ ଦେଖି ଲାଗୁନାହିଁ ଯେ ସେ ମ୍ୟାରେଜ କରିବାକୁ ଇଛୁକ ଅଛନ୍ତି ।

“ସୁସ୍ମିତା ସେନ” : ମିସ ୱାର୍ଲ୍ଡ ଜିତିବା ପରେ ମିସ ୟୁନିଭର୍ସ ଜିତିକି ବିଜୟ ହାସଲ କରିଥିବା ସୁସ୍ମିତା ସେନ ଆଜି ଯାଏଁ ଏକା ଅଛନ୍ତି । ତାଙ୍କର ବୟସ ସୀମା ହୋଇଥିଲେ ମଧ୍ୟ ସେ ଆଜି ଯାଏଁ ମ୍ୟାରେଜ କରି ନାହାନ୍ତି । ସେ ତାଙ୍କର ଏକ ଫୋଟୋ ଶେୟାର କରିଥିଲେ ଯେଉଁଥିରେ ସେ ବହୁତ ହଟ ଲାଗୁଛନ୍ତି । ତାଙ୍କ ମ୍ୟାରେଜକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ