Sabyasachi ଙ୍କ ସହ Barsha ମିଶି କଲେ ଏମିତି କାମ କି ଦେଖି ଆପଣ ବି ପ୍ରଶଂସା ନକରି ରହି ପାରିବେନି

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେହି କଳକାର ମାନକ ମଧ୍ୟରୁ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଏହି ଦୁଇ କଳାକାର ନିଜର ଅଭିନୟ ବ୍ଯତୀତ ସୁନ୍ଦରତା, ଷ୍ଟାଇଲିସ, ଲୁକ ପାଇଁ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାଡ଼ିଛନ୍ତି ।

ଆଜିକା ଡେଟରେ ଏହି ଦୁଇ କଳାକାର ନିଜ ନିଜ ରିୟଲ ଲାଇଫରେ ବ୍ୟସ୍ତ ରହୁଛନ୍ତି । ଏହି ଦୁଇ କଳାକାର ଏମିତି କିଛି କାମ କରିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରିବେ ନାହି । ସେହି କାମ କଣ ରହିଛି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଓଲିଉଡ ଜଗତରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ବର୍ଷା ଅନେକ ସୁପର ଡୂପର ଫିଲ୍ମରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି ।

ବର୍ତ୍ତମାନ ଦେଶରେ ବ୍ୟାପୀଥିବା କୋରୋନା ଭାଇରସ ଯୋଗୁ ସବୁ ଫିଲ୍ମ ସୁଟ ବନ୍ଦ ରହିଛି । ଏହି ବିପଦଜନକ ସମୟରେ ଏହି ଦୁଇ କଳାକାର ନିଜର ବ୍ୟକ୍ତିଗତ ସମୟ ବାହାର କରି ସମାଜ ସେବାରେ ନିଜକୁ ନିଯୋଜିତ କରିଛନ୍ତି । ଅଭିନେତ୍ରୀ ବର୍ଷାଙ୍କର ୪ଟି ଟ୍ରଷ୍ଟ ରହିଛି ଯାହାର ନାଁ ହେଉଛି ସମାନୀତା ଅଟେ । ଏହା ସହ ଅଭିନେତା ସବ୍ୟସାଚୀଙ୍କର ମଧ୍ୟ ଏକ ଟ୍ରଷ୍ଟ ରହିଛି ଯାହାର ନାଁ ହେଉଛି ସ୍ମାଇଲ ପ୍ଳିଜ ଅଟେ ।

ଏହି ଦୁଇ କଳକାର କୌଣସି ଫିଲ୍ମ ବା ଅନ ସ୍କ୍ରିନରେ ନୁହେଁ ବରଂ ଅଫ ସ୍କ୍ରିନରେ ଏକାଠି ହୋଇ ଲୋକ ମାନଙ୍କୁ କୋରୋନାରେ ସମୟରେ ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି । ବର୍ଷା ଓ ସବ୍ୟସାଚୀ ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କୁ ସହାୟତା କରୁଛନ୍ତି । ଏହି ଦୁଇ କଳାକାରଙ୍କର ସଂସ୍ଥା ଗରିବ ଦୁଖୀ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ହାତ ବଢାଇଛନ୍ତି । ବର୍ତ୍ତମାନ ଦେଶରେ କୋରୋନାରେ ଆକ୍ରାନ୍ତ ହୋଇ ସାଧାରଣ ଲୋକ ମାନେ କେତେ ଯେ ହଇରାଣ ହରକତ ହେଉଛନ୍ତି ତାହା କହି ହେବ ନାହି ।

ଏହି ଭଳି ଜଟିଳ ପରିସ୍ଥିତିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ସବ୍ୟସାଚୀ ଏକ ହୋଇ ଏଭଳି ମହାନ କମ କରିଛନ୍ତି ଯାହା ଅତି ପ୍ରଶଂସନୀୟ ଅଟେ ଯାହାକୁ ସମସ୍ତେ ସମାନ ଦେବା ଉଚିତ । ଏହି ଦୁଇ କଳାକାର ନିଜର ଟ୍ରଷ୍ଟ ଜରିଆରେ ଲୋକ ମାନଙ୍କର ଜରୁରୀ ଜିନିଷ ଯୋଗାଇବା ସହ ତାଙ୍କର ଦୁଖ ସୁଖ ମଧ୍ୟ ବୁଝିବାକୁ ନିଜେ ଯାଉଛନ୍ତି । ବର୍ଷା ଓ ସବ୍ୟସାଚୀଙ୍କର ଏଭଳି କାମ ପାଇଁ ପୁରା ଓଡିଶା ବାସୀ ଧନ୍ୟବାଦ ଦେବା ଉଚିତ । ଏହା ସହ ସବ୍ୟସାଚୀ ନିଜ ସୋସିଆଲ ଆକାଉଣ୍ଟରେ ବର୍ଷାଙ୍କୁ ଏପରି କାମ କରୁଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ବନ୍ଧୁଗଣ ଅଭିନେତ୍ରୀ ବର୍ଷା ଓ ଅଭିନେତା ସବ୍ୟସାଚୀଙ୍କର ଏହି ଭଳି ମହାନତା କାମ ପାଇଁ ଆପଣ ମାନଙ୍କ କଣ ମତାମତ ରହିଛି ଆମକୁ କମେଣ୍ଟ ମଧ୍ୟମରେ ଜଣାଇବେ । ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।