କୋଟି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ହେଲେ ସଂସ୍କାର ଭୁଲି ନାହାନ୍ତି, କେବେ ବି ଫିଲ୍ମରେ ଦିଅନ୍ତି ନାହିଁ କିସିଙ୍ଗ ସିନ

ଭାରତୀୟ ସିନେମା ଜଗତରେ କିଛି ଏମିତି ବି ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ କୋଟି କୋଟି ଟଙ୍କାର ଅଫର ବି ମିଳିଯାଏ କିନ୍ତୁ ସେମାନେ କିସିଙ୍ଗ ସିନ ଦିଅନ୍ତି ନାହିଁ । ଏମିତି ହିଁ ଏକ ଅଭିନେତ୍ରୀ ଅଟନ୍ତି ‘ଅନୁପମା ପରମେଶ୍ୱରନ’ । ଯିଏ ସାଉଥ ଇଣ୍ଡିଆର ବହୁତ ସୁନ୍ଦର ଓ ପପୁଲାର ଅଭିନେତ୍ରୀ ଅଟନ୍ତି । ଅନୁପମା ପରମେଶ୍ୱରନ ଅଭିନେତ୍ରୀ ହେବା ସତ୍ବେ ବି ନିଜର ସଂସ୍କାର ଭୁଲନ୍ତି ନାହିଁ । ଅନୁପମା ପରମେଶ୍ୱରନ ଏତେ ସଂସ୍କାରୀ ଅଟନ୍ତି କି ସେ କେବେ ବି କୌଣସି ଫିଲ୍ମରେ କିସିଙ୍ଗ ସିନ ଦିଅନ୍ତି ନାହିଁ ଓ ସେ ନିଜର ଡ୍ରେସ ଷ୍ଟାଇଲର ଏତେ ଧ୍ୟାନ ରଖନ୍ତି କି ଯାହା ଦ୍ଵାରା ତାଙ୍କର ସଭ୍ୟତାକୁ ଆଘାତ ନ ପହଞ୍ଚିବ ।

ଅନୁପମା ପରମେଶ୍ୱରନ ଶଟ ଓ ମର୍ଡନ ଡ୍ରେସ ଛାଡି ସବୁବେଳେ ଫୁଲ ଡ୍ରେସ ପିନ୍ଧନ୍ତି । ସୋସିଆଲ ମିଡିଆରେ ଯେତେବେଳେ ବି ସେ ନିଜର କୌଣସି ଫଟୋ ଶେୟାର କରନ୍ତି ତେବେ କୋଟି କୋଟି ଲୋକମାନେ ତାଙ୍କର ଫଟୋକୁ ଲାଇକ ଓ ଶେୟାର କରିଥାନ୍ତି ।

ଅନୁପମା ପରମେଶ୍ୱରନଙ୍କ ବୟସ ୨୪ ବର୍ଷ ଅଟେ । ସେ ମାତ୍ର ୧୯ ବର୍ଷ ବୟସରେ ହିଁ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ସେ ତାମିଲ, ତେଲଗୁ, ମାଲାୟାଲମ ଓ କନ୍ନଡ଼ ଫିଲ୍ମରେ ବି କାମ କରିସାରିଛନ୍ତି । ଅନୁପମା ପରମେଶ୍ୱରନ ବହୁତ ସୁନ୍ଦର ଓ ଆକର୍ଷକ ଦେଖା ଯାଆନ୍ତି । ତାଙ୍କର ପରି ଭଳି ସୁନ୍ଦରତାର ଦିବନା ପୁରା ଭାରତ ଅଟେ । ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ ତାଙ୍କର ଶାଢୀ ପିନ୍ଧିଥିବା ଫଟୋ ବହୁତ ଭାଇରାଲ ହେଉଛି ।