ଇଏ ହେଉଛନ୍ତି ମାଇକଲ ଜ୍ୟାକ୍ସନଙ୍କ ଝିଅ, ସୁନ୍ଦରତାରେ ହିରୋଇନମାନେ ବି ତାଙ୍କ ଆଗରେ ପଡିଯାନ୍ତି ଫିକା, ଦେଖନ୍ତୁ

ମାଇକଲ ଜ୍ୟାକ୍ସନ ଆମେରିକାର ଫେମସ ପପ ସିଙ୍ଗର ଓ ଡ୍ୟାନ୍ସର ଥିଲେ । ସେ ନିଜର ଡାନ୍ସ ଓ ମ୍ୟୁଜିକ ପାଇଁ ପୁରା ବିଶ୍ଵରେ ଲୋକପ୍ରିୟ ଥିଲେ । ମାଇକଲ ଜ୍ୟାକ୍ସନଙ୍କୁ ‘କିଙ୍ଗ ଅଫ ପପ’ ନାମରେ ବି ଜଣା ଯାଉଥିଲା । ମାଇକଲ ଜ୍ୟାକ୍ସନଙ୍କର ଡ୍ୟାନ୍ସ କରିବାର ଏକ ଅଲଗା ଷ୍ଟାଇଲ ଥିଲା । ଆପଣଙ୍କୁ କହି ଦେଉଛୁ କି ମାଇକଲ ଜ୍ୟାକ୍ସନ ନିଜ ପରିବାରର ଅଷ୍ଟମ ସନ୍ତାନ ଥିଲେ । ୧୯୬୪ରେ ସେ ନିଜ ଭାଇ ଜ୍ୟାକି, ଟିଟୋ ଓ ମାର୍ଲୋଙ୍କ ସହ ମିଶି ମ୍ୟୁଜିକରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ମାଇକଲ ଜ୍ୟାକ୍ସନଙ୍କର ନାମ ଇତିହାସର ସବୁଠୁ ପ୍ରଭାବଶାଳୀ ଓ ପ୍ରସିଦ୍ଧ ଆର୍ଟିଷ୍ଟମାନଙ୍କ ମଧ୍ୟରେ ସାମିଲ ଅଛି । ଆଜି ସେ ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ଜାଦୁ ଆଜି ବି ଲୋକମାନଙ୍କ ମଧ୍ୟରେ ଦେଖାଯାଏ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ମାଇକଲ ଜ୍ୟାକ୍ସନଙ୍କର ମୁର୍ତ୍ୟୁ ୨୫ ଜୁନ ୨୦୦୯ରେ ହୋଇଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ମାଇକଲ ଜ୍ୟାକ୍ସନଙ୍କର ସୁନ୍ଦର ଝିଅ ବିଷୟରେ କହିବାକୁ ଯାଉଛୁ । ତାଙ୍କ ଝିଅଙ୍କର ନାମ ପେରିସ ମାଇକଲ କେଥରୀନ ଜୈକ୍ସନ ଅଟେ । ଚାଲନ୍ତୁ ପେରିସଙ୍କ ବିଷୟରେ ଜାଣିବା

ମାଇକଲ ଜ୍ୟାକ୍ସନଙ୍କ ଠାରୁ ବି ସୁନ୍ଦର ଦେଖାଯାନ୍ତି ତାଙ୍କର ଝିଅ

Image courtesy: Google

 

ମାଇକଲ ଜ୍ୟାକ୍ସନଙ୍କର ଝିଅ ପେରିସ ମାଇକଲ କେଥରୀନ ଜୈକ୍ସନ ଆମେରିକାର ଜଣେ ମଡେଲ ଓ ଅଭିନେତ୍ରୀ ଅଟନ୍ତି । ପେରିସ ବହୁତ ସୁନ୍ଦର ତ ଅଟନ୍ତି ଏହା ସହିତ ସେ ଗ୍ଲୈମରସ ବି ଅଟନ୍ତି । ସେ ନିଜ ପିତାଙ୍କ ଭଳି ଟ୍ୟାଲେନ୍ଟେଡ ବି ଅଟନ୍ତି । ପେରିସଙ୍କର ଜନ୍ମ ୩ ଏପ୍ରିଲ ୧୯୯୮ରେ କ୍ୟାଲିଫୋର୍ନିୟାରେ ହୋଇଥିଲା । ୨୦ ବର୍ଷ ବୟସରେ ପେରିସ ବହୁତ ନାମ ଅର୍ଜନ କରିଛନ୍ତି । ପେରିସ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ବି ରହିଥାନ୍ତି ଓ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି ।

Image courtesy: Google

ପେରିସ ସବୁଦିନ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଏହା ଛଡା ସେ କେତେ ଥର ନିଜର ଟପଲେସ ଫୋଟୋ ବି ଶେୟାର କରିଛନ୍ତି । ପେରିସ କୁହନ୍ତି କି ମନୁଷ୍ୟ ଶରୀର ଏକ ସୁନ୍ଦର ରଚନା ଅଟେ ଓ ଏହା ଫରକ ପଡେ ନାହିଁ କି ସେଥିରେ କଣ ଅସୁବିଧା ଅଛି । ଏହି ସବୁ ଜିନିଷ ଆପଣଙ୍କର ସୁନ୍ଦରତାକୁ କମ କରେ ନାହିଁ । ପେରିସ ବୁଲିବାକୁ ବହୁତ ପସନ୍ଦ କରନ୍ତି । କହିବାକୁ ଗଲେ ସେ କୌଣସି ହଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ।

Image courtesy: Google

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।