Bollywood ର ସୁପର ଷ୍ଟାର Hrithik Roshan ଙ୍କ ସ୍ତ୍ରୀ ଦେଖିବା ବହୁତ ସୁନ୍ଦର ଓ ଷ୍ଟାଇଲିସ, ଥରେ ଦେଖିଲେ ନଜର ହଟେଇ ପାରିବେନି

ବଲିଉଡ ଜଗତର ଏପରି ସବୁ କଳାକାର ବା ଅଭିନେତ୍ରୀ ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିଶ ଥାଆନ୍ତି । ଏହି ବଲିଉଡର କଳାକାର ମାନେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନକୁ ମୋହିନେଇଥାନ୍ତି । ତାଙ୍କର ଫ୍ୟାନ ମାନେ ତାଙ୍କୁ ଦେଖିବାକୁ ପାଗଳ ପ୍ରାୟ ହୋଇଯାନ୍ତି । ଏହିପରି ଜଣେ ବଲିଉଡର କଳାରଙ୍କ ବିଷୟରେ ଜାଣିବା ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିବା । ସେହି କଳାକାର ବା ଅଭିନେତା ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଫେମସ କଳାକାର ବା ଅଭିନେତା ହ୍ରୀତିକ ରୋଶନ ।

ହ୍ରୀତିକ ରୋଶନ ବଲିଉଡର ଜଣେ ଭଲ ଡ୍ୟାନ୍ସର ଭାବରେ ମଧ୍ୟ ପ୍ରସିଦ୍ଧି ପାଇଛନ୍ତି । ସେ ବଲିଉଡରେ ବହୁତ ସଫଳ ଫିଲ୍ମ ରେ ଅଭିନୟର ପାରିଦର୍ଶିତା ଦେଖାଇଛନ୍ତି । ସେ ୬ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ହ୍ରୀତିକଙ୍କୁ ଭାରତରୁ ସର୍ବଶ୍ରେଷ୍ଠ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ମାନାଯାଏ ।

ଅଭିନୟ ଛଡା ହ୍ରୀତିକ ଷ୍ଟେଜ ସୋ ଲରିବା ସହ ପାର୍ଶ୍ୱ ଗାୟଲ ମଧ୍ୟ ଅଛନ୍ତି । ତାଙ୍କ ଦ୍ୱାରା କରିଥିବା ଅଭିନୟର ଚରିତ୍ରକୁ ଦର୍ଶକଙ୍କ ସହ ଆଲୋଚକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ସେ ସବୁ ପ୍ରକାରର ଚରିତ୍ରରେ ଅଭିନୟ କରିବାରେ ପାରଦର୍ଶିତା ହାସଲ କରିଛନ୍ତି । ଅଭିନୟ ଛଡା ଭଲ ଡ୍ୟାନ୍ସ ମଧ୍ୟ କରନ୍ତି । ତାଙ୍କୁ ବଲିଉଡରେ ଏକ ଡ୍ୟାନ୍ସର ଭାବରେ ପ୍ରସିଦ୍ଧି ମିଳିଛି । ହ୍ରୀତିକ ରୋସନଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ରାକେଶ ରୋଶନ ଅଟେ ।

ରାକେଶ ରୋଶନ ବାଲିଉର ଜଣେ ପ୍ରସିଦ୍ଧ କଳାକାର ଥିଲେ । କିନ୍ତୁ ଏବେ ସେ ଏକ ନିର୍ଦେଶକ ଓ ଫିଲ୍ମ ନିର୍ମାତା ଭାବରେ କାର୍ଯ୍ୟ କରୁଛନ୍ତି । ହ୍ରୀତିକଙ୍କୁ ପୁରା ପରିବାର ଫିଲ୍ମ ସହ ଜଡିତ ଥିଲେ ତାଙ୍କ ଜେଜେ ବାପା ନିର୍ମାତା ନିର୍ଦେଶକ ଓମପ୍ରକାଶ ମେହେରା ହ୍ରୀତିକଙ୍କୁ ମାତ୍ର ୬ ବର୍ଷ ବୟସରୁ କ୍ୟାମେରା ସାମ୍ନାକୁ ଫିଲ୍ଲଂ ଆଶାରେ ତାଙ୍କ ବିନା ଅନୁମତି ରେ ଆଣିଥିଲେ । ହ୍ରୀତିକ ମୁମ୍ବାଇର ଷ୍ଟକିସ୍ଟ ସ୍କୁଲରୁ ଆରମ୍ଭ ହୋଇଥିଲା ।

ଏହାପରେ ସେ ସ୍ଵିଡେନରେ କମର୍ସରେ ଡିଗ୍ରୀ ହାସକ କରିବା ପାଇଁ ପାଠ ପଢିବାକୁ ଚାଲି ଯାଇଥିଲେ । ସ୍କୁଲ ଓ କଲେଜ ପାଠ ପଢି ସାରିବା ପରେ ମାଷ୍ଟ୍ରର ଡିଗ୍ରୀ ହାସଲ କରିବା ପାଇଁ ଆମେରିକା ଚାଲିଗଲେ । ହ୍ରୀତିକଙ୍କ ଫିଲ୍ମ କ୍ୟାରିୟର ମୁଖ୍ୟ ଅଭିନେତା ଭାବରେ କହନା ପ୍ୟାର ହେ ରୁ ଆରମ୍ଭ ହୋଇଥିଲା । ଏହି ଫିଲ୍ମର ନିର୍ଦେଶକ ତାଙ୍କ ପିତା ରାକେଶ ରୋଶନ ଥିଲେ । ଏବେ ଆସନ୍ତୁ ଜାଣିବା ହ୍ରୀତିକଙ୍କ ସ୍ତ୍ରୀଙ୍କ ବିଷୟରେ । ତାଙ୍କ ସ୍ତ୍ରୀଙ୍କ ନାମ ସୁଜେନ ଅଟେ । ହ୍ରୀତିକଙ୍କର ଦୁଇଟି ପୁତ୍ର ଅଛନ୍ତି ।

ତାଙ୍କର ନାମରେ ରିଦାନ ଓ ରିୟାନ ଅଟେ । ହ୍ରୀତିକ ଓ ସୁଜନଙ୍କ ସମ୍ପର୍କ ବହୁତ ଦିନ ରହି ନ ଥିଲା । ତାଙ୍କର ବିବାହ ବିଛେଦ ବର୍ଷ ୨୦୧୪ ରେ ହୋଇଥିଲା । ହ୍ରୀତିକ ଓ ସୁଜେନଙ୍କ ବିବାହ ବିଚ୍ଛେଦର କୌଣସି ପ୍ରଭାବ ହ୍ରୀତିକ ତାଙ୍କର ପୁତ୍ର ଉପରେ ପଡ଼ିବାକୁ ଦେଇନଥିଲେ । ଆଜି ଦୁଇ ୨୦୧୪ ରେ ହୋଇଥିଲା । ହ୍ରୀତିକ ଓ ସୁଜେନଙ୍କ ବିବାହ ବିଚ୍ଛେଦର କୌଣସି ପ୍ରଭାବ ହ୍ରୀତିକ ତାଙ୍କର ପୁତ୍ର ଉପରେ ପଡ଼ିବାକୁ ଦେଇନଥିଲେ । ଆଜି ଦୁଇଜଣଙ୍କୁ ନିଜ ସନ୍ତାନଙ୍କ ସହ ମସ୍ତି କରିବାର ଦେଖିବାକୁ ମିଳେ । ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲାକି ସୁଜେନ ଓ ହ୍ରୀତିକ ଦୁଇଜଣ ଭଲ ବନ୍ଧୁ ଭାବରେ ସମ୍ପର୍କ ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।