କଣ ଲାଗନ୍ତି ଏହି ଛୋଟ ପିଲାମାନେ ଏହି ହୀରୋ ମାନଙ୍କର, ପ୍ରଥମ ଥର ପାଇଁ ଦେଖନ୍ତୁ

ଓଡିଆ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୀତାରା ମାନେ ଖୁବ ଲୋକପ୍ରିୟତା ହାସଲ କରିବା ସହ ଆଜିକା ଡେଟରେ ଘରେ ଘରେ ପରିଚିତ ହୋଇ ପଡ଼ିଛନ୍ତି । କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପଡ଼ିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଛୋଟ ପିଲା ମାନଙ୍କ ସହ କଣ ସମ୍ପର୍କ ରହିଛି । “ଅନୁଭବ ମହାନ୍ତି” : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଜଗତର ସୁପର ଷ୍ଟାର ଓ ରାଜନୀତି ଦୁନିଆରେ ପାଦ ଦେଇଥିବା ଅଭିନେତା ଅନୁଭବ ମହାନ୍ତି ।

ଅନୁଭବ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଡିଆ ଫିଲ୍ମରେ କାମ କରି ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ଭିଡିଓରେ ସେ ଯେଉଁ କୁନି ଝିଅକୁ ଧରିଛନ୍ତି ସେ ତାଙ୍କ ଭାଇ ଅନୁପ୍ରସ ମହାନ୍ତିଙ୍କର ଯାହାଙ୍କ ସହ ଅନୁଭବଙ୍କର ବେଶ ଭଲ ସମ୍ପର୍କ ରହିଛି ।

“ଆକାଶ ଦାସ ନାୟକ” : ଓଡିଆ ଜଗତରେ ସାନଦାର ଅଭିନୟ କରିବା ସହ ଅଭିନେତା ଆକାଶ ଦାସ ନାୟକ ରାଜନୀତିରେ ମଧ୍ୟ ପରିଚିତ ଅଟନ୍ତି । ଏହି ଭିଡିଓରେ ଆକାଶ ଯେଉଁ କୁନି ପୁଅକୁ ଧରିଛନ୍ତି ସେ ହେଉଛନ୍ତି ତାଙ୍କ ନିଜର ପୁଅ ଯାହାକୁ ଆକାଶ ବହୁତ ଭଲ ପାଆନ୍ତି ।

“ଅରିନ୍ଦମ” : ଆମ ଲିସ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଜବରଦସ୍ତ ଅଭିନୟ ଦ୍ଵାରା ଆକ୍ସନ ହିରୋ ଅରିନ୍ଦମ ଯିଏ ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥାନ୍ତି । ଏହି ଭିଡିଓରେ ସେ ଯେଉଁ କୁନି ପିଲା ସହ ନଜର ଆସୁଛନ୍ତି ସେ ହେଉଛନ୍ତି ତାଙ୍କ ଭାଇଙ୍କର ଝିଅ ଯାହା ସହ ଅରରିନ୍ଦମଙ୍କର ବେଶ ଭଲ ସମ୍ପର୍କ ରହିବା ସହ ସେ ଅଧିକାଂଶ ସମୟ କୁନି ପିଲା ସହ ବିତାନ୍ତି ।

“ସମ୍ରାଜ” : ଓଡିଆ ଫିଲ୍ମ ଜଗତରୁ ଗତ କିଛି ଦିନ ହେବ ଦୂରରେ ରହିଥିବା ଅଭିନେତା ସମ୍ରାଜ ଏହି ଭିଡିଓରେ ନିଜ ପୁଅ ସହ ନଜର ଆସୁଛନ୍ତି । ଓଡିଆ ଫିଲମରେ ସେ ଖଳନାୟକ ଚରିତ୍ରରେ ଅଭିନୟ କରିବାର ନଜର ଆସନ୍ତି ।

“ମନୋଜ”: ଓଡିଆ ଚଳଚିତ୍ର ରେ ଖଳନାୟକ ଭୂମିକାରେ ନଜର ଆସୁଥିବା ଅଭିନେତା ମନୋଜଙ୍କୁ କିଏ ନ ଜାଣିଛନ୍ତି । ଏହି ଭିଡିଓରେ ସେ ନିଜ ଝିଅ ସହ ନଜର ଆସିଛନ୍ତି । ସେ ନିଜ ଝିଅଙ୍କୁ ବହୁତ ଭଲ ପାଆନ୍ତି ବୋଲି ନିଜ ଇଂଷ୍ଟାଗ୍ରାମରେ ଜଣାଇଛନ୍ତି ।

“ଶ୍ରିତମ ଦାସ” : ଓଲିଉଡ ଜଗତରେ ଅନେକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଶ୍ରିତମ ଦାସଙ୍କୁ କିଏ ନ ଜାଣିଛନ୍ତି । ଏହି ଭିଡିୟରେ ସେ ନିଜ ଝିଅ ସହ ନଜର ଆସୁଛନ୍ତି ଯାହାକୁ ଦିନେ ନ ଦେଖିଲେ ସେ ରହି ପାରନ୍ତି ନାହି । ତାଙ୍କ ଝିଅ ତାଙ୍କ ଜୀବନ ବୋଲି ଶ୍ରିତମ କହିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।