ଶ୍ୱେତା ତିବାରୀଙ୍କ ଝିଅ ପଲକ ଦେଖାଇଲେ ଗ୍ଲାମରସ ଅନ୍ଦାଜ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋସବୁ, ଦେଖନ୍ତୁ

ଟେଲିଭିଜନ ଦୁନିଆରେ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ଲିସ୍ଟରେ ସାମିଲ ଥିବା ଶ୍ୱେତା ତିବାରୀଙ୍କର ଝିଅ ବର୍ତ୍ତମାନ ଚର୍ଚାରେ ଅଛନ୍ତି । କହିବାକୁ ଗଲେ ଶ୍ୱେତା ତିବାରୀଙ୍କ ଝିଅ ପଲକ ତିବାରୀ ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ ନିଜର ଗ୍ଲାମରସ ଲୁକ ଦ୍ଵାରା ହଙ୍ଗାମା କରୁ ଛନ୍ତି । ପ୍ରାୟତଃ ପଲକ ତିବାରୀଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଯେଉଁଥିରେ ତାଙ୍କର ଲୁକକୁ ବହୁତ ପସନ୍ଦ କରା ଯାଏ ।

ଏହା ଛଡା କେତେ ଥର ସେ ନିଜର ଡ୍ରେସିଂଗ ସେଂସକୁ ନେଇ ବି ଟ୍ରୋଲ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଶ୍ୱେତା ତିବାରୀଙ୍କ ଝିଅ ପଲକ ତିବାରୀଙ୍କୁ ଭଲ ଭାବରେ ଜଣା ଅଛି କି କେମିତି ମିଡିଆ ନଜରରେ ଆସିବାର ଅଛି ଓ ଦୁନିଆରେ ଫେମସ ହେବାର ଅଛି । ଯେଉଁ କାରଣରୁ ସେ ବର୍ତ୍ତମାନ ଠାରୁ ହିଁ ଗ୍ଲାମରସ ଫଟୋଶୁଟ କରିବା ଆରମ୍ଭ କରି ଦେଇଛନ୍ତି । କହିଦେଉଛୁ କି ପଲକ ତିବାରି ପ୍ରାୟତଃ ନିଜର ଫଟୋ ଶେୟାର କରିଥାନ୍ତି । ଆପଣ ବି ତାଙ୍କର ଲୁକକୁ ଦେଖି ଦିବାନା ହୋଇଯିବେ ।

ଗ୍ଲାମରସ ଲୁକରେ କରିଲେ ହଙ୍ଗାମା

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ପଲକ ତିବାରିଙ୍କ ଗ୍ଲାମରସ ଲୁକ ନଜର ଆସୁଛି । ସମସ୍ତେ ତାଙ୍କର ଫଟୋକୁ ଦେଖିବା ପାଇଁ ପାଗଳ ହେଉଛନ୍ତି । ସେ ନିଜର ଷ୍ଟାଇଲ ଦ୍ଵାରା ଲୋକମାନଙ୍କୁ ଦିବାନା କରୁଛନ୍ତି । ଏହା ସହିତ ସେ ଭଲ ଭଲ ପୋଜ ବି ଦେଉଛନ୍ତି । ଫଟୋ ଶେୟାର କରିବା କାରଣରୁ ସେ ଲଗାତର ଚର୍ଚାରେ ବି ରହିଥାନ୍ତି ।

ଘାଇଲା କରିଦେବା ଭଳି ତାଙ୍କର ଅନ୍ଦାଜ

ପଲକ ତିବାରିଙ୍କର ଡ୍ରେସିଂଗ ସେଂସ ବି ବହୁତ ଭଲ ଅଟେ । ପ୍ରାୟତଃ ସେ ଯୂନିକ ଡ୍ରେସରେ ନଜର ଆସିଥାନ୍ତି । ଯେଉଁ କାରଣରୁ ତାଙ୍କର ଫ୍ୟାନ ଫଲୋଇଂଗ ବି ଅଧିକ ଅଟନ୍ତି ।

ଜଲ୍ଦି ହିଁ ହୋଇପାରେ ବଲୀଉଡରେ ଡେବ୍ୟୁ

ଯେଉଁଠି ଗୋଟିଏ ପଟେ ଶ୍ୱେତା ତିବାରୀ ଟେଲିଭିଜନ ଦୁନିଆରେ ନିଜର ନାଁ କରିଛନ୍ତି, ଅନ୍ୟ ପଟେ ତାଙ୍କର ଝିଅ ପଲକ ତିବାରି ବି ବଲୀଉଡରେ ଡେବ୍ୟୁ କରିବାର ପ୍ଳାନ କରୁଛନ୍ତି । ଯାହାର ପ୍ରସ୍ତୁତି ବି ସେ ଆରମ୍ଭ କରି ଦେଇଛନ୍ତି । ଖବର ଅନୁସାରେ ଶ୍ୱେତା ତିବାରୀ ଚାହୁଁଛନ୍ତି କି ତାଙ୍କର ଝିଅ ଟିଭି ଦୁନିଆରେ ନୁହେଁ ଫିଲ୍ମ ଦୁନିଆରେ ନିଜର କ୍ୟାରିୟର ଗଢୁ ଓ ତାଙ୍କ ଠାରୁ ବି ବଡ ଅଭିନେତ୍ରୀ ହେଉ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।