ଶ୍ରୁତି ହାସନ ଖୋଲିଲେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ରାଜ୍, କହିଲେ – ଅଭିନେତ୍ରୀଙ୍କ ସହ ହୋଇଥାଏ ଏମିତି ବ୍ୟବହାର

ଆଜି ଯଦି କୌଣସି ସାଧାରଣ ଲୋକ ମାନଙ୍କୁ କୁହାଯାଏ କି ଆପଣଙ୍କ ଝିଅ କଣ ହେବ ତେବେ ଲୋକ ମାନେ ଡାକ୍ତର, ଇଞ୍ଜିନିୟର କିମ୍ବା ଟିଚର ହେବା କଥା କୁହନ୍ତି କିନ୍ତୁ ଏହା କେହି ବି କୁହନ୍ତି ନାହିଁ କି ତାଙ୍କ ଝିଅ ଅଭିନେତ୍ରୀ ହେବ । କାରଣ ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ ଯଦି ପ୍ରତିଭାଶାଳୀ ନୁହେଁ ତେବେ ତାଙ୍କୁ କାସ୍ଟିଂଗ କାଉଚର ଶିକାର ହେବାକୁ ପଡି ଥାଏ ।

କିଛି ଏମିତି ହିଁ କହିଥିଲେ ବଲୀଉଡ ଓ ସାଉଥର ଅଭିନେତ୍ରୀ ଶ୍ରୁତି ହାସନ । ସେ ନିଜେ କହିଲେ କି ଇଣ୍ଡଷ୍ଟ୍ରିରେ କଣ କଣ ହୋଇଥାଏ ?

ଶ୍ରୁତି ହାସନ ଖୋଲିଲେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ରହସ୍ୟ

ବଲୀଉଡର ଅଭିନେତ୍ରୀ ଶ୍ରୁତି ହାସନ ବହୁତ ସମୟ ହେବ ବଲୀଉଡରେ କାମ କରୁ ନାହାନ୍ତି । କେବଳ ବଲୀଉଡରେ ନୁହେଁ ସାଉଥ ଫିଲ୍ମରୁ ବି ସେ ବ୍ରେକ ନେଇଛନ୍ତି । ବର୍ତ୍ତମାନ ଶେ ଏନଜିଓ ଆରପୀଜୀକୁ ସପୋର୍ଟକୁ କରିଥିଲେ ଓ ସେଠାରେ ସେ ନ୍ୟୁଜ ୧୮ ଚ୍ୟାନେଲ ସହ କଥା ବି ହୋଇଥିଲେ । ସେ ନିଜର ପର୍ସନଲ ଲାଇଫ କାରଣରୁ ୧ ବର୍ଷ ବ୍ରେକ ନେଇଥିଲେ ।

ସେ ଏହା ମଧ୍ୟରେ ନିଜର ଇଂଟରନେଶନଲ ମ୍ୟୁଜିକ ଆଲବମରେ କାମ କରୁଥିଲେ ଓ ଏହା ଛଡା ସେ ଜଲ୍ଦି ହିଁ ଇଂଟରନେଶନଲ ଟିଭି ସିରିଜରେ ବି ନଜର ଆସିବେ । ନ୍ୟୁଜ ୧୮ ଚ୍ୟାନେଲ ସହ କଥା ହେବା ସମୟରେ ଶ୍ରୁତିଙ୍କୁ ଯେତେବେଳେ ହିନ୍ଦୀ ଫିଲ୍ମକୁ ଫେରିବା ଉପରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ସେ କୌଣସି ଫିଲ୍ମ ସାଇନ କରି ନାହାନ୍ତି ।

ଶ୍ରୁତି କହିଲେ କି, ‘ମୁଁ ବ୍ରେକ ନେଇ ଥିଲି କିନ୍ତୁ ଜଲ୍ଦି ହିଁ ମୁଁ ଫେରିବି । ଅଭିନେତ୍ରୀଙ୍କୁ ଅଭିନେତାଙ୍କ ତୁଳନାରେ କମ ଫିସ ଦିଆଯିବା ଉପରେ ଶ୍ରୁତି କହିଲେ କି ତାଙ୍କ ସହିତ ବି ଏହା ହୋଇଛି କି ଯେତେବେଳେ ଅଭିନେତାଙ୍କ ତୁଳନାରେ ତାଙ୍କୁ ଫିସ କମ ମିଳିଥିଲା । ଏହା ସେ ମଧ୍ୟ ବିରୁଦ୍ଧ କରିଥିଲେ ।

ଶ୍ରୁତି କହିଲେ କି, ‘ବହୁତ ଚେଞ୍ଜେସ ହେଉଛି ଓ ଏମିତି ନୁହେଁ କି କେବଳ ବଲୀଉଡରେ ହିଁ ଅଭିନେତ୍ରୀମାନଙ୍କୁ କମ ଫିସ ମିଳିଥାଏ । ଏହା ସାଉଥ ଇଣ୍ଡଷ୍ଟ୍ରିରେ ବି ହୋଇଥାଏ । ବର୍ତ୍ତମାନ ବହୁତ କିଛି ପରିବର୍ତ୍ତନ ଆଣିବାର ଅଛି ଯାହା ଦ୍ଵାରା ଆସନ୍ତା ସମୟରେ ମହିଳାଙ୍କୁ ପୁରୁଷଙ୍କ ସମାନ ଦେଖା ଯାଇ ପାରିବ ।

ମହିଳାଙ୍କର ସେଫ୍ଟୀ ଉପରେ #metoo ଅଭିଯାନର ପ୍ରଶ୍ନରେ ଶ୍ରୁତି କୁହନ୍ତି କି ଚେଞ୍ଜେସ ତ ଆସିଛି । ଏହା ସହିତ #metoo ବହୁତ ଭଲ ପାଇଁ ହିଁ ହୋଇଛି ଓ ଚେଞ୍ଜେସ କେବେ ବି ତୀବ୍ର ଗତିରେ ହୋଇ ନଥାଏ ।  ଆପଣଙ୍କୁ କହିଦେଉଛୁ କି #metoo ମୁହୀମ ସମୟରେ ସାଉଥ ଇଣ୍ଡଷ୍ଟ୍ରିରେ ବହୁତ ମାମଲା ସାମ୍ନାକୁ ଆସିଥିଲା, ଏମିତିକି ଆକ୍ଟ୍ରେସ ମାନଙ୍କୁ କାଷ୍ଟିଙ୍ଗ କାଉଚ ର ସାମ୍ନା ବି କରିବାକୁ ପଡିଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।