ଏହା ହେଉଛି Bollywood ର 6 ଟି ପପୁଲାର ଶଶୁର-ବୋହୁ ଯୋଡି, ଯାହାଙ୍କ ମଧ୍ୟରେ ରହିଛି ବାପା-ଝିଅ ପରି ଭଲ ପାଇବା

ବନ୍ଧୁଗଣ ଆମ ବଲିଉଡ ଜଗତରେ ଏକ ରୁ ବଢି କରି ଏକ ଅଭିନେତ୍ରୀ ଅଛନ୍ତି । ଯିଏ ନିଜର ଅଭିନୟ ଓ ସୁନ୍ଦରତା ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ଏବଂ ନିଜର ସୁନ୍ଦର ଅଭିନୟ ରେ ସେମାନେ ଅନେକ ସିନେମା କୁ ସଫଳ କରେଇ ପାରିଥିଲେ ଓ ସୁପର ହିଟ ମଧ୍ୟ କରିଥିଲେ । ଏବଂ ନିଜର ଲୋକ ପ୍ରିୟତା ଯୋଗୁଁ ଅନେକ ଅଭିନେତା ଙ୍କୁ ପଛରେ ପକେଇ ଦେଇଛନ୍ତି । ଏବଂ ସବୁବେଳେ ଏହି ଅଭିନେତ୍ରୀ ମାନେ ନିଜର ବାସ୍ତବ ଜୀଵନ କୁ ନେଇ ହେଉ କିମ୍ବା ନିଜର ଅଭିନୟ ଓ ସିନେମା ଯୋଗୁଁ ସବୁବେଳେ ଚର୍ଚ୍ଚା ରେ ରହିଥାଏ ।

ଏବଂ ସେଥିପାଇଁ ସେମାନଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ । ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ସବୁ ଜାଣିଥିବେ କିନ୍ତୁ ତାଙ୍କ ର ବାସ୍ତବ ଜୀଵନ ବିଷୟରେ କିଛି ଅଳ୍ପ ହିଁ ଜାଣିଥିବେ । ଓ ତାଙ୍କ ବାସ୍ତବ ଜୀଵନ ର ଶଶୁରଙ୍କ ବିଷୟରେ ମଧ୍ୟ ଖୁବ କମ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିନେବା ବଲିଉଡ ର ସେହି ବହୁ ଓ ଶଶୁରଙ୍କ ଯୋଡି ବିଷୟରେ ।

୧-ପ୍ରଥମ ନମ୍ବର ରେ ଅଛନ୍ତି କରିନା କପୂର । ବଲିଉଡ ର ଜଣେ ସଫଳ ଅଭିନେତା ଭାବେ ସେ ପରିଚିତ । ନିଜର ଅଭିନୟ ର ଯାଦୁରେ ସେ ଅନେକ ସିନେମା କୁ ସୁପର ହିଟ କରି ପାରିଥିଲେ । କରିନା ଙ୍କ ବାସ୍ତବ ଜୀଵନ ରେ ତାଙ୍କ ଶଶୁରଙ୍କ ନାମ ହେଉଛି ମଂସୁର ଅଲ୍ଲୀ ଖାନ । ଯିଏ ଜଣେ ଏକ ପରିଚିତ ଭାରତୀୟ କ୍ରିକେଟର । କିନ୍ତୁ ଦୁଃଖ ର କଥା ସେ ଏବେ ଆମ ଭିତରେ ନାହାନ୍ତି ।

୨- ଦ୍ୱିତୀୟ ନମ୍ବର ରେ କାଜୋଲ । କାଜୋଲ ବଲିଉଡ ର ଜଣେ ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ । ବଲିଉଡ ର ଅନେକ ସିନେମାରେ ସେ ନିଜର ଚୁଲବୁଲି ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଥିଲେ । ତାଙ୍କ ବାସ୍ତବ ଜୀବନର ଶଶୁରଙ୍କ ନାମ ହେଉଛି ବିରୁ ଦେବଗନ । ଯିଏ ଜଣେ ସିନେମା ନିର୍ଦ୍ଦେଶକ । ସେ ଅନେକ ସିନେମା କୁ ନିର୍ଦେଶନା ଦେଇ ଅନେକ ସିନେମା କୁ ସଫଳ କରି ପାରିଥିଲେ ।

୩- ତୃତୀୟ ନମ୍ବର ରେ ଶିଳ୍ପା ସେଠୀ । ଶିଳ୍ପା ବଲିଉଡ ର ସବୁଠୁ ଫିଟ ରହୁଥିବା ଅଭିନେତ୍ରୀ । ସେ ନିଜର ଅଭିନୟ ଓ ନିଜର ସୌନ୍ଦର୍ଯ୍ୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଥିଲେ । ତାଙ୍କ ବାସ୍ତବ ଜୀଵନ ର ଶଶୁରଙ୍କ ନାମ ହେଉଛି ଵାଲ କୃଷ୍ଣ କୂନ୍ଦ୍ରା । ସେ ଜଣେ ସଫଳ ବ୍ୟବସାୟୀ ।

୪- ଚତୁର୍ଥ ନମ୍ବର ରେ ରାନୀ ମୁଖାର୍ଜୀ । ରାନୀ ଜଣେ ବଲିଉଡ ର ଏକ ସଫଳ ଅଭିନେତ୍ରୀ । ସେ ନିଜର ଅଲଗା ଅଲଗା ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି । ତାଙ୍କ ବାସ୍ତବ ଜୀଵନ ର ଶଶୁରଙ୍କ ନାମ ହେଉଛି ଯଶ ଚୋପ୍ରା । ସେ ଜଣେ ସିନେମା ନିର୍ମାତା ଓ ଜଣେ ସଫଳ ସିନେମା ନିର୍ଦ୍ଦେଶକ । ବଲିଉଡରେ ଅନେକ ସଫଳ ସିନେମା ରେ ସେ ନିର୍ଦେଶନା ଦେଇଛନ୍ତି ଏବଂ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ ।

୫- ପଞ୍ଚମ ନମ୍ବର ରେ ଜେନେଲିଆ ଡ଼ି କ୍ରୁଜ । ଜେନେଲିଆ ବଲିଉଡ ସହିତ ସାଉଥ ର ମଧ୍ୟ ଜଣେ ସଫଳ ଅଭିନେତ୍ରୀ । ତାଙ୍କ ବାସ୍ତବ ଜୀଵନ ରେ ଶଶୁରଙ୍କ ନାମ ହେଉଛି ବିଲାସ ରାଓ ଦେଶମୁଖ । ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଜଣେ ସଫଳ ରାଜନେତା ରହିଛନ୍ତି ।

୬- ଷଷ୍ଠ ନମ୍ବର ରେ ସାରା ଅଲ୍ଲୀ ଖାନ । ସାରା ଏବେ ନୂତନ ବଲିଉଡ ର ସଫଳ ଅଭିନେତ୍ରୀ ସେ କମ ସିନେମା କରି ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । କିନ୍ତୁ ସେ ଏବେ ବିବାହ କରି ନାହାନ୍ତି କିନ୍ତୁ ତାଙ୍କ ନାମ କାର୍ତ୍ତିକ ଆର୍ଯ୍ୟନ ଙ୍କ ସହ ଯୋଡ଼ା ଯାଉଛି । ସେହି ହିସାବରେ ତାଙ୍କ ପିତା ଙ୍କ ନାମ ହେଉଛି ମନୀଷ ତିୱାରୀ ଯିଏ ସାରା ଅଲ୍ଲୀ ଖାନ ଙ୍କ ହେବାକୁ ଯାଉ ଥିବା ଶଶୁର ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।