Ollywood ର Top 7 ଲୋକପ୍ରିୟ କଳାକାର ଯେଉଁମାନେ 2 ଥର କରିଛନ୍ତି ବିବାହ

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସାନଦାର ଅଭିନୟ ଦ୍ଵାରା ଲୋକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଏହି କଳାକାର ମାନଙ୍କ ଜୀବନରେ କିଛି ନା କିଛି ଘଟଣା ଘଟିଥାଏ । ଆଜି ଆମେ ଆପଣ ମାନଙ୍କୁ ଓଲିଉଡର କେଉଁ କଳାକାର ମାନେ ଦିତୀୟ ବିବାହ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ୧- “ସବ୍ୟସାଚୀ” : ଓଡିଆ ଜଗତର ଅଭିନେତା ସବ୍ୟସାଚୀ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ସେ ନିଜର ପିଲାଦିନ ସାଙ୍ଗ ସୀମାଙ୍କୁ ୨୦୧୨ରେ ପ୍ରଥମେ  ମ୍ୟାରେଜ କରିଥିଲେ । କିନ୍ତୁ ଏହା ପରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ୨୦୨୧ରେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ମ୍ୟାରେଜ କରିଛନ୍ତି ।

୨- “ସିଦ୍ଧାର୍ଥ ମହାପାତ୍ର” : ୮୦ରୁ ୯୦ ଦଶକର ଅଭିନେତା ସିଦ୍ଧାର୍ଥ ମହାପାତ୍ର ଅନେକ ଓଡିଆ ଫିଲ୍ମରେ ଅଭିନୟ କରିବା ସମୟରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରେମ କରି ମ୍ୟାରେଜ ଅକରିଥିଲେ । କିନ୍ତୁ ଦୁହେଁ ଅଲଗା ହେବା ପରେ ସିଦ୍ଧାର୍ଥ ଅଭିନେତ୍ରୀ ମାମା ମିଶ୍ରଙ୍କୁ ଦିତୀୟ ମ୍ୟାରେଜ କରିଥିଲେ ।

୩- “ଅନୁଭବ ମହାନ୍ତି” :  ଓଡିଆ ସିନେମାର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କୁ କିଏ ନ ଜାଣିଛନ୍ତି । ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରେମ କରି ବିବାହ କରିଥିଲେ ମଧ୍ୟ ଦୁହିଙ୍କ ମଧ୍ୟରେ ବିବାଦ ହୋଇଥିବରୁ ସେମାନେ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି ।

୪- “ଚନ୍ଦନ ଓ ଲିସା” : ଓଲିଉଡର ଜବରଦସ୍ତ ଯୋଡି ଭାବେ ଚନ୍ଦନ ଓ ଲିସା ପରିଚିତ ଅଟନ୍ତି । ସେ ଅନେକ ସିରିଏଲରେ ଏକାଠି ନଜର ଆସିଛନ୍ତି । ଚନଦାନ ଓ ଲିସା ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ମଧ୍ୟ ପରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ଚନ୍ଦନା ଅଭିନେତ୍ରୀ ମାହିଙ୍କୁ ଦିତୀୟ ବିବାହ କରିଛନ୍ତି ।

୫- “ଚନ୍ଦନ କର” : ଓଡିଆ ଚଳଚିତ୍ରରେ ଅଭିନେତା ଚନଦାନ କର ନିଜର ସାନଦାର ଅଭିନୟ ଦେଇ ଲୋକପ୍ରିୟ ହୋଇଥିଲେ । ସେ ନିଜର ପ୍ରଥମ ସ୍ତ୍ରୀଙ୍କ ସହ କଳହ ଯୋଗୁ ଅଲଗା ହୋଇଥିଲେ । ଏହା ପରେ ସେ ଦିତୀୟ ବିବାହ କରିଥିଲେ ।

୬- “ରଚନା ବାନାର୍ଜୀ” : ଓଲିଉଡ ଜଗତର ଅଭିନେତ୍ରୀ ରଚନା ବାନାର୍ଜୀ ଅଙ୍କେ ହିଟ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇ ପାରିଥିଲେ । ସେ ପ୍ରଥମେ ଅଭିନେତା ସିଦ୍ଧାର୍ଥ ମହାପାତ୍ରଙ୍କୁ ୨୦୦୨ରେ ବିବାହ କରିଥିଲେ ମଧ୍ୟ ଦୁହେଁ ପରେ ଅଲଗା ହୋଇଥିଲେ । ଏହା ପରେ ସେ ଦିତୀୟ ବିବାହ କରିଥିଲେ ।

୭- “ବବି ମିଶ୍ର” : ଓଡିଆ ଜଗତରେ ଅଭିନେତା ବବି ମିଶ୍ର ଅନେକ ଆଲବମ ଓ ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି । ସେ ବଙ୍ଗୀୟ ଅଭିନେତ୍ରୀ କୋୟଲ ବାନାର୍ଜୀଙ୍କୁ ବିବାହ କରିଥିଲେ ମଧ୍ୟ ବର୍ତ୍ତମାନ ଦୁହେ ଅଲଗା ହୋଇଛନ୍ତି ବୋଲି କୋୟଲ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।