ଏହି ହିରୋମାନେ ନିଜ ଝିଅ ବୟସର ହିରୋଇନମାନଙ୍କ ସହ କରିଛନ୍ତି ବିବାହ, ନମ୍ବର ୩ଙ୍କ ପତ୍ନୀ ତ ଡାକୁଥିଲେ ଅଙ୍କଲ, ଦେଖନ୍ତୁ କିଏ

ଅନେକ ମୁଭିରେ ଏକା ସହିତ ରୋଲ କରିବା ସମୟରେ ହିରୋ ହିରୋଇନ ମାନେ ଦୁହେଁ ଦୁହିଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି । ତେବେ ସାଧାରଣତଃ ହିରୋଇନ ହିରୋଇନ ଦୁହିଙ୍କ ମଧ୍ୟରେ ବୟସର ଅଧିକ ପାର୍ଥକ୍ଯ ଥିଲେ ମଧ୍ୟ ସେମାନେ ଏହି ସମ୍ପର୍କରେ ଆଗକୁ ବଢିଥାନ୍ତି । ଯାହାକି ଏବେକା ସମୟରେ ଗୋଟେ କମନ କଥା । ଯାହାକି ସ୍ଵାଭାବକ ଅଟେ, ବଲିଉଡରେ ତ ଆମେ ଏମିତି ବହୁତ ଥର ଘଟିଥିବା ଦେଖିଥାଉ । ଅନେକ ସମୟରେ ଏହି ସମ୍ପର୍କ ବେସୀ ଦିନ ଚାଲି ନଥିବା ସମୟରେ, ଏମିତି ବି ଅନେକ ଉଦାହରଣ ଅଛି ସେମାନେ ଆଗକୁ ଯାଇ ବିବାହ କରି ପୁରା ଜୀବନ ସାଥିରେ ବିତାଇ ଥାନ୍ତି ।

ବଲୀଉଡରେ ଏମିତି ବହୁତ ଯୋଡି ଅଛନ୍ତି, ଯାହାଙ୍କ ମଧ୍ୟରେ ବୟସର ବହୁତ ପାର୍ଥକ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏମାନଙ୍କର ବୈବାହିକ ଜୀବନ ବହୁତ ଭଲ ଚାଲୁଛି । ଏମାନେ ନିଜ ପ୍ରେମକୁ ପୁରା ଦୁନିଆ ସାମନାରେ ସ୍ଵୀକାର କରିବାକୁ ବି ପଛେଇ ନାହାନ୍ତି । ତେବେ ଚାଲନ୍ତୁ ଜାଣିବା କି ଏହା ମଧ୍ୟରେ କେଉଁ କେଉଁ ଅଭିନେତା ସାମିଲ ଅଛନ୍ତି, ଯେଉଁମାନେ ନିଜ ଝିଅ ବୟସର ମହିଳା ସହ ବିବାହ କରିଛନ୍ତି ।

୧. କମଲ ହାସନ ଓ ସାରିକା

Image courtesy: Google

କମଲ ହାସନ ଓ ସାରିକା ୧୯୮୮ରେ ବିବାହ କରିଥିଲେ । ସାରିକା କମଳ ହାସନଙ୍କ ଠାରୁ ବହୁତ ସାନ ଥିଲେ । ଆରମ୍ଭରୁ ଏହି ଦୁଇ ଜଣଙ୍କ ବିବାହରେ ବହୁତ ସମସ୍ୟା ଆସିଥିଲା, କିନ୍ତୁ ପରେ ସବୁ ଠିକ ହୋଇଗଲା । ସାରିକା ଓ କମଲ ହାସନଙ୍କର ଯୋଡି ବହୁତ ଭଲ ଲାଗୁଥିଲା ।

୨. କରୀନା କପୂର ଓ ସୈଫ ଅଲୀ ଖାନ

Image courtesy: Google

କରୀନା କପୂର ନିଜ ଠାରୁ ୧୦ ବର୍ଷ ବଡ ଅଭିନେତା ସୈଫ ଅଲୀ ଖାନଙ୍କ ସହିତ ବହୁତ ଧୁମଧାମରେ ବିବାହ କରିଥିଲେ । କହିବାକୁ ଗଲେ ଯେତେବେଳେ ସୈଫ ଅଲୀ ଖାନ ପ୍ରଥମ ବିବାହ କରିଥିଲେ ସେତେବେଳେ କରିନା ତାଙ୍କୁ ଅଙ୍କଲ କହି ସମ୍ବୋଧନ କରୁଥିଲେ । କିନ୍ତୁ ପରେ ଦୁଇ ଜଣ ବିବାହ କରିନେଲେ ।

୩. ରାଜେଶ ଖନ୍ନା ଓ ଡିଂପଲ

Image courtesy: Google

ଯେତେବେଳେ ଡିଂପଲ ମାତ୍ର ୧୬ ବର୍ଷର ଥିଲେ, ରାଜେଶ ଖନ୍ନା ଡିଂପଲଙ୍କ ପ୍ରେମରେ ପଡିଥିଲେ,  । ରାଜେଶ ଖନ୍ନାଙ୍କର ବୟସ ୩୧ ବର୍ଷ ଥିଲା । ଏମିତିରେ ଦୁଇ ଜଣଙ୍କ ବୟସ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା ।

୪. ସନୀ ଦେଓଲ ଓ ପୂଜା ଦେଓଲ

Image courtesy: Google

ବଲୀଉଡର ଜଣା ଶୁଣା ଅଭିନେତା ସନୀ ଦେଓଲ ନିଜ ଠାରୁ ସାନ ୨୪ ବର୍ଷୀୟ ପୂଜାଙ୍କ ସହ ବିବାହ କରିଥିଲେ । ସନୀ ପୂଜାଙ୍କୁ ବହୁତ ପସନ୍ଦ ବି କରୁଥିଲେ । ଯେଉଁ କାରଣରୁ ଏମାନେ ନିଜ ମଧ୍ୟରେ ବୟସର ପାର୍ଥକ୍ୟକୁ ଆସିବାକୁ ଦେଲେ ନାହିଁ । ଆଜି ଦୁଇ ଜଣ ଏକ ସୁଖମୟ ବୈବାହିକ ଜୀବନ ବିତାଉଛନ୍ତି ।

୫. ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ

Image courtesy: Google

ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତଙ୍କର ବୟସ ମଧ୍ୟରେ ୧୯ ବର୍ଷ ପାର୍ଥକ୍ୟ ଅଛି । ଯେତେବେଳେ ସଞ୍ଜୟ ଦତ୍ତ ଓ ମାନ୍ୟତାଙ୍କର ବିବାହ ହେଲା ତେବେ ସଞ୍ଜୟଙ୍କର ଝିଅ ତ୍ରିଶାଲା ୨୧ ବର୍ଷର ଥିଲେ । ଏମିତିରେ ମାନ୍ୟତା ଓ ତ୍ରିଶାଲାଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଅଧିକ ନୁହେଁ, ବର୍ତ୍ତମାନ ସଞ୍ଜୟ ଦତ୍ତ ମାନ୍ୟତାଙ୍କ ସହିତ ବହୁତ ଖୁସିରେ ଅଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।