Bollywood ଏହି ଟପ 13 ହିରୋଇନ ମାନଙ୍କ ପ୍ରକୃତ ବୟସ କେତେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

୧- “ରାକୁଲ ପ୍ରୀତ ସିଂହ”;- ସାଉଥ ର ଅଧିକ ଫେମସ ଅଭିନେତ୍ରୀ ଅଟନ୍ତି । ସାଉଥ ସମେତ ବଲିଉଡ ରେ ମଧ୍ୟ ରାକୁଲ କୁ ବହୁତ ଦର୍ଶକ ପସନ୍ଦ କରି ଆସିଛନ୍ତି । ତାଙ୍କର ରିୟାଲ ବୟସ ୨୯ ବର୍ଷ ଅଟେ । ୨- “ଜାନବୀ କପୁର”;- ବନ୍ଧୁଗଣ ଶ୍ରେଦେବୀ ଙ୍କ ଝିଅ ଜାନବୀ ଙ୍କ ରିୟାଲ ବୟସ ୨୩ ବର୍ଷ ଅଟେ । ୩- “ଭୂମି ପେଡେନକର”;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବହୁତ ପ୍ରସିଦ୍ଧ ହୋଇସାରିଲେଣି । ତାଙ୍କ ଅଭିନୟ କୁ ବହୁତ ଦର୍ଶକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଭୂମି ଙ୍କର ରିୟାଲ ବୟସ ୩୦ ବର୍ଷ ଅଟେ ।

୪- “ତାରା ସୂତାରିଆ”;- ଏହି ଅଭିନେତ୍ରୀ ଜଣଙ୍କର ବହୁତ ଫ୍ୟାନ୍ସ ରହିଛନ୍ତି । ତାଙ୍କର ରିୟଲ ବୟସ ୨୪ ବର୍ଷ ଅଟେ । ୫-“ଅନନ୍ୟା ପାଣ୍ଡେ”;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କ ଚଙ୍କିପାଣ୍ଡେ ଙ୍କର ଝିଅ ଅଟନ୍ତି । ଅନନ୍ୟାଙ୍କ ବୟସ ୨୧ ବର୍ଷ ଅଟେ ।

୬-“ସାରା ଅଲ୍ଲୀ ଖାନ”;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କ “ଶଇଫ ଅଲ୍ଲୀ ଖାନ” ଙ୍କ ଝିଅ ଅଟନ୍ତି । ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ତାଙ୍କ ରିୟଲ ବୟସ ୨୪ ବର୍ଷ ଅଟେ ।

୭- “ଜାକେଲିନ ଫର୍ନାଣ୍ଡିଶ”;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କ ଶ୍ରୀ ଲଙ୍କା ର ଅଭିନେତ୍ରୀ ଅଟନ୍ତି । ମାତ୍ର ବର୍ତ୍ତମାନ ସେ ବଲିଉଡ ରେ ଅଭିନୟ କରୁଛନ୍ତି । ଜାକେଲିନ ଙ୍କର ରିୟଲ ବୟସ ୩୪ ବର୍ଷ ଅଟେ ।

୮-“ଐଶ୍ଵରିୟା ରାୟ ବଚ୍ଚନ”;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କର ଲକ୍ଷାଧିକ ଦିବାନା ଅଛନ୍ତି । ତାଙ୍କ ଅଭିନୟରେ ସେ ବହୁତ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ବର୍ତ୍ତମାନ ତାଙ୍କର ରିୟଲ ବୟସ ୪୬ ବର୍ଷ ଅଟେ ।

୯- “କରିନା କପୁର ଖାନ”;- ବନ୍ଧୁଗଣ ବର୍ତ୍ତମାନ ମଧ୍ୟ କରିନା ଦେଖିବାକୁ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

୧୦- “କୀର୍ତ୍ତି ସେନନ”;- ବନ୍ଧୁଗଣ ବର୍ତ୍ତମାନ କୀର୍ତ୍ତି ମଧ୍ୟ ବହୁତ ପାପୁଲାର ହୋଇଗଲେଣି । ବର୍ତ୍ତମାନ ପୁରା ଇଣ୍ଡିଆରେ ବହୁତ ଦର୍ଶକ ତାଙ୍କୁ ଜାଣିଛନ୍ତି । ସେ ବହୁତ ଉନ୍ନତ ମାନର ଅଭିନୟ କରିଛନ୍ତି । କୀର୍ତି ଙ୍କର ରିୟଲ ବୟସ ୨୯ ବର୍ଷ ଅଟେ ।

୧୧-“ଦିଶା ପଟାନି”;- ବନ୍ଧୁଗଣ ଦିଶା ଦେଖିବାକୁ ବହୁତ ହଟ ଅଟନ୍ତି । ତାଙ୍କର ରିୟଲ ବୟସ ୨୭ ବର୍ଷ ଅଟେ ।

୧୨- “ସୋନମ କପୁର”;- ବନ୍ଧୁଗଣ ଅନିଲ କପୁର ଙ୍କ ଝିଅ ସୋନମ କପୁର ବଲିଉଡ ରେ ଅନେକ ଫିଲ୍ମ କରିଛନ୍ତି, ଦର୍ଶକେ ତାଙ୍କୁ ବହୁତ ପସନ୍ଦ କରିଛନ୍ତି । ତାଙ୍କ ରିୟଲ ବୟସ ୩୪ ବର୍ଷ ଅଟେ ।

୧୩- “କିୟାରା ଆଡ୍ୱାନୀ”;- ବନ୍ଧୁଗଣ “କବୀର ସିଂହ” ଫିଲ୍ମ ରେ ଅଭିନୟ କରି ଏହି ଅଭିନେତ୍ରୀ ଜଣଙ୍କ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ରିୟଲ ବୟସ ୨୭ ବର୍ଷ ଅଟେ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ