ଯଦି ବିରାଟଙ୍କର ମା ରାଜି ହେଇ ଯାଇଥାନ୍ତେ, ତ ଆଜି ଅନୁଷ୍କାଙ୍କ ଠୁ ବି ଅଧିକ ସୁନ୍ଦର ଏହି ଝିଅ ହେଇଥାନ୍ତେ ବିରାଟଙ୍କ ପତ୍ନୀ

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ବଲୀଉଡର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ ସହିତ ପୁରା ଦେଶ ଏହି ବାହାଘରରେ ଉତ୍ସାହିତ ଥିଲେ । ସେହି ସମୟରେ ଚାରିଆଡେ ଏହି ଯୋଡିର ଚର୍ଚ୍ଚା ବି ହେଉଥିଲା । କିନ୍ତୁ ଗୋଟିଏ ସମୟ ଏମିତି ଥିଲା କି ଯଦି ବିରାଟଙ୍କର ମା’ ରାଜି ହୋଇ ଯାଇଥାନ୍ତେ ତେବେ ଆଜି ଅନୁଷ୍କାଙ୍କ ଠାରୁ ବି

ଅଧିକ ସୁନ୍ଦରୀ ଏହି ଝିଅ ବିରାଟଙ୍କର ଧର୍ମପତ୍ନୀ ହୋଇଥାନ୍ତେ । ଆଜି ଆମେ ସେହି ଝିଅ ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ଆମେ ଯେଉଁ ସୁନ୍ଦରୀ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ଇଂଲଣ୍ଡର ମହିଳା କ୍ରିକେଟ ଟିମର ଖେଳାଳି ସାରା ଟେଲର ଅଟନ୍ତି ଓ ସୂତ୍ର ଅନୁସାରେ ସାରା ବିରାଟଙ୍କର ପତ୍ନୀ ହେଉ ହେଉ ରହିଗଲେ । ଆମେ ଆପଣଙ୍କୁ କହିଦେଉଛୁ କି ସାରା ଟେଲର ବହୁତ ହିଁ ସୁନ୍ଦର ଅଟନ୍ତି । ତାଙ୍କର ଫଟୋ ଦେଖି ଆପଣ ବି କହିବେ କି ସାରା ଅନୁଷ୍କାଙ୍କ ଠାରୁ ବି ସୁନ୍ଦର ଦେଖା ଯାଉଛନ୍ତି ।

ଚାଲନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ କହିଦେଉଛୁ କି ସାରା ଓ ବିରାଟଙ୍କର ସମ୍ପର୍କର କଥା ଆସିଲା କେଉଁଠୁ ? ପ୍ରକୃତ କଥା ହେଲା କି ୨୭ ବର୍ଷର ସାରା ଟେଲର ନିଜେ ହିଁ ଟ୍ୱିଟର ଆକାଉଣ୍ଟରେ ବିରାଟ କୋହଲିଙ୍କୁ ପ୍ରପୋଜ କରିଥିଲେ । ପ୍ରକୃତରେ ସାରା ବିରାଟଙ୍କର ଫ୍ୟାନ ଅଟନ୍ତି ଓ ତାଙ୍କୁ ବହୁତ ପସନ୍ଦ ବି କରନ୍ତି ।

କିନ୍ତୁ ବିରାଟ ଜବାବ ଦେବା ପୂର୍ବରୁ ହିଁ ତାଙ୍କର ମା’ ସରୋଜ କୋହଲି କହି ଦେଇଥିଲେ କି ବିରାଟ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତ ନାହିଁ । ବିରାଟକୁ ବର୍ତ୍ତମାନ ନିଜ କ୍ଯାରିୟର ଉପରେ ଧ୍ୟାନ ଦେବାର ଅଛି । ଏହିଭଳି ଭାବରେ ସାରା ଓ ବିରାଟଙ୍କର ଯୋଡି ହେବା ପୂର୍ବରୁ ହିଁ ଭାଙ୍ଗିଗଲା ।

ତେବେ ଆମେ ତ ଏହା ହିଁ କହିବୁ କି ଯଦି ବିରାଟ କୋହଲିଙ୍କର ମା’ ରାଜି ହୋଇ ଯାଇଥାନ୍ତେ ତେବେ ଅନୁଷ୍କାଙ୍କ ବଦଳରେ ବିରାଟଙ୍କର ଧର୍ମପତ୍ନୀ ଇଂଲଣ୍ଡ ର ମହିଳା କ୍ରିକେଟ ଟିମର ପ୍ଲେୟାର ସାରା ଟେଲର ହୋଇଥାନ୍ତେ । ଆପଣଙ୍କୁ କହିଦେଉଛୁ କି ଟ୍ୱିଟରରେ ଯେତେବେଳେ ବିରାଟ ଅନୁଷ୍କାଙ୍କ ସହିତ ନିଜର ବିବାହର ଏକ ପୋସ୍ଟ ଛାଡିଲେ ସେତେବେଳେ ସାରା ଟେଲର ସେହି ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।