Shradha Kapoor ଙ୍କ ସହିତ Bollywood ର ଏହି 5 ଜଣ ଫେମସ ଅଭିନେତ୍ରୀ କାହିଁକି ସୁପର ହିଟ ଫିଲ୍ମ ର ଅଫର କୁ କରିଦେଲେ ମନା

ଏବେ ସାଉଥ ସିନେ ଚଳଚିତ୍ର ଜଗତ ବଲିଉଡ ଜଗତ ଠାରୁ ବହୁତ ଆଗକୁ ବଢି ଗଲାଣି । ଏଠାରେ ହେଉଥିବା ଚଳଚିତ୍ର ବକିଥିବା ସିନେ ଜଗତ ଠାରୁ ସଂପୂର୍ଣ୍ଣ ଅଲଗା ଅଟେ । ଯେଉଁଥିରେ କାମ କରି ଅଭିନେତାଙ୍କର ହେଉଛି ଅଭିନେତ୍ରୀଙ୍କର ଭାଗ୍ୟ ପରିବର୍ତନ ହୋଇଯାଉଛି । ସେଥିପାଇଁ ବଲିଉଡ ଜଗତରେ କାମ କରୁଥିବା ମହସୁର ଓ ନାମ କମାଇଥିବା ରବିନା ତନଦାନ ସାଉଥ ଜଗତକୁ ଯିବାକୁ ଚାହ୍ନୁଞ୍ଚନ୍ତି । ସେ ଏକ ଚଳଚିତ୍ରରେ ଅଭିନୟ କରି ବହୁତ ନାମ କମାଇଛନ୍ତି । କିନ୍ତୁ ଜାଣିଛନ୍ତି କି କିଛି ଏମିତି ଲୋକ ଅଛନ୍ତି ଯାହାକୁ ସାଉଥ ସିନେ ଜଗତରେ କାମ କରିବାକୁ ସୁଯୋଗ ମିଳିଥିଲା କିନ୍ତୁ ସେମାନେ ମନା କରିଦେଲେ ।

ଭୂମି ପେଟେକର

ସେ ପ୍ରଥମେ ଯେଉଁ ଚଳଚିତ୍ର ମନା କରିଥିଲେ ସେ ହେଉଛି ଆଲୁଅର୍ଜୁନଙ୍କ ଚଳଚିତ୍ର ପୁଷ୍ପାରେ ତାଙ୍କ ଅଭିନେତ୍ରୀ ହେବା ପାଇଁ ଯାହାକୁ ଏବେ ରସମିତା କରିଛନ୍ତି । ସେ ସେହି ସମୟରେ ଏଥିପାଇଁ ରିଜେକ୍ଟ କରିଥିଲେ ସେତେବେଳେ ତାଙ୍କ ପାଖରେ ବହୁତ ଗୁଡିଏ ଚଳଚିତ୍ରରେ ଅଭିନୟ କରିବାର ଥିଲା ସେଥିପାଇଁ ସେ ମନା କରି ଦେଇଥିଲେ । ସେ କେତେ ଗୁଡିଏ ଚଳଚିତ୍ରରେ ଅଭିନୟ କରୁଥିବା ହେତୁ ସେ ମନା କରି ଦେଇଥିଲେ । ଏହାପରେ ସେହି ଚଳଚିତ୍ରରେ ରଶ୍ମମିତା ଏଥିରେ ଅଭିନୟ କରିଥିଲେ ।

ଅରୁଣା ଇରାନୀ

ବଲିଉଡ ଜଗତରେ ସେ ବହୁତ ଗୁଡିଏ ଚଳଚିତ୍ରରେ ‘ ମା ‘ ର ଅଭିନୟ କରି ବହୁତ ଲୋକ ପ୍ରିୟ ହୋଇଥିଲେ । ବାହୁବଳି ଚଳଚିତ୍ର ହେଉଥିବା ସମୟରେ ଅରୁଣାଙ୍କୁ ବାହୁବଳିରେ ମା ର ଅଭିନୟ କରିବା ପାଇଁ ସୁଯୋଗ ଥିଲା କିନ୍ତୁ ସେ ମନା କରିଥିଲେ । ସେ ଏଥିପାଇଁ ମନ କରି ଦେଇଥିଲେ କି ସେହି ଚଳଚିତ୍ର ଏତେ ବଡ ବଜେଟରେ ହେଉଥିଲା ସେହି ଚଳଚିତ୍ର ପାଇଁ ମନ ମୁତାବକ ଟଙ୍କା ମାଗିଥିଲେ ସେମାନେ ଦେବାପାଇଁ ମନା କରି ଦେଇଥିଲେ ଯାହା ଫଳରେ ସେ କାଲେ ନାହିଁ । ଏହାପରେ ସେହି ଚଳଚିତ୍ରରେ ଅଭିନୟ କରିବା ପାଇଁ ରମିୟାଙ୍କୁ ଦିଆ ଯାଇଥିଲା । ସେ ଏହି ଅଭିନୟ କରି ବହୁତ ମସୁର ହୋଇଥିଲେ ।

କିଆରା ଆଡଭାନୀ

କବୀର ସିଂ ଚଳଚିତ୍ରରେ ଅଭିନୟ କରିଥିବା ଛଦ୍ମବେଶୀ ପ୍ରୀତି ହୋଇଥିଲେ । ଯେଉଁଥିରେ ସେ ବହୁତ ଲୋକ ପ୍ରିୟ ହୋଇଥିଲେ । ତାଙ୍କୁ ମଧ୍ୟ ସାଉଥ ସିନେ ଜଗତରେ ମେନ ରୋଲ କରିବା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ ସେ ମନା କରି ଦେଇଥିଲେ । ତାଙ୍କୁ ପ୍ରଭାସଙ୍କ ଅଭିନେତ୍ରୀ ହିସାବରେ ସେହି ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଆସିଥିଲା । କିନ୍ତୁ ସେହି ଚଳଚିତ୍ରରେ ଏବେ ପୂଜା ହେଙ୍କେଡେ କରିବେ ବୋଲି ସୁନା ଯାଉଛି । ସେ ଏଥିପାଇଁ ମନା କରିଥିଲେ କି ତାଙ୍କୁ ସେ ଅଭିନୟ ଭଲ ଲାଗିଲା ନାହିଁ । ସେ ସେହି ଅଭିନୟ କରି ତାଙ୍କୁ କିଛି ଫାଇଦା ହେବ ନାହିଁ ।

କାଜୋଲ

ସେ ବହୁତ ଦିନ ହେବ ସାଉଥ ଚଳଚିତ୍ର କରିବା ପାଇଁ ମନା କରୁଛନ୍ତି ଓ ଏହା ପ୍ରାୟ ଗୋଟେ ବର୍ଷ ହେବ ହେଉଛି । ତାଙ୍କୁ ୨୦୧୯ରେ ଚଳଚିତ୍ର କରିବା ପାଇଁ ସୁଯୋଗ ଥିଲା କିନ୍ତୁ ସେ ମନା କରିଥିଲେ । ସେହି ଚଳଚିତ୍ରର ନାମ ଥିଲା ମହେଶ ବାବୁ ଓ ଯେଉଁଥିରେ ଜାୟା ସୁଧା ମା ର ଅଭିନୟ କରିବା ପାଇଁ ମିଳିଥିଲା । ଯେହେତୁ ସେ ଏତେ ବଡ ପିଲାର ମା ହେବା ପାଇଁ ଚାହୁଁନଥିଲେ ସେଥିପାଇଁ ସେ ଚଳଚିତ୍ର କରିବା ପାଇଁ ମନ କରିଥିଲେ ।

ଶ୍ରଧା କପୁର

ବହୁତ ଫେମସ ହୋଇଥିବା ଶ୍ରଦ୍ଧା କପୁର ତାଙ୍କର କିଛି ବର୍ଷ ଭିତରେ ସେ ବହୁତ ଭଲ ଚଳଚିତ୍ର କରିଛନ୍ତି । ତାଙ୍କର ଭଲ ଅଭିନୟ ଦେଖି ତାଙ୍କୁ kgf ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଆସିଥିଲା । କିନ୍ତୁ ସେ ମନା କରିଥିଲେ କାରଣ ସେ ସାଉଥ ସିନେ ଜଗତରେ କାମ କରିବା ପାଇଁ ଚାହୁଁ ନଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ