୫୪ବର୍ଷ ବୟସର ଏହି ହିରୋଇନଙ୍କ ସୁନ୍ଦରତାର କୌଣସି ଜବାବ ନାହିଁ, କେବେ ସଲମାନ ବି ଥିଲେ ତାଙ୍କର ଦିବାନା

ବଲୀଉଡରେ ସୁନ୍ଦରତାର ଉଦାହରଣର କୌଣସି ଜବାବ ନାହିଁ । ଯେଉଁଠି ଗୋଟିଏ ରୁ ବଳି ଗୋଟିଏ ଅଭିନେତ୍ରୀ ନିଜର ସୁନ୍ଦରତା ଦ୍ଵାରା ଲୋକଙ୍କୁ ଦିବାନା କରି ଛନ୍ତି । ଯେତେବେଳେ ଅଭିନେତା ମାନେ ନିଜର ସ୍ଟାଇଲିଶ ଲୁକ ଦ୍ଵାରା ଲୋକ ମାନଙ୍କୁ ନିଜର ଦିବାନା କରିଥାନ୍ତି, ଅନ୍ୟ ପଟେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ସୁନ୍ଦରତା ସାମ୍ନାରେ ତାଙ୍କ ବୟସର ଅନ୍ଦାଜ ଲଗାଇବା ବହୁତ କଷ୍ଟକର ଅଟେ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ

ଅଭିନେତ୍ରୀଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ ଯିଏକି ୫୪ ବର୍ଷର ହୋଇ ଯାଇଛନ୍ତି କିନ୍ତୁ ତାଙ୍କର ସୁନ୍ଦରତା ପଛରେ ଆଜି ବି ଲୋକମାନେ ପାଗଳ ଅଟନ୍ତି ।

ଫିଲ୍ମ “କାତିଲ” ରୁ ବଲୀଉଡ ରେ ପାଦ ରଖିଥିବା ସଙ୍ଗୀତା ବିଜଲାନୀ ଗୋଟିଏ ସମୟରେ ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିଲେ । ସଙ୍ଗୀତା ଏତେ ସୁନ୍ଦର ଥିଲେ କି ତାଙ୍କୁ ବହୁତ କମ ବୟସରେ ହିଁ ମିସ ଇଣ୍ଡିଆର ଟାଇଟଲ ମିଳି ଯାଇଥିଲା । ତାଙ୍କର ଯବାନୀ ସମୟରେ ସଙ୍ଗୀତା ଓ ସଲମାନଙ୍କର ଅଫେୟାର ବହୁତ ଚର୍ଚାରେ ଥିଲା ।

ବର୍ତ୍ତମାନ ସମୟରେ ଯେଉଁ ସଲମାନଙ୍କୁ ବିବାହ କରିବା ପାଇଁ ଝିଅମାନେ ପାଗଳ ହେଉଛନ୍ତି ସେହି ସଲମାନଙ୍କର ହୃଦୟକୁ ସଙ୍ଗୀତା ବିଜଲାନୀ ଜିତି ଥିଲେ ଓ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କର ରିଲେଶନସିପ ଚାଲିଥିଲା ।

୧୦ ବର୍ଷ ପରେ ଏମାନଙ୍କର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେଲା ଓ ସଙ୍ଗୀତା ବିଜଲାନୀ ଫେମସ କ୍ରିକେଟର ଅଜହରୁଦ୍ଦୀନଙ୍କୁ ବିବାହ କରି ନେଲେ । ଆପଣଙ୍କୁ କହିଦେଉଛୁ କି କ୍ରିକେଟର ଅଜହରୁଦ୍ଦୀନ ପ୍ରଥମରୁ ବିବାହିତ ଥିଲେ ତଥାପି ସେ ସଙ୍ଗୀତାଙ୍କୁ ବିବାହ କରିଲେ ଓ କ୍ରିକେଟର ଅଜହରୁଦ୍ଦୀନ ସଙ୍ଗୀତାଙ୍କ ପାଇଁ ନିଜର ପ୍ରଥମ ୯ ବର୍ଷର ବିବାହିତା ପତ୍ନୀଙ୍କୁ ଡିଭୋର୍ସ ଦେଇ ଦେଲେ ।

କିନ୍ତୁ ଭାଗ୍ୟ ଏମାନଙ୍କର ସାଥ ଦେଲା ନାହିଁ । ୧୫ ବର୍ଷ ସଙ୍ଗୀତାଙ୍କ ସହିତ ରହିବା ପରେ ଅଜହରୁଦ୍ଦୀନ ଜ୍ୱାଲା ଗୁଟ୍ଟାଙ୍କର ପାଖାପାଖି ହେବାକୁ ଲାଗିଲେ ଓ ସଙ୍ଗୀତାଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାକୁ ଲାଗିଲା ଓ ଶେଷରେ ଏହି ସମ୍ପର୍କ ଭାଙ୍ଗିଗଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।