ଏହି ପ୍ରସିଦ୍ଧ ହିରୋଇନଙ୍କୁ ପ୍ରଡ୍ୟୁସର ଯେତେବେଳେ କହିଲେ – ହିରୋଇନ କରିଦେବି, କିନ୍ତୁ ମୋ ସହିତ ଶୋଇବାକୁ ପଡିବ !

ଫିଲ୍ମ ଦୁନିଆରେ ସମସ୍ତେ କାମ କରିବାକୁ ଚାହାନ୍ତି ଓ ସମସ୍ତେ ଏକ ବଡ ଷ୍ଟାର ହେବାର ସ୍ଵପ୍ନ ବି ଦେଖିଥାନ୍ତି । କିନ୍ତୁ ଫିଲ୍ମି ଦୁନିଆର କଳା ସତ୍ୟ କିଛି ଅଲଗା ହିଁ ଅଟେ । ଖାସକରି ତାଙ୍କ ପାଇଁ ଏହା ନୂଆ ଅଟେ ଯେଉଁମାନେ ଏହି ସତ୍ୟତାକୁ ବିଲକୁଲ ବି ଜାଣି ନାହାନ୍ତି ଓ ତାଙ୍କୁ କେବଳ ଷ୍ଟାର ହେବାର ଅଛି । ୧୯ ବର୍ଷୀୟ ଶୃତି ହରିହରନଙ୍କ ସହିତ କିଛି ଏମିତି ହିଁ ହୋଇଥିଲା ।

୨ ଫେବ୍ରୁୟାରୀ ୧୯୮୯ରେ ଶୃତି ହରିହରନଙ୍କର ଜନ୍ମ କେରଳରେ ହୋଇଥିଲା । ପଢାରେ ଭଲ ଥିବା ଶୃତିଙ୍କୁ ପ୍ରଥମ ଥର ପାଇଁ ପ୍ରସିଦ୍ଧ କୋରିୟୋଗ୍ରାଫର ଇମରାନ ସରଦାରିୟାଙ୍କ ସହିତ ଏକ ଅସିଷ୍ଟାଣ୍ଟ କୋରିୟୋଗ୍ରାଫର ରୂପରେ କାମ କରିବାକୁ ଚାନ୍ସ ମିଳିଲା । ଏହା ପରେ ସେ ଅଳ୍ପ ଆଗକୁ ବଢିଲେ ଓ ବ୍ୟାକଗ୍ରାଉଂଡ ଡ୍ୟାନ୍ସର ରୂପରେ କାମ କରିବାକୁ ଲାଗିଲେ ।

Image courtesy: Google

ଏହା ପରେ କିଛି ଦିନ ପରେ ଶୃତି ଜଣେ ପ୍ରଡ୍ୟୁସର ପାଖରେ କାମ ମାଗିବା ପାଇଁ ପହଞ୍ଚିଲେ । ତାଙ୍କୁ କାମ ବି ମିଳିଗଲା । କିନ୍ତୁ ସେହି ପ୍ରଡ୍ୟୁସର ଶୃତିଙ୍କୁ ନିଜ ସହିତ ଶୋଇବା କଥା କହିଲା । ଏହି କଥା ଶୁଣିବା ପରେ ତାଙ୍କର ହୃଦୟ ପୂରାପୂରି ଭାଙ୍ଗିଗଲା । ୧୮ ବର୍ଷ ବୟସର ଝିଅ ସହିତ ଏହିଭଳି କଥା ତାଙ୍କୁ ହଜମ ହେଉ ନ ଥିଲା ।

Image courtesy: Google

ଶୃତିଙ୍କର ହୃଦୟ ଭାଙ୍ଗି ଗଲା ଓ ସେ ଫେରି ଆସି ନିଜର କୋରିୟୋଗ୍ରାଫରଙ୍କୁ ସମସ୍ତ କଥା କହିଲେ । କିନ୍ତୁ ଓଲଟା କୋରିୟୋଗ୍ରାଫର ତାଙ୍କ ଉପରେ ରାଗିଗଲେ ଓ କହିଲେ ଯେତେବେଳେ ଏହା ସବୁ କରି ପାରିବ ନାହିଁ ତେବେ ହିରୋଇନ ହେବାର ସ୍ଵପ୍ନ ଛାଡି ଦିଅ ଓ କହିଲେ କି ଏଠୁ ଚାଲିଯାଅ ।

Image courtesy: Google

କିନ୍ତୁ ଶୃତି ଅଭିନେତ୍ରୀ ହେବା ପାଇଁ ନିଷ୍ପତି ନେଇ ସାରିଥିଲେ । ଏହା ପରେ କିଛି ଦିନ ପରେ ତାଙ୍କୁ ଏକ ଫିଲ୍ମ ମିଳିଲା । ଯାହାର ନାମ ‘ସିନେମା କମ୍ପାନୀ’ ଥିଲା ଓ ଏହା ପର ଠାରୁ ସେ ପଛକୁ ବୁଲି ଦେଖି ନାହାନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।