TV ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ରେ କାମ କରି ଫେମସ ହୋଇଥିବା ଏହି ଷ୍ଟାର ମାନେ ଦୁନିଆକୁ କହି ସାରିଛନ୍ତି ଅଲବିଦା

ବନ୍ଧୁଗଣ ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । କିଛି କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଫ୍ୟାମ୍ସ ହୋଇଥାନ୍ତି ତ ଆଉ କେତେକ କଳାକାର ମାନେ ନିଜର ଷ୍ଟାଇଇଲିସ, ପର୍ଶନାଲିଟି ଓ ଲୁକ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।

ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ ବଲିଉଡ ଜଗତର କଳାକାର ମାନଙ୍କ ଠାରୁ କମରେ ନାହାନ୍ତି । ନିଜ କ୍ଯାରିୟରେ ସଫଳତା ହାସଲ କରିବା ପାଇଁ ଟିଭି ଜଗତର କଳାକାର ମାନେ ଅନେକ ପରିଶ୍ରମ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନୟ କରୁଥିବା କେଉଁ କଳାକାର ମାନେ ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇ ସାରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଟିଭି ଜଗତରେ ଷ୍ଟାର ପଲ୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା “ୟେ ରିସତା କାୟା କେହ ଲାତା ହେ” ସିରିଏଲରେ ଅଭିନୟ କରି ଅନେକ କଳାକାର ମାନେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ସିରିଏଲରେ ସରଭେନ୍ଟ ଚରିତ୍ରରେ ଅଭିନୟ କରୁଥିବା ଦିବ୍ୟା ଭଟନାଗର ଆଜି ଆମ ଗହଣରେ ଆଉ ନାହାନ୍ତି । ଦିବ୍ୟା ଡିସେମ୍ବର ୭ ୨୦୨୦ରେ ଏ ଦୁନିଆରୁ ବିଦାୟ ନେଇଛନ୍ତି ।

ସେ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ଦେ-ହା-ନ୍ତ ହୋଇଥିଲା । ଏହି ସିରିଏଲରେ ଅନ୍ୟ ଜଣ କଳାକାର ହେଉଛନ୍ତି ରାକେଶ ଦିୱାନା ଯିଏ ଆଉ ଏ ଦୁନିଆରେ ନାହାନ୍ତି । ଏହି ସିରିଏଲରେ ଅଭିନେତା ରାକେଶ ଅଭିନେତ୍ରୀ ଦିବ୍ୟାଙ୍କ ଭଳି ସରଭେନ୍ଟ ଭୂମିକାରେ ଅଭିନୟ କରିଥିଲେ । ଏହି ସିରିଏଲରେ କମ କରିବା ସମୟରେ ସେ ନିଜର ମୋଟାପଣ ଦୂର କରିବା ପାଇଁ ନିଜର ଅପରେସନ କରାଇ ଥିଲେ ଯାହା ଫଳରେ କିଛି କାରଣ ଯୋଗୁ ତାଙ୍କର ୨୭ ଏପ୍ରିଲ ୨୦୧୪ରେ ତାଙ୍କର ନି-ଧ-ନ ହୋଇଥିଲା ।

ତାଙ୍କ ଅପରେସନରେ କିଛି ଅବହେଳା ଯୋଗୁ ତାଙ୍କର ପ୍ରା-ଣ ହା-ନି ହୋଇଛି ବୋଲି କୁହାଯାଏ । ଏହି ସିରିଏଲେରେ ଅଭିନୟ କରୁଥିବା ଅଭିନେତା ସମୀର ଶର୍ମା ଆଉ ଜଣେ ଏମିତି ଏକ କଳାକାର ଯିଏ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି । ଏହି ସିରିଏଲରେ ସମୀର ଶର୍ମା କ୍ରୀଷ୍ଣାଙ୍କ ସହାୟକ ଭୂମିକାରେ ନଜର ଆସିଥିଲେ ଓ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଥିଲେ । ଅଭିନେତା ସମୀର ଶର୍ମା ନିଜ ଘରେ ଏକା ରହୁଥିଲେ ।

୨୦୨୦ ଅଗଷ୍ଟ ୫ରେ ଅଭିନେତା ସମୀର ଶର୍ମା ଆ-ତ୍ମ- ହ-ତ୍ୟା କରିଥିଲେ । ତାଙ୍କ ଏପରି ପଦକ୍ଷେପ ନେବାର କରିବାର କାରଣ କଣ ଆଜି ଯାଏଁ ଜଣାପଡି ନାହି । ତାଙ୍କ ୱାଚମ୍ୟାନ ତାଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ପୋ-ଲି-ସକୁ ସୂଚନା ଦେବା ସେହି ବିଲଡିଙ୍ଗର ଓନରଙ୍କୁ ମଧ୍ୟ ସୂଚନା କରିଥିଲେ । ଏହିଭଳି ଭାବେ “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନୟ କରିଥିବା ଏହି ୩ କଳାକାର ମାନେ ଆଜି ଆଉ ଆମ ଗହଣରେ ନାହାନ୍ତି ।