IAS ଇଣ୍ଟରଭ୍ୟୁରେ ପଚରା ଗଲା “ସିଙ୍ଗେଡା” କୁ ଇଂରାଜୀରେ କଣ କୁହାଯାଏ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ସିଙ୍ଗଡା ଖାଇବାକୁ ପସନ୍ଦ କରୁଥିବେ । କେତେ ଲୋକ ମାନେ ସିଙ୍ଗଡା ଖାଇବାକୁ ଅଧିକ ଭଲ ପାଇଥାନ୍ତି । କଣ ଆପଣ ମାନେ ଜାଣିଛନ୍ତି ଯେ ସିଙ୍ଗଡା ବା ସମୋସାକୁ ଇଂରାଜୀରେ କଣ କୁହାଯାଏ ।

ଆଜିକାଲି ଆଇଏସ ଇଣ୍ଟରବିୟୁ ବା ନର୍ମାଲ ଚାକରିରେ ଏହାକୁ ପ୍ରଶ୍ନ ଭାବେ ପଚରା ଯାଉଛି । ଆମେ ଏହି ଭଳି କିଛି ଅଜବ ପ୍ରଶ୍ନର ଉତ୍ତର ଜାଣି ନ ଥାଉ ଓ ଚିନ୍ତାରେ ପଡିଥାଉ । ଯଦି ଆପଣ ମାନେ ସମୋସା ବା ସିଙ୍ଗଡାକୁ ଇଂରାଜୀରେ କଣ କୁହାଯାଏ ତେବେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଆମର ଆଜିର ଏହି ଲେଖାରେ ଏହାର ଉତ୍ତର ଦିଆ ଯାଇଛି । ଏହା ସହ ଅନ୍ୟ କେତେ ଗୁଡିଏ ପ୍ରଶ୍ନ ଓ ଉତ୍ତର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ଅଟେ ।

୧- ପ୍ରଧାନମନ୍ତ୍ରୀ ଉଜ୍ବଲ ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୨୦୧୬ ମେ ୧ରେ ଆରମ୍ଭ ହୋଇଥିଲା ।

୨- ରାଜସ୍ଥାନର ସବୁଠାରୁ ପୁରୁଣା ଜିଲ୍ଲା କଣ ଅଟେ ?

ଉତ୍ତର- ଧୋଲପୁର ରାଜସ୍ଥାନର ପୂର୍ବ ଜିଲ୍ଲା ଅଟେ ।

୩- ବୃକ୍ଷର କେଉଁ ଭାଗ ଶ୍ଵସନକ୍ରିୟା କରିଥାଏ ?

ଉତ୍ତର- ବୃକ୍ଷର ପତ୍ର ଶ୍ଵାସ ନେବାରେ କାମରେ ଆସିଥାଏ ।

୪- ମନୁଷ୍ୟ ଶରୀରରେ ହୃଦୟ ଧଡକ ହେବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- ୦.୮ ସେକେଣ୍ଡ ସମୟ ଲାଗିଥାଏ ।

୫- ମାନବ ଶରୀରରେ ରହିଥିବା ପ୍ରମୁଖ ରାସାୟନିକ ଯୋଗିକ କଣ ଅଟେ ?

ଉତ୍ତର- କ୍ୟାଲସିୟମ ଅକ୍ସଲେଟ ମାନବ ଶରୀରରେ ରହିଥାଏ ।

୬- ରାଜସ୍ଥାନର ମୀରା ବାଇର ଜନ୍ମଭୂମି କେଉଁଠାରେ ଅଛି ?

ଉତ୍ତର- ମେଡତା ସିଟି ମୀରା ବାଇଙ୍କର ଜନ୍ମ ଭୂମି ଅଟେ ।

୭- ସବୁଠାରୁ ବଡ ତଟିପ ରେଖା କେଉଁ ଦେଶରେ ଅଛି ?

ଉତ୍ତର- କାନାଡା

୮- ବିଶ୍ଵର ସବୁଠାରୁ ଲମ୍ବା ନଦୀ କଣ ଅଟେ ?

ଉତ୍ତର- ଇରାକ ନଦୀ ।

୯- କେଉଁ ସଭ୍ୟତାକୁ ନୀଳ ନଦୀର ବରଦାନ କୁହାଯାଏ ?

ଉତ୍ତର- ମିସ୍ତ୍ର ର ସଭ୍ୟତା କୁ ନୀଳ ନଦୀର ବରଦାନ କୁହାଯାଏ ।

୧୦- ନଦୀରେ ଜଳ ପ୍ରଦୂଷଣକୁ କେଉଁଥିରେ ମପାଯାଏ ?

ଉତ୍ତର- ପାଣିର ଅକ୍ସିଜେନର ଧୁଳି ହୁଠଇ ମାତ୍ରାରେ ମପାଜାଏ ।

୧୧- ଭାରତରେ ସବୁଠାରୁ ପୁରାତନ ଶ୍ରମିକ ସଂଗଠନ କଣ ଅଟେ ?

ଉତ୍ତର- ଅଖିଳ ଭାରତୀୟ ମଜଦୁର ସଂଘ କଂଗ୍ରେସ

୧୨- ଏମିତି କେଉଁ ପଶୁ ଅଛି ଯାହାର ଗୋଟେ ଆଖି ଆଗକୁ ରହିଥାଏ ଓ ଅନ୍ୟ ଆଖିରେ ପଛ ପାଟ ଦେଖିଥାଏ ?

ଉତ୍ତର- ଝିଟିପିଟି ଏମିତି ଏକ ପଶୁ ଯିଏ ଏମିତି କରିଥାଏ ।

୧୩- ସାମୋସା ବା ସିଙ୍ଗଡାକୁ ଇଂରାଜୀରେ କଣ କୁହାଯାଏ ?

ଉତ୍ତର- ରେସୋଲ କୁହାଯାଏ ।

୧୪- ଗୁପ୍ଚୁପକୁ ଇଂରାଜୀରେ କଣ କୁହାଯାଏ ?

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।