ବଲିଉଡର ହିରୋଇନ ମାନଙ୍କୁ ବି ପଛରେ ପକାଇ ଦିଅନ୍ତି Kapil Sharma ସୋ’ର ‘ଚନ୍ଦୁ ଚାୟବାଲା’ ଙ୍କ Wife, ଦେଖନ୍ତୁ Photo

ଦେଶର ସବୁଠାରୁ ଫ୍ୟାମ୍ସ କମେଡିଆନ କପିଲ ଶର୍ମା ଓ ଦେଶର ସବୁଠାରୁ ଲୋକପ୍ରିୟ ସୋ “କପିଲ ଶର୍ମା ସୋ” ର ଗୁରୁତ୍ଵପୂର୍ଣ୍ଣ ସଦସ୍ୟ ଚନ୍ଦନ ପ୍ରଭାକରଙ୍କୁ ଲୋକମାନେ ଚନ୍ଦୁ ଚାଏବାଲା ନାମରେ ଜଣାଯାଏ । କାରଣ ଚନ୍ଦୁ କପିଲ ଶର୍ମା ସୋରେ ଚାହାବାଲାର ଭୂମିକାରେ ନଜର ଆସନ୍ତି । ଏହି ସୋରେ ଚନ୍ଦୁ ନିଜର କମେଡିଆନ ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି । ତାଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଚନ୍ଦନ ପ୍ରାୟ ସମୟରେ ନିଜ ପରିବାରର ଫୋଟୋ ଇନଷ୍ଟାରେ ଶେୟାର କରନ୍ତି । କିନ୍ତୁ କପିଲ ଶର୍ମାଙ୍କ ମାରେଜ ସମାରୋହରେ ନିଆଯାଇଥିବା ଫୋଟୋରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଆକର୍ଷିତ ହୋଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଚନ୍ଦୁଙ୍କୁ ସୁନ୍ଦରୀ ସ୍ତ୍ରୀଙ୍କ ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

ଅନେକ ଲୋକଙ୍କ ମତରେ ଚନ୍ଦନ ପ୍ରଭାକର ବା ଚନ୍ଦୁ ଚାହାବାଲା କପିଲ ଶର୍ମାଙ୍କ ସୋରେ କାମ କରନ୍ତି । ବନ୍ଧୁଗଣ ଯଦି ଆପଣ ମାନେ ମଧ୍ୟ ଏହା ଭାବୁଛନ୍ତି ତେବେ ଏହା ଆପଣଙ୍କର ଭୁଲ ଧାରଣା ଅଟେ । ଚନ୍ଦୁ କପିଲ ଶର୍ମାଙ୍କ ସୋରେ ଆସିବା ପୂର୍ବରୁ ଅନେକ ସୋରେ କାମ କରି ସାରିଛନ୍ତି । କିନ୍ତୁ କପିଲ ଶର୍ମାଙ୍କ ସୋରେ ହିଁ ତାଙ୍କୁ ତାଙ୍କର ନିଜ ପରିଚୟ ମିଳିଥିଲା । ଚନ୍ଦନ ଟିଭି ସୋରେ ମଧ୍ୟ ହାସ୍ୟ କଳାକାର ଭାବେ ନଜର ଆସିଥିଲେ । ଏହା ବ୍ଯତୀତ ସେ ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିବାର ନଜର ଆସିଥିଲେ ।

ବହୁତ ସୁନ୍ଦର ଦେଖା ଯାଆନ୍ତି ନନ୍ଦିନୀ : ଚନ୍ଦନ ପ୍ରଭାକରଙ୍କ ମାରେଜ ୨୦୧୫ରେ ନନ୍ଦିନୀ ଖୁରାନାଙ୍କ ସହ ହୋଇଥିଲା । ଦୁହିଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି । ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଚନ୍ଦନଙ୍କର ସ୍ତ୍ରୀ ନନ୍ଦିନୀ ଦେଖିବାକୁ କୌଣସି ମଡେଲ ଠାରୁ କମ ନୁହନ୍ତି । ନନ୍ଦିନୀଙ୍କର ସୁନ୍ଦରତା କୌଣସି ମଡେଲ ବା ଅଭିନେତ୍ରୀ ମାନଙ୍କୁ ମାତ ଦେଇ ପାରିବ । ନନ୍ଦିନୀ ଦେଖିବାକୁ ବହୁତ ହଟ ଓ ସେ ତାଙ୍କର ଫିଗରକୁ ବେଶ ଭଲ ଭାବେ ମେଣ୍ଟେନ କରି ରଖିଥାନ୍ତି । ଚନ୍ଦନ ନିଜ ସ୍ତ୍ରୀ ନନ୍ଦୀନୀ ଓ ଝିଅଙ୍କ ସହ ଅନେକ ଫୋଟୋ ନିଜ ଇନଷ୍ଟାରେ ଶେୟାର କରିଥାନ୍ତି ।

ଯଦି ଆପଣ ମାନେ ନନ୍ଦିନୀଙ୍କର ଏହି ଫୋଟୋ ଗୁଡିକୁ ଦେଖିବେ ତେବେ ଆପଣ ମାନେ ମଧ୍ୟ ନନ୍ଦିନୀଙ୍କର ସୁନ୍ଦରତା ଉପରେ ଫିଦା ହୋଇଯିବେ । ଆପଣ ମାନଙ୍କୁ କହି ରଖୁଚୁ କି ବର୍ତ୍ତମାନ ନନ୍ଦିନୀ ମନୋରଞ୍ଜନ ଦୁନିଆରୁ ବହୁତ ଦୂରରେ ଅଛନ୍ତି । ନନ୍ଦିନୀ ନିଜର ପୁରା ସମୟ ନିଜ ସ୍ଵାମୀ ଚନ୍ଦନ ଓ ନିଜ ଝିଅଙ୍କ ସହ ହସ ଖୁସିରେ ସ୍ପେନ୍ଡ କରୁଛନ୍ତି । ଚନ୍ଦନ ଓ ନନ୍ଦିନୀଙ୍କର ଝିଅ ଦେଖିବାକୁ ବହୁତ କିୟୁଟ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।