ଶେଷରେ ଦ୍ଵିତୀୟ ବିବାହ କଲେ Ollywood ହିରୋଇନ Koel Banerjee, ଦେଖନ୍ତୁ କାହାକୁ କଲେ ସେ ବିବାହ ?

ନମସ୍କାର ବନ୍ଧୁଗଣ ତେବେ ଓଡିଶା ବାସୀ ମାନେ ସାଧାରାଣତ ଓଡିଆ ଚଳଚିତ୍ର ତଥା ଓଡିଆ ଧାରାବାହିକ ଦେଖିବାକୁ ଭଲ ପାଇଥାନ୍ତି । ଦର୍ଶକଙ୍କ ପସନ୍ଦ ଅନୁଯାୟୀ ତାଙ୍କ ଅଭିନେତା ତଥା ଅଭିନେତ୍ରୀ ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ତେବେ ଆପଣ ମାନେ ତ କୋଏଲ ବାନାର୍ଜୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନର ସବୁଠୁ ବଡ ଖବର, ଦ୍ଵିତୀୟ ବିବାହ କରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ ।

“ବବି ମିଶ୍ର” ବଙ୍ଗୀୟ ଅଭିନେତ୍ରୀ “କୋୟଲ ବାନାର୍ଜୀ” ଙ୍କୁ ବିବାହ କରିଥିଲେ । ମାତ୍ର ଗତ ବର୍ଷ ଅଭିନେତ୍ରୀ “କୋୟଲ ବାନାର୍ଜୀ”ଙ୍କର “ବବି ମିଶ୍ର” ଙ୍କ ସହିତ ଛାଡପତ୍ର ହୋଇଯାଇଛି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ପ୍ୟାନ୍ସ ମାନଙ୍କୁ ଜଣାଇଥିଲେ। ଏହା ଥିଲା ତାଙ୍କର ପ୍ରେମ ବିବାହ । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ମନ ମାଳିନ୍ୟ ହେବାରୁ ସମ୍ପର୍କରେ ଫାଟ ଆସିଥିଲା ଓ ଶେଷରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

ଏହା ପରେ କୋଏଲ ବାନାର୍ଜୀ ଓଲିଉଡ ଠାରୁ ଦୂରରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ଖବର ମିଳିଛି କି ସେ ଦ୍ଵିତୀୟ ବିବାହ କରି ନେଇଛନ୍ତି । ସେ ନିଜେ ଏହି କଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ। ତେବେ ବଙ୍ଗୀୟ ଅଭିନେତ୍ରୀ କୋୟଲ ବାନାର୍ଜୀ ଓଡିଆ ଚଳଚିତ୍ର ରେ ଅଭିନୟ କରିବା ନିମନ୍ତେ ଓଡିଶା କୁ ଆସିଥିଲେ ।

ଏହା ପରେ ବବି ମିଶ୍ର ଏବଂ କୋୟଲ ଏକା ସହିତ କାମ କରିବା ସମୟରେ ଦୁହେଁ ଦୁହିଙ୍କୁ ଭଲପାଇ ବସିଥିଲେ । ଏହା ପରେ ୨୦୧୩ ମସିହାରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ।ତେବେ ବିବାହ ପରେ ବବିମିଶ୍ର ଏବଂ କୋୟଲ ବାନାର୍ଜୀ ଙ୍କ ମଧ୍ୟରେ ସବୁ କିଛି ଠିକ ଥିଲା । ଉଭୟ ବହୁତ ଆନନ୍ଦ ଭାବରେ ଜୀବନ ଜାପନ କରୁଥିଲେ । ମାତ୍ର ଗତ କିଛି ଦିନ ହେବ ଉଭୟ ଙ୍କ ମଧ୍ୟରେ ବହୁତ କିଛି ଅସୁବିଧା ଦେଖା ଯାଇଥିଲା ।

ଏହାପରେ ବଙ୍ଗୀୟ ଅଭିନେତ୍ରୀ ପଶ୍ଚିମବଙ୍ଗ ଚାଲି ଯାଇଥିଲେ। ସେଠାରେ ସେ ଯାଇ ପୁନର୍ବାର ରହିଲେ। ସେଠାରେ ରହି ସେ ଏକ ବଙ୍ଗଳା ସିରିୟଲ ରେ ଅଭିନୟ କରିଥିଲେ। ତେବେ ମାତ୍ର ପରବର୍ତୀ ସମୟରେ ସେ ଓଡିଶା ଆସିଥିଲେ । ମାତ୍ର ସେହି ସମୟରୁ ସେ ଆଉ ବବିମିଶ୍ର ଙ୍କ ଯୋଗାଯୋଗ ରେ ନାହାନ୍ତି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କହିଥିଲେ।

ସେ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି ଓ ଓଲିଉଡ ଠାରୁ ଦୂରେଇ ଅଛନ୍ତି । ସେ କଲିକତାରେ ବିବାହ କରିଛନ୍ତି ବୋଲି ଶୁଣିବାକୁ ମିଳିଛି । ସେ ଜଣେ ବେଙ୍ଗଲି ଝିଅ ଅଟନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ କରିଛନ୍ତି । ସେ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି ଯାହା ପାଇଁ ସମସ୍ତ ଓଡିଆ ଭଲ ପାଆନ୍ତି । ତାଙ୍କର ଚୁଲବୁଲି କ୍ୟାରେକ୍ଟର ଲୋକ ମାନନକୁ ବହୁତ ପସନ୍ଦ ଆସେ । ତେବେ ସେ କାହାକୁ ବିବାହ କରିଛନ୍ତି ଏ ନେଇ କୌଣସି ସୂଚନା ମିଳି ପାରି ନାହିଁ ।