“ନୋ ସ୍ମୋକିଙ୍ଗ” ବିଜ୍ଞାପନରେ ନଜର ଆସୁଥିବା ଏହି ଝିଅଟି ଏବେ ବଡ ହୋଇଗଲାଣି, ଦେଖାଯାଉଛି ବହୁତ ସୁନ୍ଦର – ଫୋଟୋସବୁ ଦେଖନ୍ତୁ

ଯେତେବେଳେ ବି ଆମେ ସିନେମା ହଲରେ ଫିଲ୍ମ ଦେଖିବାକୁ ଯାଉ ସେତେବେଳେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ସିଗ୍ରେଟ, ତମ୍ବାଖୁ ଏବଂ ଅନ୍ୟ ନିଶା ଦ୍ରବ୍ୟ ର ହେଉଥିବା ରୋଗ ଗୁଡିକରୁ ଲୋକ ମାନଙ୍କୁ ଜାଗୃତ କରିବା ପାଇଁ ଏକ ବିଜ୍ଞାପନ ଆସିଥାଏ । ପ୍ରଥମେ ଏହି ବିଜ୍ଞାପନରେ ମୁକେଶ ନାମକ ଜଣେ ବ୍ୟକ୍ତି ଦେଖା ଯାଉଥିଲେ । ଏବଂ ଅନ୍ୟ ଏକ ବିଜ୍ଞାପନରେ ଗୋଟିଏ ଛୋଟ ଝଅଟି ନଜର ଆସୁଥିଲା ଯିଏକି ନିଜର ବାପାଙ୍କର ସ୍ମୋକିଙ୍ଗ ଆଦତରୁ ଚିନ୍ତିତ ଥିଲା । ଏହି ଛୋଟ ଝିଅଟି ସିନେମା ଘରର ଫିଲ୍ମ ର ଆରମ୍ଭରୁ ଏବଂ ଇଣ୍ଟରଭାଲ ସମୟରେ ଆସୁଥିବା ବିଜ୍ଞାପନରେ ନଜର ଆସି ଥାଏ । ଏହି “ନୋ ସ୍ମୋକିଙ୍ଗ” ବିଜ୍ଞାପନରେ ଦେଖା ଯାଉଥିବା ଝିଅଟି ବର୍ତ୍ତମାନ ବଡ ହୋଇ ଯାଇଛି ।

“ନୋ ସ୍ମୋକିଙ୍ଗ” ବିଜ୍ଞାପନରେ ନଜର ଆସୁଥିବା ଝିଅଟି ବଡ ହୋଇଯାଇଛି

“ନୋ ସ୍ମୋକିଙ୍ଗ” ବିଜ୍ଞାପନରେ ନଜର ଆସୁଥିବା ଝିଅକୁ ଆପଣ ସେହି ସମୟରେ ଦେଖିଥିବେ ଯେତେ ବେଳେ ତାଙ୍କ ପିତା ବିଜ୍ଞାପନରେ ସିଗ୍ରେଟ ଟାଣୁଥିଲେ ଏବଂ କାଶୁ ଥିଲେ । ଏହି ବିଜ୍ଞାପନ ବର୍ତ୍ତମାନ ବି ଟିଭି ଏବଂ ମଲ୍ଟିପ୍ଲେକସ ରେ ଦେଖା ଯାଇଥାଏ । କିନ୍ତୁ, “ନୋ ସ୍ମୋକିଙ୍ଗ” ବିଜ୍ଞାପନରେ ନଜର ଆସୁଥିବା ଝିଅଟି ବର୍ତ୍ତମାନ ବଡ ହୋଇଯାଇଛି । ବର୍ତ୍ତମାନ ଆପଣ ତାହାର ଫଟୋ ଦେଖି ଚିହ୍ନି ପାରିବେ ନାହିଁ ।

ଆପଣଙ୍କୁ କହିଦେଉଛୁ ଯେ ସେନ୍ସର ବୋର୍ଡ ନିର୍ଦେଶ ଅନୁସାରେ ସବୁ ମଲ୍ଟିପ୍ଲେକ୍ସରେ ଏହି ବିଜ୍ଞାପନ ଦେଖାଇବାକୁ ପଡିଥାଏ । ଏହି ବିଜ୍ଞାପନରେ ନଜର ଆସୁଥିବା ଝିଅଟି ଛୋଟ ଦେଖା ଯାଇଥାଏ, କିନ୍ତୁ ସେ ବର୍ତ୍ତମାନ ବଡ ହୋଇଯାଇଛି । ଗତ କିଛି ଦିନ ପୂର୍ବେ ସୋସିୟାଲ ମିଡିୟା ରେ ତାହାର କିଛି ଫଟୋ ସାମନା କୁ ଆସିଛି । ଆପଣଙ୍କୁ କହିଦେଉଛୁ କି ସେହି ସ୍ମୋକିଙ୍ଗ ବିଜ୍ଞାପନରେ ନଜର ଆସୁଥିବା ଝିଅଟି ର ନାମ ସୀମରନ ଅଟେ ।

ସୁନ୍ଦର ହୋଇଯାଇଛନ୍ତି ସୀମରନ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବିଜ୍ଞାପନ ସେହି ସମୟରେ ସୁଣ୍ଟିଙ୍ଗ ହୋଇଥିଲା ଯେତେବେଳେ ସିମରନ 7 ବର୍ଷର ଥିଲେ । ସିମରନ ବର୍ତ୍ତମାନ 19 ବର୍ଷର ଅଟନ୍ତି । ସିମରନ ‘ଲଭ ୟୁ ଜିନ୍ଦେଗୀ’, ‘ଏକ ହଜାରୋ ମେ ମେରି ବହନା ହେ’, ‘ହାତିମ’, ‘ବାଳିକା ବଧୁ’ ଯେମିତି ସିରିୟଲ୍ସ ରେ ବି କାମ କରିଛନ୍ତି । ସିମରନକୁ ଆପଣ ଫିଲ୍ମ ଦାବତ-ଏ-ଇସ୍କ ଫିଲ୍ମରେ ଫରିଦା ର ଅଭିନୟ କରିଥିଲେ ।

ବର୍ତ୍ତମାନ ସିମରନ ବହୁତ ହଟ ଏବଂ ସୁନ୍ଦର ହୋଇଯାଇଛନ୍ତି । ତାଙ୍କୁ ଦେଖି କେହି କହିପାରିବେ ନାହିଁ କି ସେ ସେହି ଝିଅ ଯିଏକି ନୋ ସ୍ମୋକିଙ୍ଗ ବିଜ୍ଞାପନରେ ନଜର ଆସୁଥିଲା ।