ବଲୀଉଡ ର ଲୋକପ୍ରିୟ ଅଭିନେତ୍ରୀ ଯେଉଁ ମାନେ ସବୁଠୁ ଅଧିକ ଥର କରି ସାରିଛନ୍ତି ବିବାହ

ବିବାହ ଜୀବନର ଏତେ ବଡ ଓ ମହତ୍ଵପୂର୍ଣ ନିଷ୍ପତ୍ତି ଯାହା ବହୁତ ଭାବି ଚିନ୍ତି କରା ଯାଇଥାଏ, ବିବାହ ହିନ୍ଦୁ ଡ଼ିଏଚଆରଏମ ଅନୁଯାଇ ସାତ ଜନ୍ମ ପାଇଁ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ବଲୀଉଡ ଜଗତ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟେରୁ ଅଧିକ ବିବାହ କରିଥିଲେ । ତେବେ ବଲୀଉଡ ଜଗତ ପାଇଁ ଏହା କିଛି ବଡ କଥା ନୁହ, ଏଠି କିଛି ସାମାନ୍ଯ ହୋଇନଥାଏ ତାହା ସମସ୍ତେ ଜାଣିଛନ୍ତି, ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ଯିଏ ଗୋଟେରୁ ଅଧିକ ବିବାହ କରିଛନ୍ତି ।

୧. କିରନ ଖେର

କିରନ ଖେର ନିଜ ଅଭିନୟ ଦ୍ଵାରା ସଫଳତା ପ୍ରାପ୍ତ କରିଥିଲେ ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଭାଉକ କରି ଦଉଥିଲା । ତେବେ କଣ ଆପାନ ଜାଣିଛନ୍ତି କିରନ ଖେର ଦୁଇଟି ବିବାହ କରିଛନ୍ତି ପ୍ରଥମ ଗୌତମ ବେରି ସହ ଓ ଦ୍ଵିତୀୟ ଅନୁପମ ଖେର ସହ, ତେବେ ବର୍ତମାନରେ ଦୁହେଁ ନିଜ ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି ।

୨. ନିନା ବକ୍ତିଆର :

ଚଳଚିତ୍ର ଦୁନିଆ ଉପରେ ଅଧିକ ସମୟ ପାଇଁ ନିନା ରାଜ କରି ପାରିଲେ ନାହିଁ କିନ୍ତୁ ତାଙ୍କ ଗୋଟେ ଦିଟା ଚଳଚିତ୍ର ଦ୍ଵାରା ତାଙ୍କ ନା ବହୁତ ପ୍ରସିଦ୍ଧ ହୋଇଥିଲା ତେବେ ନିନା ନିଜ ଜୀବନରେ ୪ଟି ବିବାହ କରିଛନ୍ତି, ପ୍ରଥମ ସ୍ଵାମୀ ନାମ ସଲମାନ ବଳିୟାନୀ ଅଟନ୍ତି, ଦିତୀୟ ଅଦନାନ ସାମୀ, ତୃତୀୟ ଜାବେଦ ଜାଫିର ଓ ଚତୁର୍ଥ ସ୍ଵାମୀ ନାମ ସୋହେଲ ନିଗାଡି ଅଟନ୍ତି ।

୩. ସୁନିଧି ଚୌହାନ :

ଆପଣ ମାନେ ସମସ୍ତେ ସୁନିଧି ଚୌହାନକୁ ଭଲ ଭାବରେ ଜାଣିଥିବେ ସେ ବହୁତ ବଡ ଗାଇକା ଅଟନ୍ତି, ତାଙ୍କ ବହୁତ ଗୀତ ଆପଣ ଶୁଣିବାକୁ ପାଇଥିବେ, ସୁନିଧି କେବଳ ୧୮ ବର୍ଷ ବୟସରେ କୋରିଓଗ୍ରାଫର ବୋବୀ ଖାନ ସହ ବିବାହ କରିଥିଲେ କିନ୍ତୁ କିଛି ବର୍ଷ ପରେ ତାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଏହା ପରେ ୨୦୧୨ରେ ସୁନିଧି ରୂପେଶ ସୋଲଙ୍କି ସହ ବିବାହ କରିଥିଲେ ।

୪. ନିଲମ କୋଠାରି :

ନୀଲମ କୋଠାରି ୯୦ ଦଶକ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ତାଙ୍କ ପ୍ରଥମ ବିବାହ ବହୁତ କମ ସମୟ ଚାଲିଲା ଏହା ପରେ ତାଙ୍କ ଛାଡପତ୍ର ହୋଇଗଲା ଯାହା ପରେ ନୀଲମ ଅଭିନେତା ସମୀର ସୋନୀଙ୍କୁ କିଛି ସମୟ ଡେଟ କଲା ପରେ ବିବାହ କରିଥିଲେ ।

୫. ନିଲିମା ଅଜିମ :

ନିଲିମା ଅଜିମ ୩ଟି ବିବାହ କରିଛନ୍ତି ତାଙ୍କ ପ୍ରଥମ ବିବାହ ଅଭିନେତା ପଙ୍କଜ କପୁର ସହ କରିଥିଲେ ଯାହା ପୁଅ ସାହିଦ କପୁର ଅଟନ୍ତି । ଦୁତୀୟ ବିବାହ ନିଲିମା ରାଜେଶ କକଡ ସହ କରିଥିଲେ, ତେବେ ଏହି ବିବାହ ଦ୍ଵାରା ତାଙ୍କୁ ଇଶାନ କକ୍ଡ଼ ହେଲେ । ତେବେ ୨୦୦୧ରେ ନିଲିମା ରାଜେଶଙ୍କ ଠାରୁ ବି ଛାଡପତ୍ର ନେଇ ଗଲେ ଓ ନିଜ ଛୁଆ ବେଳ ସାଙ୍ଗ ଉସ୍ତାଦ ରଜା ଅଲି ଖାନ ସହ ବିବାହ କଲେ ।